ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା

ପୁରୀ:  ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଳନ ହେବ । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ବାର ମାସରେ ତେରପର୍ବ ସହିତ ଅନେକ ନୀତିକାନ୍ତି ସମ୍ପନ୍ନର ବିଧି ରହିଛି । ସପ୍ତପୁରୀ…

ଆଜିର ରାଶିଫଳ

ମେଷ: ସକାରାତ୍ମକ ଭାବନା ସହ ବେପାରରେ ନିବେଶ କଲେ ଲାଭ ହେବ। ଆପଣ କିଛି ଶିଖିବାର ମଉକା ପାଇବେ। ଜୀବନସାଥୀଙ୍କ ସହ ନମ୍ର ଭାବରେ କଥାବାର୍ତ୍ତା କରନ୍ତୁ। ବୃଷ: ଦିନଟି ଆପଣଙ୍କ ପରିବାର ଲାଗି ଖୁସି ଆଣିଦେ‌ବ। ବଜାରରୁ ଅନାବଶ୍ୟକ ଜିନିଷ କିଣନ୍ତୁ ନାହିଁ। ବେପାରରେ ଗତି ବଢ଼ାଇବା ପାଇଁ ଯୋଜନା…

କେରଳରେ ପଞ୍ଚମ ନିପା ମାମଲା ଚିହ୍ନଟ

କୋଝିକୋଡ଼ : କେରଳର କୋଝିକୋଡ଼ରେ ପଞ୍ଚମ ନିପା ମାମଲା ଚିହ୍ନଟ ହୋଇଛି। ହାଇ ରିସ୍କ କଣ୍ଟାକ୍ଟ ତାଲିକାରେ ଥିବା ଲୋକମାନେ ଘରେ ରହିବାପାଇଁ ସରକାର ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ଟିମ୍‌ ନିପା ମୁକାବିଲା ପାଇଁ କେରଳରେ କାମ କରୁଛନ୍ତି ଏବଂ କେରଳ ସରକାର ମଧ୍ୟ ୧୯ ସଦସ୍ୟ…

ବି‌ରୋଧୀ ଇଣ୍ଡିଆ ମେଣ୍ଟ ଉପରେ ତୀବ୍ର ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଇଣ୍ଡିଆ‌ ମେଣ୍ଟ ସନାତନ ଧର୍ମକୁ ଶେଷ କରିଦେବାକୁ ଚା‌ହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଦେଶକୁ ୧ ହଜାର ବର୍ଷ ପାଇଁ ଗୋଲାମୀ ମଧ୍ୟକୁ ଠେଲିଦେବାକୁ ଷଡ଼୍‌ଯନ୍ତ୍ର କରୁଛି। ମଧ୍ୟପ୍ରଦେଶରେ  ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଟିପ୍ପଣୀ ଦେଇଛନ୍ତି।…