ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି

ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଜଣା ଲୋକ ତାଙ୍କୁ ବିଷ ଦେଇଥିବା ପାକିସ୍ତାନରେ ବେଶୀ ଚର୍ଚା ହେଉଛି । ପାକିସ୍ତାନ ମିଡିଆ ଏବଂ ୟୁଟ୍ୟୁବରମାନେ ମଧ୍ୟ ଏନେଇ ଭିଡିଓ ଅପଲୋଡ କରିଛନ୍ତି । …

ଆଜିର ରାଶିଫଳ

ମେଷ: ଅଚାନକ ଧନଲାଭ ହେବ। ଜରୁରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ। ‌ ବୃଷ: ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ମନ ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର…

କମାଲ କଲା ‘ସାଲାର୍’

ଭାରତୀୟ ସିନେମାର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ମଧ୍ୟରୁ ଅନ୍ୟତମ। ଏହି ପ୍ରଡକ୍ସନ୍ ହାଉସ୍ ‘କେଜିଏଫ୍ ପାର୍ଟ ୧’ ଏବଂ ୨ ଓ ‘କାନ୍ତାରା’ ଭଳି ଫିଲ୍ମର ପ୍ରଯୋଜନା କରି ଦର୍ଶକଙ୍କ ମନୋରଞ୍ଜନ କରିଛି। ବର୍ତ୍ତମାନ ହୋମ୍ବଲେ ଫିଲ୍ମସ ଏହାର ପରବର୍ତ୍ତୀ ବଡ ବଜେଟ ଫିଲ୍ମ ‘ସାଲାର ପାର୍ଟ- ୧’ର…

କୌଣସି ଶକ୍ତି ନାହିଁ ଯିଏ ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ଫେରାଇ ପାରିବ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ପରେ ଧାରା ୩୭୦ ପ୍ରତ୍ୟାହାର ପାଇଁ ବିରୋଧୀ ଦଳ ସମେତ କାଶ୍ମୀରର ବିଭିନ୍ନ ଦଳ ଜୋରଦାର ଲଢ଼େଇ କରିବାକୁ କହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଗୌତମ ଆଦାନୀ କିଣିଲେ ନ୍ୟୁଜ ଏଜେନ୍ସି ଆଇଏଏନଏସର ସର୍ବାଧିକ ଅଂଶଧନ

ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ, ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ)…

AIIMS ଜମ୍ମୁ ପାଇଁ ବମ୍ପର ଭର୍ତ୍ତି

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ପକ୍ଷରୁ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସିନିଅର ରେଜିଡେଣ୍ଟସ/ସିନିଅର ଡେମୋଷ୍ଟ୍ରେଟର ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimsjammu.edu.in କୁ ଯାଇ ଆବେଦନ…

ନୂଆ ବର୍ଷରେ କରନ୍ତୁ ଏହି ୫ଟି କାମ

ଚଳିତ ବର୍ଷ ୨୦୨୩ ଶେଷ ହେବା ପାଇଁ ବହୁତ କମ୍‌ ଦିନ ବାକି ରହିଛି । ତେବେ ନୂଆ ବର୍ଷର ସ୍ୱାଗତ କରିବା ପାଇଁ ସବୁ ଲୋକ ନୂଆ ନୂଆ ଯୋଜନା କରୁବାକୁ ଲାଗିଛନ୍ତି । ସବୁ ଲୋକ ଚାହଁଥାନ୍ତି ଯେ ନୂଆ ବର୍ଷର ପ୍ରଥମ ଦିନଟି ତାଙ୍କର ଭଲ ଏବଂ ସୁଖମୟ ହେଉ ବୋଲି । ପ୍ରାୟତଃ ଲୋକ ନୂଆ ବର୍ଷର ଆରମ୍ଭ ମନ୍ଦିର…

ଥରୁଛି ସାରା ଓଡ଼ିଶା

ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା। ଶିମିଳିପାଳରେ ଏବେ ଘାସ ପଡ଼ିଆର ଶିଶିର ବୁନ୍ଦା ସବୁ ବରଫ ହୋଇଥିବା ଦେଖିବାକୁ…

Fire-Boltt ଲଞ୍ଚ କଲା ମଜବୁତ୍‌ Bluetooth Calling ସ୍ମାର୍ଟଓ୍ଵାଚ

ଭାରତୀୟ ବଜାରରେ ନିଜର ସବୁଠାରୁ ଦମଦାର ଓ ମଜବୁତ ସ୍ମାର୍ଟଓ୍ଵାଚ୍‌ ଲଞ୍ଚ କରିଛି । ଦମଦାର ଫିଚର ସହ ଅସୁଥିବା ଏହି ସ୍ମାର୍ଟଓ୍ଵାଚର ନାଁ ହେଉଛି Fire-Boltt Armour smartwatch । ଲଞ୍ଚ ହୋଇଥିବା ଏହି ସ୍ମାର୍ଟଓ୍ଵାଚ୍‌ ବହୁତ ମଜବୁତ ଏବଂ ଷ୍ଟାଇଲିସ୍‌ ଥିବା ନଜର ଆସିଛି । ତେବେ ଆସନ୍ତୁ…