ନୂଆ ବର୍ଷରେ କରନ୍ତୁ ଏହି ୫ଟି କାମ

ଚଳିତ ବର୍ଷ ୨୦୨୩ ଶେଷ ହେବା ପାଇଁ ବହୁତ କମ୍‌ ଦିନ ବାକି ରହିଛି । ତେବେ ନୂଆ ବର୍ଷର ସ୍ୱାଗତ କରିବା ପାଇଁ ସବୁ ଲୋକ ନୂଆ ନୂଆ ଯୋଜନା କରୁବାକୁ ଲାଗିଛନ୍ତି । ସବୁ ଲୋକ ଚାହଁଥାନ୍ତି ଯେ ନୂଆ ବର୍ଷର ପ୍ରଥମ ଦିନଟି ତାଙ୍କର ଭଲ ଏବଂ ସୁଖମୟ ହେଉ ବୋଲି । ପ୍ରାୟତଃ ଲୋକ ନୂଆ ବର୍ଷର ଆରମ୍ଭ ମନ୍ଦିର…

ଥରୁଛି ସାରା ଓଡ଼ିଶା

ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା। ଶିମିଳିପାଳରେ ଏବେ ଘାସ ପଡ଼ିଆର ଶିଶିର ବୁନ୍ଦା ସବୁ ବରଫ ହୋଇଥିବା ଦେଖିବାକୁ…

Fire-Boltt ଲଞ୍ଚ କଲା ମଜବୁତ୍‌ Bluetooth Calling ସ୍ମାର୍ଟଓ୍ଵାଚ

ଭାରତୀୟ ବଜାରରେ ନିଜର ସବୁଠାରୁ ଦମଦାର ଓ ମଜବୁତ ସ୍ମାର୍ଟଓ୍ଵାଚ୍‌ ଲଞ୍ଚ କରିଛି । ଦମଦାର ଫିଚର ସହ ଅସୁଥିବା ଏହି ସ୍ମାର୍ଟଓ୍ଵାଚର ନାଁ ହେଉଛି Fire-Boltt Armour smartwatch । ଲଞ୍ଚ ହୋଇଥିବା ଏହି ସ୍ମାର୍ଟଓ୍ଵାଚ୍‌ ବହୁତ ମଜବୁତ ଏବଂ ଷ୍ଟାଇଲିସ୍‌ ଥିବା ନଜର ଆସିଛି । ତେବେ ଆସନ୍ତୁ…

ନାଗପୁରର ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ବିସ୍ଫୋରଣ

ମହାରାଷ୍ଟ୍ର ନାଗପୁରର ବାଜାରଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ କମ୍ପାନୀର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଇଛି । ବିସ୍ଫୋରଣ କାଷ୍ଟ ବୁଷ୍ଟର ପ୍ଲାଣ୍ଟ ପ୍ୟାକିଂ ସମୟରେ ହୋଇଥିବା କୁହାଯାଉଛି । ପୋଲିସ କହିବା…

ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା

ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା । ମଝି ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କୁ ନେଇ ଆସୁଥିବା ଜାହାଜ । ଫଳରେ ଏହି ଦୁର୍ଘଟଣାରେ ୬୧ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି । ଉଦ୍ଧାର କରାଯାଇଥିବା…

ରାଉରକେଲାରେ ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ

ରାଉରକେଲା :  ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଦିନରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବାରୁ ହସ୍ପିଟାଲ ବେଡ ସଂଖ୍ୟାରେ…

ପୂର୍ବତଟ ରେଳପଥ ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କଲା

ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ  ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ  ଭି ଆର ଲେନିନ୍ ବାଣିଜ୍ୟ…

ମହିଳା ଟେଷ୍ଟ୍‌ : ଇଂଲଣ୍ଡକୁ ୩୪୭ ରନ୍‌ରେ ହରାଇଲା ଭାରତ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେ‌ଷ୍ଟ୍‌ରେ ଭାରତ  ୩୪୭ ରନ୍‌ରେ ବିଜୟ ହାସଲ କରିଛି। ଏଥି ସହିତ ଭାରତ ମଧ୍ୟ ମହିଳା ଟେଷ୍ଟ୍ କ୍ରିକେଟ୍ ଇତିହାସରେ ସର୍ବବୃହତ ରନ୍‌ ବ୍ୟବଧାନ ବିଜୟ ସହ ବିଶ୍ବ ରେକର୍ଡ କରିଛି। ଅଫସ୍ପିନର୍‌ ଦୀପ୍ତି ଶର୍ମା ଉଭୟ ପାଳିରୁ ୯ ୱିକେଟ୍  ଅକ୍ତିଆର କରି ଏହି ଐତିହାସିକ…

ରାଶିଫଳ

ମେଷ: ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଚାକିରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀଯୁଗଳଙ୍କୁ ଦିନଟି ଖୁସି ଦେବ। ବୃଷ: ଆପଣ ସପ୍ତାହର ସବୁ କାମ ପୂରା କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରଭାବଶାଳୀ…

ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍

ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ ଆରମ୍ଭ ହେବ ।  ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ସିରିଜ୍ ଏଥର କାହାର ହେବ ସେ ନେଇ ସୋସିଆଲ ମିଡିଆରେ ୟୁଜରମାନେ ନାନା ମତ ରଖୁଛନ୍ତି । କାରଣ ଏଥର ଭାରତୀୟ ଦଳରେ ବହୁ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ସିରିଜରେ…