ଦୀପାବଳି ପାଳିବେନି ପିସି
୨୦୧୩ରେ ପ୍ରିୟଙ୍କାଙ୍କ ପିତା ଅଶୋକ ଚୋପ୍ରାଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ପିସି ବେଶ ଭାବପ୍ରବଣ ହୋଇପଡିଥିଲେ। ନିକଟରେ ଏକ ସାକ୍ଷାତକାରରେ ଦିଲ ଧଡକନେ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ସେ ପିତାଙ୍କୁ ହରାଇବା ପରେ ସମ୍ପର୍କକୁ ସମ୍ମାନ କରିବା ଏବଂ ସମୟକୁ ଗୁରୁତ୍ୱ ଦେବା…