ଶ୍ରୀଲଙ୍କା ସରକାର କଲମ୍ବୋରେ ଜୁଲାଇ 14 ରୁ 12 ରୁ ଜୁଲାଇ 15 ତାରିଖ ମଧ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି ବୋଲି ରଏଟର୍ସ ରିପୋର୍ଟ କରିଛି ଶ୍ରୀଲଙ୍କା ସରକାର |ଗୋଟିଏ ପଟେ ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ କୌଣସି ଦେଶ ରହିବାର ସୁଯୋଗ ଦେଉ ନଥିବା ବେଳେ ପ୍ରଦର୍ଶନକାରୀମାନେ ଭାରିମାତ୍ରାରେ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମେ ରାଷ୍ଟ୍ରପତି ଭବନ ଓ ପରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଦଖଲ କରିବା ପରେ ଏବେ ରାସ୍ତାରେ ହଜାର ହଜାର ସଂଖ୍ୟାର ଲୋକ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଦର୍ଶନକାରୀଙ୍କୁ ଜବତ କରିବାକୁ ଗତକାଲି କାମଚଳା ରାଷ୍ଟ୍ରପତି ଶାନିଲ ବକ୍ରମାସିଂଘେ ସେନା ଓ ପୋଲିସର ହାତ ଖୋଲି ଦେଇଥିବା ବେଳେ ଆଜି ରାଜଧାନୀ କଲମ୍ବୋରେ କର୍ଫ୍ୟୁ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ଏହି କ୍ରମରେ ଆଜି ମଧ୍ୟାହ୍ନ ୧୨ ଟାରୁ ଆସନ୍ତା କାଲି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଲମ୍ବୋ ସହରରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post