ଫ୍ୟାନରେ ଝୁଲି ପଡିଲେ ସ୍ବାମୀ ଓ ସ୍ତ୍ରୀ
ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ଘର ଭିତରେ ଫ୍ୟାନରେ ଝୁଲି ପଡିଛନ୍ତି ସ୍ବାମୀ ଓ ସ୍ତ୍ରୀ। ଏଥିରେ ସ୍ତ୍ରୀଙ୍କର ମୃତ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ ଆପର୍ଟମେଣ୍ଟରେ ଘଟିଛି ଏହି ଘଟଣା। ଗୁରୁତର ସ୍ୱାମୀ ସଞ୍ଜୟ!-->…