ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ

ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ କରିବେ ମହାପ୍ରଭୁ । ବଡ଼ଦାଣ୍ଡରୁ ଭକ୍ତଙ୍କଠାରୁ ରତ୍ନବେଦିକୁ ଫେରିବେ ମହାବାହୁ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉଭା ହେବେ ପୁଣି ତିନି ଠାକୁର । ଗୋଟି ପହଣ୍ଡିରେ ରଥାରୂଢ଼ ଠାକୁର ଶ୍ରୀମନ୍ଦିରକୁ ବିଜେ ହେବେ ।

ଇଂଲଣ୍ଡ ବିପକ୍ଷ ଆଜି ପ୍ରଥମ ଦିନିକିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆଜି ଠାରୁ ଆରମ୍ଭ ହେଉଛି । ଓଭାଲରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହେବ । ଟି-୨୦ରେ ବିଜୟ ହାସଲ କରିବା ପରେ ଭାରତୀୟ ଟିମ୍‌ର ମନୋବଳ ବଢ଼ିଛି । ଏବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମର ଲକ୍ଷ୍ୟ ପ୍ରଥମ ମୁକାବିଲାରେ

ନୂତନ ସଂସଦ ଭବନ ଛାତ ଉପରେ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂତନ ସଂସଦ ଭବନର ଛାତ ଉପରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଛାତ ଉପରେ ଏକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ ହୋଇଛି । ଏହାର ଉଚ୍ଚତା ୬.୫ ମିଟର

ମହାପ୍ରଭୁଙ୍କ ଅଧରପଣା ନୀତି

ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ସକାଳୁ ଶ୍ରୀଜୀଉ ମାନଙ୍କ ଆଳତି ହୋଇ 7ଟା20ରେ ମାଇଲଂ,8ଟା15ରେ ଅବକାଶ, 9ଟାରେ ବେଶସେଷ,9ଟା40ରୁ10ଟା 10 ମଧ୍ୟରେ ଗୋପାଳ ବଲ୍ଲଭ ହୋଇ 11ଟା35ରେ

୨୪ ଘଣ୍ଟାରେ ବାହାରିଲେ ୫୭୨ ଜଣ କୋଭିଡ୍ ପଜିଟିଭ

ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହ ଛୁଇଁବାକୁ ବସିଲାଣି । ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୫୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । https://twitter.com/IPR_Odisha/status/1546338287857864704 ସେଥି ମଧ୍ୟରୁ ସଙ୍ଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତଙ୍କ

ଆଫଗାନିସ୍ଥାନ ଭଳି ଶ୍ରୀଲଙ୍କା ରାଷ୍ଟ୍ରପତି ବି ଲୁଚି ପଳାଇଲେ

ଯୁଦ୍ଧ ଭୟରେ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନି ଟଙ୍କା ଧରି ଦେଶ ଛାଡି ଯାଇଥିବା ଖବର ଆପଣମାନେ ସମସ୍ତେ ପଢ଼ିଥିବେ ଶୁଣିଥିବେ । ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେଙ୍କ ମଧ୍ୟ ସମାନ ଅବସ୍ଥାରେ ଲୋକଙ୍କୁ ଡରି ରାଷ୍ଟ୍ରପତି ଭବନ ଛାଡି ପଳାୟନ କରିଛନ୍ତି ।

ବିଜେପିରେ ବଢ଼ୁଛି ଅସହିଁଷ୍ଟୁତା!

ଭୁବନେଶ୍ବର: ଓଡ଼ିଶାରେ ଦ୍ବିତୀୟ ବୃହତ୍ତମ ବିରୋଧୀ ଦଳ ଭାବେ ମାନ୍ୟତା ପାଇଥିବା ବିଜେପି କ୍ରମେ କ୍ରମେ ଲୋକପ୍ରିୟତା ହରାଇବାକୁ ବସିଲାଣି । ପୈାର ଏବଂ ପଂଚାୟତ ନିର୍ବାଚନ ହେଉ କିମ୍ବା ବିଧାସଭା ପାଇଁ ଉପନିର୍ବାଚନ ବାରମ୍ବାର ଦଳର ବିଫଳତା ସତ୍ତ୍ବେ ନେତାଙ୍କ ଭିତରେ ଚେତା

ମଙ୍ଗଳବାର ସିଞ୍ଜୋ ଆବେଙ୍କର ହେବ ଅନ୍ତିମ ସଂସ୍କାର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ବିଶ୍ବର ବହୁନେତା ଯୋଗଦେବେ । ଗତକାଲି ତାଙ୍କର ପାର୍ଥିବ ଶରୀରକୁ ରାଜଧାନୀ ଟୋକିଓକୁ ଅଣାଯାଇଛି । ସେଠାରେ ମଙ୍ଗଳବାର ସଂପୂର୍ଣ୍ଣ ବିଧିବିଧାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବିଶ୍ବରେ ଆବେଙ୍କର ବହୁ

ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଆଜାଦି କେ ଅମ୍ରିତ ମହୋତ୍ସବ ଅନ୍ତର୍ଗତ ମାର୍ଚ୍ଚ, ୨୦୨୨ରେ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ବକ୍ତବ୍ୟ ପ୍ରଦାନ ଅବସରରେ ପ୍ରତି ଗାଁରୁ ଅତିକମରେ ୭୫ ଚାଷୀ ପ୍ରାକୃତିକ ଚାଷ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଅର୍ଥନୀତିଜ୍ଞ ନିକୋଲାସ ଷ୍ଟର୍ନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଅର୍ଥନୀତି ପ୍ରଫେସର ଲର୍ଡ ନିକୋଲାସ ଷ୍ଟର୍ନଙ୍କୁ ଭେଟିଛନ୍ତି । ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଲର୍ଡ ନିକୋଲାସ ଷ୍ଟର୍ନଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ଲର୍ଡ