ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳାଭିଷେକ କଲେ ଶ୍ରଦ୍ଧାଳୁ

ଶ୍ରାବଣ ମାସର ପ୍ରଥମ ସୋମବାରେ ଶିବଙ୍କ ଠାରେ ଜଳଲାଗି କରିଛନ୍ତି ହଜାର ହଜାର ଶିବଭକ୍ତ । ବାବା ଧବଳେଶ୍ବରଙ୍କ ପୀଠରେ ଶିବଙ୍କ ପୂଜାର୍ଚ୍ଚନା କରି ମନସ୍କାମନା ପୂରଣ ପାଇଁ ଭକ୍ତମାନେ ଜଳାଭିଷେକ କରିଛନ୍ତି । ସେହିପରି ଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ସକାଳୁ ଧାଡିରେ ଯାଇ ଜଳାଭିଷେକ

ଗତ ୨୪ ଘଣ୍ଟା ମଧ୍ୟରେ ୮୧୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। https://twitter.com/IPR_Odisha/status/1548873142810001409

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଆରମ୍ଭ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ସାଂସଦମାନେ ଭୋଟ ଦେଉଛନ୍ତି । ସଂସଦ ଏବଂ ବିଧାନସଭାରେ ସାଂସଦ ଏବଂ ବିଧାୟକମାନେ ଭୋଟ ଦେଉଛନ୍ତି । https://twitter.com/ani_digital/status/1548905724381642752 ଦେଶର 16ତମ

୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍‌ ଜିତିଲା ଭାରତ

୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍‌ ଜିତିଛି ଭାରତ। ପନ୍ତଙ୍କ ଦମଦାର ଶତକ ବଳରେ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ

ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କଲେ ତେଜସ୍ୱୀ ଯାଦବ

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରିଥିବାରୁ ତାଙ୍କୁ ଏବେ ଟ୍ରୋଲ କରୁଛନ୍ତି ୟୁଜର । ତେଜସ୍ୱୀ କହିଛନ୍ତି କି ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି ହେଲେ ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା

ସୋମବାରଠୁ ସଂସଦରେ ମୌସୁମୀ ଅଧିବେଶନ

ସୋମବାରଠାରୁ ସଂସଦର ମୈାସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ଅଧିବେଶନ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା । ଶାସକଦଳ

ଟିକାକରଣରେ ଭାରତର ରେକର୍ଡ

ଟିକାକରଣରେ ଭାରତର ରେକର୍ଡ କରିଛି । ଭାରତ ବିଶ୍ବରେ ସର୍ବାଧିକ ଟିକା ଦେଇଥିବା ଦେଶ ହୋଇଛି । 2 ବିଲିୟନ COVID-19 ଟୀକାକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୨୦୦ କୋଟିରୁ ଅଧିକ ଡୋଜ ଟିକା ଦିଆ ସରିଲାଣି । ୫୪୮ ଦିନରେ ୨୦୦ କୋଟିରୁ ଅଧିକ ଦେଇ ରେକର୍ଡ କରିଛି

ସିଙ୍ଗାପୁର ଓପନ୍ସ  ଜିତିଲେ ପିଭି ସିନ୍ଧୁ 

ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା

ରାଜ୍ୟରେ ମଦ ନେଇଛି ୫୦ଜୀବନ

ମନ୍ତ୍ରୀ ଅଶ୍ବିନୀ ପାତ୍ର। ରାଜ୍ୟରେ ମଦ ପିଇବା ଦ୍ୱାରା କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ୨୦୧୦ରୁ ୨୦୨୨ ମଧ୍ୟରେ ମଦ ପିଇବା ଦ୍ଵାରା ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂଖ୍ୟା ୫୦। ଏହାସହ ଭଦ୍ରକ ମଦ ମୃତ୍ୟୁ

କୃଷକ ପରିବାରୁ ଉପରାଷ୍ଟ୍ରପତି ଭବନ

ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଗଦୀପ । ରାଜସ୍ଥାନର ଏକ ଛୋଟିଆ ଗାଁ ରେ ଜନ୍ମହାେଇଥିବା ଜଗଦୀପ ନିଜର ଦୃଢ଼ ଅଧ୍ୟବଶାୟ ବଳରେ ଆସି ସେ ଏତେବାଟ ରେ ପହଁଚିଛନ୍ତି । ଅଗଷ୍ଟ 6ରେ ସେ ନିଶ୍ଚିତ ରାଷ୍ଟ୍ରପତି ହେବେ । କାରଣ ସେ ଏନଡିଏର ପ୍ରାର୍ଥୀ । ରାଜନୀତିରେ ଦୀର୍ଘ ଦିନର