୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନାଁ

ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ

ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ସନ୍ଦେହ ଘେରରେ ଶଶିକଳା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଘରୋଇ ଡାକ୍ତର । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ । ଏବେ ଏହି

୧୫ଶହ ଟଙ୍କା ପାଇଁ ତାଲିବାନୀ ନିର୍ଯାତନା

ଉଧାର ଦେଇଥିବା ୧୫ଶହ ଟଙ୍କା ଫେରି ପାଇବା ପାଇଁ ଗତ ରବିବାର ସନ୍ଧ୍ୟାରେ ଭାଇଚାରାର ସହର କଟକରେ ଦେଖିବାକୁ ମିଳିଥିଲା ତାଲିବାନୀ ଶାସନର ନଗ୍ନ ଚିତ୍ର । ଜନଗହଳିପୂର୍ଣ୍ଣ ରାସ୍ତାରେ ସନ୍ଧ୍ୟା ସମୟରେ ଉଧାର ନେଇଥିବା ଯୁବକଙ୍କ ହାତ ସ୍କୁଟି ପଛରେ ବାନ୍ଧି ପ୍ରାୟ ୨ କିମିରୁ ଅଧିକ ବାଟ

ଦେଶର ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ ଆକ୍ସନ ନେଇଛି ଏନଆଇଏ । ଦେଶର ବିଭିନ୍ନ ରାଜ୍ୟରେ ୪୦ରୁ ଅଧିକ ଆଡ୍ଡା ଉପରେ ରେଡ ହୋଇଛି । ଏହି ରେଡ ଭାରତ ଓ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡଗ୍ସ ତସ୍କରୀକୁ ଶେଷ କରିବାକୁ ହୋଇଛି । ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶର

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ୧୧୦୦ ହବିଷ୍ୟାଳି ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ବୃନ୍ଦାବତୀ ନିବାସ ପରିସର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସେମାନଙ୍କୁ ଚିକିତ୍ସା କରାଯାଇଛି । ୨୨ ଜଣ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ

ଆଜିଠୁ ଜୋରଦାର ହେବ ଧାମନଗର ଉପନିର୍ବାଚନ ପ୍ରଚାର

ଆଜିଠୁ ଜୋରଦାର ହେବ ଧାମନଗର ଉପନିର୍ବାଚନ ପ୍ରଚାର । ମଇଦାନକୁ ଓହ୍ଲାଇବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହ ଦଳର ବରିଷ୍ଠ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ । ରୋଡ୍ ସୋ’ କରିବା ସହ ଘରକୁ ଘର ଯାଇ ପ୍ରଚାର କରିବେ । ପ୍ରାର୍ଥୀମାନେ ମଧ୍ୟ ସମର୍ଥକଙ୍କ ସହ ଯାଇ ନିଜ ପାଇଁ

ଆଜି ବସୁଛି ବିସିସିଆଇର ବାର୍ଷିକ ସାଧାରଣ ବୈଠକ

ରୋଜର ବିନ୍ନି ହେବେ ପରବର୍ତ୍ତୀ ବିସିସିଆଇ ସଭାପତି । ଆଜି ବିନ୍ନିଙ୍କ ସଭାପତି ପଦରେ ଲାଗିବ ମୋହର । ଆଜି ମୁମ୍ବାଇରେ ଅନୁଷ୍ଠିତ ହେବ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସାଧାରଣ ବୈଠକ । ଏହି ବୈଠକରେ ବୋର୍ଡର ସଭାପତି ଭାବେ ତାଙ୍କ ନାଁରେ ମୋହର ବାଜିବ । ନୂଆ ସଭାପତି ଭାବେ ସେ ସୌରଭ

ଇଡି ରାଡାରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାଡାରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)। ସୋମବାର ଇଡି କେସିଆରଙ୍କ ଦଳ ଟିଆରଏସର ଜଣେ ଏମପି ଇଡି ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ସୋମବାର ଇଡି ଟିଆରଏସ ଏମପି ନାମା ନାଗେଶ୍ୱର ରାଓଙ୍କ ବ୍ୟାପକ ସମ୍ପତ୍ତି ଉପରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’। ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି। କମ୍ପାନୀମାନେ

ଶେଷ ହୋଇଛି ଭୋଟିଂ, ଦିନକ ପରେ ଆସିବ ରେଜଲ୍ଟ

ଶେଷ ହୋଇଛି ଭୋଟିଂ, ଦିନକ ପରେ ଆସିବ ରେଜଲ୍ଟ । କଂଗ୍ରେସ କମାଣ କାହା ହାତରେ ରହିବ, ତାହା ଆଉ ମାତ୍ର ଗୋଟିଏ ଦିନ ପରେ ସ୍ପଷ୍ଟ ହୋଇଯିବ । ମଲ୍ଲିକାର୍ଜୁନ୍ ଖଡଗେ, ଶଶୀ ଥରୁରଙ୍କ ଭିତରୁ ଜଣେ ନେତା କଂଗ୍ରେସ ସଭାପତି ପଦ ଗ୍ରହଣ କରିବା ପକ୍କା ହୋଇସାରିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ପଦ