ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା

ଲକ୍ଷ୍ନୌ : ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା ।  ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍  ମ୍ୟାଚ ପରେ   କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ…

ସମ୍ବଲପୁରରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଦଳ

ସମ୍ବଲପୁର:  ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଟିମରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ…

ପଦ୍ମ ପୁରସ୍କାର -୨୦୨୪ ପାଇଁ ନାମାଙ୍କନ ୧୫ ସେପ୍ଟେମ୍ବର, ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ

ଗଣତନ୍ତ୍ର ଦିବସ, ୨୦୨୪ ରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ୨୦୨୪ ପାଇଁ ଅନଲାଇନ୍ ନାମାଙ୍କନ / ସୁପାରିଶ ୧ ମଇ ୨୦୨୩ ରେ ଖୋଲାଯାଇଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୩ ଅଟେ ।  ପଦ୍ମ ପୁରସ୍କାର ପାଇଁ ନାମାଙ୍କନ / ସୁପାରିଶ ରାଷ୍ଟ୍ରୀୟ…

ରଦ୍ଦ ହେଲା ଗ୍ୟାଙ୍ଗଷ୍ଟର ଅଫଜଲର ସଂସଦ ସଦସ୍ୟତା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଆକ୍ଟରେ କୋର୍ଟ ୪ବର୍ଷ ଦଣ୍ଡାଦେଶ ଦେବା ପରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଭାଇ ତଥ‌ା ବହୁଜନ ସମାଜ ପାର୍ଟିର ସାଂସଦ ଅଫଜଲ ଅନସାରୀର ସଂସଦ ସଦସ୍ୟତା ରଦ୍ଦ ହୋଇଛି। ଏପ୍ରିଲ ୨୯ରେ ଗ୍ୟାଙ୍ଗଷ୍ଟରରୁ ରାଜନେତା‌ ବନିଥିବା  ବିଏସ୍‌ପି ସାଂସଦ…

ସୀମାନ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି

ଭୁବନେଶ୍ବର: ଛତିଶଗଡ଼ରେ ମାଓ ଆକ୍ରମଣ ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ । ଏନେଇ ଅତିରିକ୍ତ ଡିଜି, ଅପରେସନ ଅମିତାଭ ଠାକୁର ସୂଚନା ଦେଇଛନ୍ତି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ…

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ବାରିପଦା: ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିବା ବୃଦ୍ଧାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତା ବୃଦ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲା ପୀଠାବଟା ରେଞ୍ଜ ବାରିପଦା ବ୍ଲକ ଅଧୀନ ବଡ଼ଯୋଡ ପଞ୍ଚାୟତ ରଙ୍ଗାମାଟିଆ -ଡାହିସାହି ଗ୍ରାମର ଅର୍ଜୁନ ନାଏକଙ୍କ ପତ୍ନୀ ରାଣୀ ନାଏକ(୬୭)। ଖବର ପାଇ ବନବିଭାଗ…

ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ

ଦିଲ୍ଲୀ : ଜେଲ୍‌ ଭିତରେ ଦୁଇ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ମଧ୍ୟରେ ବିବାଦ ଉପୁଜି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି।  ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିବା ବେଳେ ତାକୁ ଚିକିତ୍ସା ପାଇଁ ତୁରନ୍ତ ଦିନ୍‌ ଦୟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।…

ଝାରସୁଗୁଡାରେ ପହଞ୍ଚିଲେ ବିଜେପିର ୪ ଜଣିଆ ଟିମ

ଝାରସୁଗୁଡା: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ୪ ଜଣିଆ ଉଚ୍ଚସ୍ତରୀୟ ଟିମ ଝାରସୁଗୁଡାରେ ପହଂଚିଛନ୍ତି।  ଏହି ଟିମ୍‌  ବିଜେପି ନେତା ବ୍ରିଜେଶ ଲାଲଙ୍କ ଅଧ୍ୟକ୍ଷତାରେ ଆସିଛି। ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ ଜ୍ୟୋତିର୍ମୟ…

କେଦାରନାଥରେ ୩ ଦିନ ପାଇଁ ଯାତ୍ରା ବନ୍ଦ

କେଦାରନାଥରେ ୩ ଦିନ ପାଇଁ ଯାତ୍ରା ବନ୍ଦ । ଗଙ୍ଗୋତ୍ରୀ, ଯମୁନୋତ୍ରୀରେ ପାହାଡ଼ ଉପରେ ବରଫ ବର୍ଷା ହେଉଛି । ଫଳରେ ପାହାଡ଼ି ଇଲାକୁ ପୁଣି ଶୀତ ଫେରିଛି|  ପାଗ ଅନୁକୂଳ ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ପ୍ରତିକୂଳ ପାଗ…

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ । ହୃଦଘାତରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସାମ୍ବାଦିକତା କରିଆସୁଥିଲେ ବାସୁଦେବ ମହାପାତ୍ର ।…