ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ସୋସିଆଲ ଗଣମାଧ୍ୟମ ଏକ୍ସରେ ଏନେଇ ସେୟାର…

ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଓ୍ବିକେଟରେ ହରାଇଦେଇଛି ବାଂଲାଦେଶ। ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୨୮୦ ରନ ଜବାବରେ ବାଂଲାଦେଶ ୭ ଓ୍ବିକେଟରେ ୨୮୨ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନଜମୁଲ ହୋସେନ…

୨ ରାଜ୍ୟର ବିଧାନସଭା ‌ଭୋଟ୍‌ ଆଜି

ନୂଆଦିଲ୍ଲୀ: ୨ ରାଜ୍ୟର ବିଧାନସଭା ‌ଭୋଟ୍‌ ଆଜି ଅନୁଷ୍ଠିତ ହେବାକୁ ଯାଉଛି । ୫ଟି ରାଜ୍ୟ ପାଇଁ ଗତମାସରେ ଘୋଷଣା ହୋଇଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ହେବ। ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ‌ମତଦାନ ହେବ। ଅନ୍ୟପକ୍ଷରେ ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି…

ଆଜିର ରାଶିଫଳ

ମେଷ: ଅଧୁରା କାମ ସଂପୂର୍ଣ୍ଣ ହେବ। ଧନଲାଭ ପାଇଁ ନୂଆ ସୁଯୋଗ ପାଇବେ। ଫିଲ୍ମ କାଳକାରଙ୍କ ଲାଗି ଭଲ ଦିନଟିଏ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ବୃଷ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଘରେ…

ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ ପ୍ରତାପ ପରିଡ଼ା

ଗୋପ: ପଞ୍ଚଭୂତରେ ଲୀନ ହେଲେ ମେଘାଳୟ ତୁରାରେ ପ୍ରାଣ ହରାଇଥିବା ଶହୀଦ ଯବାନ ପ୍ରତାପ ପରିଡ଼ା। ପରିବାର ଲୋକ ଓ ଗ୍ରାମବାସୀଙ୍କ ସମେତ ଉପସ୍ଥିତ ଥିବା ହଜାର ହଜାର ବିଭିନ୍ନ ବର୍ଗର ବ୍ୟକ୍ତି ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶେଷଦର୍ଶନ କରିଥିଲେ। ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା…

କମ ଦାମରେ ଅଟା ଯୋଗାଇବେ କେନ୍ଦ୍ର ସରକାର

ସାରା ଦେଶରେ କମ୍ ଦାମରେ ଅଟା ଯୋଗାଇବେ କେନ୍ଦ୍ର ସରକାର । ଭାରତ ଅଟା ନାଁରେ କିଲୋ ପିଛା ୨୭ ଟଙ୍କା ୫୦ ପଇସାରେ ଅଟା ଯୋଗାଇବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।ସମଗ୍ର ଦେଶର ୨ ହଜାର ଆଉଟଲେଟରେ ଏହି ଅଟା ମିଳିବ ।  ବଜାରରେ ଅଟା କିଲୋ ପିଛା ଦର ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ…

ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୮ରେ ଶୁଣାଣି

ଭୁବନେଶ୍ବର: ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୮ରେ ଶୁଣାଣି ହେବ  । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନ ତାରିଖ ଘୁଞ୍ଚିଛି ।  ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା…

ଆଉଟ୍ ନହୋଇ ବଲ ଖେଳିବା ପୂର୍ବରୁ ଆଉଟ୍

ନୂଆଦିଲ୍ଲୀ:  ଆଉଟ୍ ନହୋଇ ବଲ ଖେଳିବା ପୂର୍ବରୁ ଆଉଟ ହେଲେ ଶ୍ରୀଲଙ୍କା ଖେଳାଳି । ଏପରି ଘଟଣା ଦେଖିବାକୁ ବିରଳ ହୋଇଥିଲେ ମଧ୍ୟ ଆଜି ତାହା ଘଟିଛି । କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବଲ ଖେଳିବା ପୂର୍ବରୁ ଆଉଟ୍ ହେଲେ ବ୍ୟାଟ୍ସମ୍ୟାନ । ବିଶ୍ବକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍…