ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ

ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । 247 ରନର ପିଛା କରି ଭାରତ 146 ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଶିଖର ଧାଓ୍ବନ 9 ରନ୍ କରିଥିଲେ । ବିରାଟ କୋହଲି 16 ରନ କରିଥିବା ବେଳେ

ପେଟ୍ରୋଲ 5, ଡିଜେଲ 3 ଟଙ୍କା ହ୍ରାସ କଲେ ସିନ୍ଦେ ସରକାର

ମହାରାଷ୍ଟ୍ରରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇଛି । ସରକାର ବଦଳିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଲିଟର ପିଛା 5 ଟଙ୍କା ଏବଂ ଡିଜେଲ ଲିଟର ପିଛା 3

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ କୋହଲି, ବୁମରା ଖେଳିବେନି

ମେଟ୍ରୋ ଟିଭି ଓଡ଼ିଶା: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦଳର ଏଥର କୋହଲିଙ୍କୁ ବାହାରେ ରଖାଯାଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତ ନିଜ ଦଳ ଘୋଷଣା କରିଛି। ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା

ଅରୁଣ, ଗାୟତ୍ରୀ, ସୁଜାତା ,କିଏ ବିଜେଡିର ଉତ୍ତରାଧିକାରୀ ନେତା ?

ଓଡ଼ିଶାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ 5 ଥର ଜିତି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି । ବିଶେଷ କରି ତିନୋଟି ନାମକୁ ନେଇ ବିଜେଡି ଦଳରେ ଯେତିକି ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସେତିକି ଚର୍ଚା ହେଉଛି । ମୁଖ୍ୟମନ୍ତ୍ରୀ

କଲମ୍ବୋରେ କର୍ଫ୍ୟୁ ଲଗାଇଲେ ଶ୍ରୀଲଙ୍କା ସରକାର

ଶ୍ରୀଲଙ୍କା ସରକାର କଲମ୍ବୋରେ ଜୁଲାଇ 14 ରୁ 12 ରୁ ଜୁଲାଇ 15 ତାରିଖ ମଧ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି ବୋଲି ରଏଟର୍ସ ରିପୋର୍ଟ କରିଛି ଶ୍ରୀଲଙ୍କା ସରକାର |ଗୋଟିଏ ପଟେ ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ କୌଣସି ଦେଶ ରହିବାର ସୁଯୋଗ ଦେଉ

ଆସନ୍ତାକାଲିଠୁ ମାଗଣା ବୁଷ୍ଟର ଡୋଜ୍

ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦

ଆସିଗଲା ଚଷମାର ବିକଳ୍ପ ଔଷଧ

ସାଧାରଣତଃ ଖବରକାଗଜ ପଢ଼ିବା ପାଇଁ କିମ୍ବା ମୋବାଇଲ ଓ କମ୍ପ୍ୟୁଟରରେ କାମ କରିବା ପାଇଁ ଲୋକେ ଚଷମା ବ୍ୟବହାର କରନ୍ତି। କାରଣ ଏହି ବର୍ଗର ଲୋକ ନିକଟତମ ବସ୍ତୁଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା ଅନୁଭବ କରନ୍ତି ଏବଂ ଶେଷରେ ପଢ଼ିବା ପାଇଁ ଚଷମାର ସାହାଯ୍ୟ ନିଅନ୍ତି। ଏହା

୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କୋଭିଡ୍ ପଜିଟିଭ

କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଗତ 24 ଘଂଣା ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି। https://twitter.com/IPR_Odisha/status/1547424133499465729 ଗୋଟେ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟା ମଧ୍ୟରା

୨ୟ ଦିନିକିଆ ଆଜି : ସିରିଜ ବିଜୟ ରୋହିତଙ୍କ ଇଚ୍ଛା

ଲର୍ଡସ ଗ୍ରାଉଣ୍ଡରେ ଆଜି ରୋହିତ ବାହନୀ ଭେଟିବ ଇଂଲଣ୍ଡ ଟିମକୁ । ୨ୟ ଦିନିକିଆ ଖେଳିବା ପାଇଁ ପୁରାଦମରେ ପଡିଆକୁ ଓହ୍ଲାଇବେ ରୋହିତ ବାହିନୀ । ଆଜି ଜିତିଲେ ସିରିଜ ବିଜୟୀ ହେବ ଭାରତ । ଦୃଢ଼ ମନୋବଳରେ ଥିବା ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆଜିର ମ୍ୟାଚ ବିଜୟ ପାଇଁ

ବିଜୟଶଙ୍କରଙ୍କ ଅଡୁଆ ବଢ଼ିଲା, କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍‌ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି । ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଆଣିଥିବା ଅଭିଯୋଗର