୭୭ ବର୍ଷରେ ପାଦ ଦେଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମଦିନ। ଆଜି ତାଙ୍କୁ ୭୬ ପୂରି ୭୭ ଚାଲିଲା। ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ବର୍ଷିଆନ୍ ରାଜନେତା।ନବୀନ ପଟ୍ଟନାୟକ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ହାତେଇଛନ୍ତି। ୨୨ ବର୍ଷ ହେଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ!-->…