ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ

ଲକ୍ଷ୍ନୌ: ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଆଜି ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲରେ ଏଲଏସଜି ତୃତୀୟ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର…

ନୟାପଲ୍ଲୀ ଜମି ଜବରଦଖଲ ଘଟଣାର ମାଷ୍ଟରମାଇଣ୍ଡ ରାଘବ ଜେନା ଗିରଫ

ଭୁବନେଶ୍ବର: ଶେଷରେ ଗିରଫ ହେଲା ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍  ରାଘବ ଜେନା । ଦେଢ଼ମାସ ଧରି ପୋଲିସ ସହ ଲୁଚକାଳି ଖେଳିବା ପରେ ରାଘବ ଜେନା ଗିରଫ ହୋଇଛି ।  ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟସ୍ଥ ଦୋକାନ ଜମି ଦଖଲ ପାଇଁ  ବ୍ୟାପକ ଭଙ୍ଗାରୁଜା …

ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ କୋର୍ଟରୁ ମିଳିଲା ଝଟକା

ଭୁବନେଶ୍ୱର: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଗିରଫଦାରୀ ଭୟରେ କୋର୍ଟରେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖୁଥିଲା।  ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ…

ଦ କେରଳ ଷ୍ଟୋରିକୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍

ନୂଆଦିଲ୍ଲୀ: ରିଲିଜ ପୂର୍ବରୁ  ‘ଦ କେରଳ ଷ୍ଟୋରି’କୁ ନେଇ ଜାରି ରହିଛି ଚର୍ଚା । ଟିଜର ରିଲିଜ ପରେ ବଢ଼ିବାରେ ଲାଗିଛି  ବିବାଦ । ମେ ୫ ତାରିଖରେ ରିଲିଜ ହେବାକୁ ଯାଉଥିବା ବେଳେ ଅନେକ ରାଜନେତା ଏହା ଉପରେ ରୋକ ଲଗାଇବାକୁ ଦାବି କରୁଛନ୍ତି । ତେବେ ସେନସର ବୋର୍ଡ ଏହାକୁ ଦେଇଛି ‘ଏ’…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ କୁମାର ଭେଟି ଆଲୋଚନା କରିବେ

 ଶୁକ୍ରବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି ।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମେଂଟ ବିଷୟରେ ଆଲୋଚନା କରିବାର ସମ୍ଭାବନା ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବିଭିନ୍ନ ରାଜ୍ୟ ଯାଇ ଏନଡିଏ…

ଓଡ଼ିଶା ଆସିବେ ମହାମହିମ

ଓଡ଼ିଶା ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ରାଇରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି। ମହିମାମହିମଙ୍କ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ ମହାମହିମ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ। ‘ନିଶାମୁକ୍ତ…

ପିଡିଏସ୍‌ରେ ମିଳିବନି ଗହମ

ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଅର୍ଥାତ ୧ ଲକ୍ଷ ୬୦ ହଜାର ମେଟ୍ରିକ ଟନ ଏବଂ ୧୪ ପ୍ରତିଶତ ଅର୍ଥାତ ୩୦ ହଜାର ମେଟ୍ରିକ ଟନ ଗହମ ଯୋଗାଣ ହୁଏ।ଗତବର୍ଷ ଜୁନ ମାସରୁ ୧୦ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ବନ୍ଦ କରି ଦେଇଥିଲା କେନ୍ଦ୍ର ସରକାର।…

ରାହୁଲ ଗାନ୍ଧିଙ୍କୁ ମିଳିଲା ନାହିଁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆସ୍ୱସ୍ଥୀ । ତଳ କୋର୍ଟରୁ ଆସ୍ୱସ୍ଥୀ ନମିଳିବା ପରେ ରାହୁଲ ହାଇକୋର୍ଟ ଯାଇଥିଲେ । ତେବେ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହା ଫଳରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ…

ସଭାପତି ପଦରୁ ଇସ୍ତଫା ଘୋଷଣା କଲେ ଶରଦ ପାୱାର

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ https://twitter.com/ANI/status/1653300033721335808?s=20…

ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ।

ସୁନ୍ଦରଗଡ଼: ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ।  ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ଏପ୍ରିଲ ୨୯ ତାରିଖ ରାତିରେ ବରଯାତ୍ରୀଙ୍କୁ…