ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍‌ ଆହତ

ନୂଆଦିଲ୍ଲୀ: ଆଜି ସକାଳେ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ମାର୍‌ୱା ତହସିଲ୍‌ ଅଞ୍ଚଳର ଗୋଟାଏ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ରେ ପ୍ରାୟ ୩ଜଣ ଲୋକ ଥିଲେ। ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ହେଲିକପ୍ଟର୍‌…

ପ୍ରବଳ ବର୍ଷା: ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର: ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ୱର ସହ ପୁରୀ, ଖୋର୍ଦ୍ଧାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ୨ ଘଣ୍ଟା ଭିତରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ବିଜୁଳି ହୋଇପାରେ। ଏହି ସବୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସତର୍କ…

ଜମ୍ମୁ ଓ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

କଶ୍ମୀର: ଜମ୍ମୁ ଓ କଶ୍ମୀରର ବାରାମୂଲା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଜମ୍ମୁ ଓ କଶ୍ମୀରରେ ଏହା ହେଉଛି ଦ୍ୱିତୀୟ ଏନକାଉଣ୍ଟର। ସେମାନଙ୍କଠାରୁ ଗୋଟିଏ ଏକ-୪୭ ଓ ଗୋଟିଏ ପିସ୍ତଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରଳ ଗୁଳି ଓ କିଛି…

ଝାରସୁଗୁଡ଼ାରେ କିଏ ମାରିବ ବାଜି?

ଝାରସୁଗୁଡା: ପାଖେଇ ଆସୁଛି ନିର୍ବାଚନ । ବିଜେଡି କହୁଛି ଜିତିବ । ବିଜେପି କହୁଛି ଜିତିବ । ତେବେ ଭୋଟର କାହାକୁ ନେତା ବାଛୁଛନ୍ତି ତାହା ଭୋଟ ଫଳାଫଳ ପରେ ଜଣାପଡିବ । ଏବେ ବିଜେଡି, ବିଜେପି, କଂଗ୍ରେସ ନେତାମାନେ ଜୋରସୋରରେ ପ୍ରଚାରରେ ଲାଗିଛନ୍ତି । ଘରକୁ ଘର ବୁଲି ନିଜ ପାଇଁ ଭୋଟ ମାଗୁଛନ୍ତି…

ଠକ ତାନ୍ତ୍ରିକ କୈଫିର ସହଯୋଗୀ ଇସ୍ରାଏଲକୁ ଉଠାଇ ନେଲା ପୁଲିସ

କଟକ : କୁଖ୍ୟାତ ଠକ କୈଫି ଖାଁର ଜାଲରେ ପଡି ଅନେକ ଲୋକ ଠକାମିର ଶିକାର ହୋଇଛନ୍ତି । ମିଛ ଏବଂ ଲୋଭ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ଏବେ ଏସବୁ ପୋଲିସ ଜେରାବେଳେ ଜଣାପଡିଛି । କୈଫି ଭଦ୍ରକର ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନେବା ସମୟର ଏହି ଭିଡିଓ ସାମନାକୁ ଆସିଛି। ଏହି…

ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିଲେ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଛନ୍ତି।…

ଅଙ୍ଗ ଦାନ ନୀତିର ସମୀକ୍ଷା

ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାର ଆସିବ ।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଅଙ୍ଗ…

ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ

ତାଳଚେର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି |  ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ…

୯ ତାରିଖରେ ବାତ୍ୟା ସମ୍ଭବାନା

ଭୁବନେଶ୍ୱର: ଖରାଦିନେ ବାତ୍ୟାକୁ ନେଇ ଏବେ ବଡ଼ ଚିନ୍ତା । ବାତ୍ୟା ଆସିବାକୁ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ବାତ୍ୟାର ସ୍ପଷ୍ଟତା ନେଇ କିଛି ପ୍ରକାଶ କରାଯାଇନାହିଁ । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆସନ୍ତା ମେ’ ୯ ତାରିଖରେ…

ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲା ପାକିସ୍ତାନ ସେନା

ନୂଆଦିଲ୍ଲୀ: ପାକିସ୍ତାନରେ ଲୋକ ଖାଇବାକୁ ରୁଟି ପାଉନଥିବା ବେଳେ ପାକିସ୍ତାନ ସେନା କିନ୍ତୁ ଭାରତ ସହ ଲଢ଼େଇ ପାଇଁ ଧମକ ଦେଉଛି । ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ ର ଡିଜି ମେଜର ଜେନରାଲ ଅହମ୍ମଦ ଶରିଫ ଚୌଧୁରୀ ଭାରତ ଭିତରେ ପଶି ମାରିବାକୁ ଭାରତକୁ ଧମକ…