ବୁମ୍‌ରା ବିଶ୍ବର ୧ନଂ ଦିନିକିଆ ବୋଲର

ବୁମ୍‌ରା ବିଶ୍ବର ୧ନଂ ଦିନିକିଆ ବୋଲର । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ବୁମ୍‌ରା ବିଶ୍ବର ୧ ନମ୍ବର ଦିନିକିଆ ବୋଲରର ମାନ୍ୟତା ପାଇଛନ୍ତି। ଆଇସିସି ପକ୍ଷରୁ ଦିନିକିଆ ବୋଲିଂ ମାନ୍ୟତାରେ ଯଶପ୍ରିତ ବୁମ୍‌ରା ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁମରା

ଋଷି ସୁନକ ହେବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ!

ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ କଞ୍ଜରଭେଟିଭ ପାର୍ଟିରେ ସବୁଠୁ ଅଧିକ ସାଂସଦଙ୍କ ସମର୍ଥନ ପାଇଛନ୍ତି। ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଭାରତୀୟ ମୂଳ ଋଷି ସୁନକଙ୍କୁ ସାଂସଦଙ୍କ ସମର୍ଥନ ରହିଛି । ପ୍ରଥମ ରାଉଣ୍ଡର ଭୋଟିଂରେ ସୁନକଙ୍କୁ ୨୫ ପ୍ରତିଶତ ନେତା ଅର୍ଥାତ

ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଶ୍ରୀଲଙ୍କା

ରାଷ୍ଟ୍ରପତି ଗୋଟାବାୟା ରାଜ‌ପକ୍ଷେ ଦେଶଛାଡ଼ି ମାଳଦ୍ବୀପକୁ ଖସି ପଳାଇଛନ୍ତି ବୋଲି ଖବର ପ୍ରଘଟ ହେବା ପରେ ତୁରନ୍ତ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଅସଂଖ୍ୟ ପ୍ରତିବାଦକାରh ଶ୍ରୀଲଙ୍କାର ରାଜଧାନୀ କ‌ଲମ୍ବୋର ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା

ବଢ଼ୁଛି ସଂକ୍ରମଣ ୧୬,୯୦୬ ପଜିଟିଭ୍‌ ଚିହ୍ନଟ; ୪୫ମୃତ

ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୬,୯୦୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ହୁତୁ ହୁତୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କରୋନା ଯୋଗୁ

୧୦ ୱିକେଟ୍‌ ବିଜୟୀ ହେଲା ଭାରତ

ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି । ବୁମ୍‌ରାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬/୧୯) କାରଣରୁ କେନିଂଟନ୍‌ ଓଭାଲରେ ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ରୋହିତ ଶର୍ମାଙ୍କ ଅପରାଜିତ ୭୬ ରନ୍‌, ୫୮ ବଲ୍, ୬ ଚୌକା, ୫

 ମହିଳାଙ୍କୁ ଏସିଡ ମାଡ କଲେ ଦୃବୁର୍ତ୍ତ

କଟକ: ମହିଳାଙ୍କୁ ଏସିଡ ମାଡ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ । ଆଠଗଡ-ତିଗିରିଆ ନୂଆପାଟଣାରେ ଜଣେ ମହିଳାଙ୍କୁ ସକାଳୁ ଏସିଡ ମାଡ଼ କରାଯାଇଛି । ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍‌ ତାଙ୍କୁ କେହି ଦୃବୁର୍ତ୍ତ ଏସିଡ

ରତ୍ନ ସିଂହାସନକୁ ଫେରିଲେ ମହାପ୍ରଭୁ

ପୁରୀ: ଶ୍ରୀବିଗ୍ରହମାନେ ରତ୍ନସିଂହାସନକୁ ଫେରିଛନ୍ତି । ଅଧିଷ୍ଠିତ ହେବା ପୂର୍ବରୁ ସିଂହାସନ ମାର୍ଜନା କରାଯାଇଥିଲା । ଚନ୍ଦନ, କର୍ପୂର, ଚୁଆ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟରେ ରତ୍ନସିଂହାସନ ମାର୍ଜନା ହେବା ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ପୂର୍ବରୁ ରତ୍ନବେଦି ମାର୍ଜନା କରାଯିବାର

120 ମିଶନ ଫେଲ୍ ପରେ ଏକନାଥ ଅନୁସନ୍ଧାନରେ ବିଜେପି

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଓଡ଼ିଶାରେ ପଦ୍ମ ଫୁଟିବ ଫୁଟିବ ବୋଲି ଫୁଟିପାରୁନି । ମୋଦିଙ୍କ ଲୋକପ୍ରିୟତାର ସଫଳ ଉପଯୋଗ ଓଡ଼ିଶା ମାଟିରେ ରାଜ୍ୟ ନେତାମାନେ କରିବାରେ ବିଫଳ ହୋଇଛନ୍ତି । 2019 ନିର୍ବାଚନ ପୂର୍ବରୁ 120 ମିଶନ ଫେଲ ମାରିବା ପରେ ଓଡ଼ିଶା ଶାସନକୁ ଅକ୍ତିଆର କରିବା

ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବେ । ଆସନ୍ତାକାଲି ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୋଟାବାୟ । ରାଷ୍ଟ୍ରପତି ଇସ୍ତଫା ଦେଲେ ଶ୍ରୀଲଙ୍କା ଲୋକଙ୍କ ରାଗ ଶାନ୍ତ ହୋଇପାରେ ବୋଲି ଆଶା କରାଯାଉଛି ।

ଆଜି ରସଗୋଲା ଦିବସ: ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ରାଗିଛନ୍ତି । ମହାଲକ୍ଷ୍ମୀଙ୍କ ରାଗକୁ ପ୍ରଶମିତ କରିବା ପାଇଁ ଆଜି ରସଗୋଲା ଖୁଆଇବେ ମହାପ୍ରଭୁ । ଆଜି ରସଗୋଲା ଭୋଗ ଲାଗିହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ