ସିଟି ବ୍ୟାଙ୍କ ଛଟେଇ

ଆସନ୍ତା ୨ ବର୍ଷ ମଧ୍ୟରେ ୨୦ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଛି । ଦୀର୍ଘ ୧୪ ବର୍ଷର ଖରାପ ତ୍ରୈୟମାସିକ ରିପୋର୍ଟକୁ ଦୃଷ୍ଟିରେ ରଖି ସିଟି ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଆମେରିକୀୟ ବ୍ୟାଙ୍କର ମୋଟ୍ କର୍ମଚାରୀ ହେଉଛନ୍ତି ୨ ଲକ୍ଷ ୩୯…

ସଂଯୋଜକ ପାଇଁ ମନାକଲେ ନୀତୀଶ କୁମାର

ଦୀର୍ଘ ସମୟ ପରେ, I-N-D-I-A ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ବଡ଼ ନିଷ୍ପତ୍ତି ନିଆଯାଇ ନାହିଁ। କୁହାଯାଉଥିଲା ଯେ ନୀତୀଶ କୁମାରଙ୍କୁ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯାଇପାରେ, କିନ୍ତୁ ତାହା ହୋଇପାରିଲା ନାହିଁ। ସୂଚନା ମୁତାବକ ନୀତୀଶ…

ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ

ଭାରତୀୟ ସେନାରେ ଅନେକ ସମୟରେ ବିଭିନ୍ନ ପଦରେ ନିଯୁକ୍ତି ସୁଯୋଗ ଆସିଥାଏ । ତେବେ ସେନାରେ ସମୟ ସମୟରେ ବିଟେକ ଏବଂ ବିଇ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ବାହାରିଥାଏ । ତେବେ ସେନାରେ ପ୍ରି-ଫାଇନାଲ ଇୟର ୟୁନିଭର୍ସିଟି ସ୍କିମ ଅଧୀନରେ ସେନାରେ ସ୍ଥାୟୀ କମିଶନ ଚାକିରୀ ଉପଲବ୍ଧ ଥାଏ ଯାହା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ କଡ଼ା ସୁରକ୍ଷା

ପୁରୀ: ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ ସହ  ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏନେଇ କନା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଗୁଆଟେକା ସହ ସମ୍ପନ୍ନ ହୋଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରରୋପଣ। ବରଣ ହୋଇଥିବା…

ଅନ୍ନପୂର୍ଣ୍ଣୀ’କୁ ନେଇ ବିବାଦ

ଭୋପାଲ: ନୀଲେଶ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’କୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ଡିସେମ୍ବର ୧ରେ ଏହି ଫିଲ୍ମ ଥିଏଟରରେ ରିଲିଜ ହୋଇଥିବା ବେଳେ ଡିସେମ୍ବର ୨୯ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଏହା ଏକ ହିନ୍ଦୁ ଧର୍ମ ବିରୋଧି ଫିଲ୍ମ…

ପୁଣି ଫେରିବ ଥଣ୍ଡା: ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼ିବ

ପୁଣି ଫେରିବ ଥଣ୍ଡା । ରାଜ୍ୟକୁ ଥଣ୍ଡା ଫେରିବାର ସଂଭାବନା ରହିଛି । ବିଶେଷ କରି  ଶୁଷ୍କ ବାୟୁ ପ୍ରବାହ ବଢ଼ିବାର ସଂଭାବନା ଥିବାରୁ ଶୀତ ଅନୁଭୂତ ହେବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା 24 ଘଣ୍ଟା ପରେ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼ିବ । ରାଜ୍ୟର ଝାରସୁଗୁଡ଼ା,…

କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ । ଛଟେଇର କାରଣ ହେଉଛି ଆବଶ୍ୟକତାଠାରୁ ଅଧିକ ରହିଛନ୍ତି କର୍ମଚାରୀ ।  ଆଗାମୀ ଦିନରେ ଏପରି ଘଟିବାକୁ ଯାଉଥିବା କଂପାନି ପକ୍ଷରୁ କୁହାଯାଇଛି ।  ସବୁଠାରୁ ଶକ୍ତିଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୁଗୁଲର…

ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ଗିରଫ

ଅନୁଗୋଳ :ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ଗିରଫ  ।  ତାଳଚେର ଆରଟିଓର ଓଏମ୍‌ଭିଡି (ଓଡ଼ିଶା ମୋଟର ଯାନ ବିଭାଗ) ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ମୋଟ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଜବତ କରାଯାଇଛି। ଗତକାଲି…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରୋହିତ ଶର୍ମା ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଓ ଯଶପ୍ରୀତ ବୁମ୍ରା ଉପନାୟକ ହୋଇଛନ୍ତି । ତେବେ ୨୨ ବର୍ଷୀୟ ୱିକେଟ କିପର ଧ୍ରୁବ ଜୁରେଲଙ୍କୁ…

ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପାଞ୍ଚ ଦିନିଆ ଚୀନ ଗସ୍ତ ସାରି ଫେରିଲେ

ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପାଞ୍ଚ ଦିନିଆ ଚୀନ ଗସ୍ତରେ ଯିବା ପରେ ତାଙ୍କ ଦେଶର ବିରୋଧୀ ଦଳ ତାଙ୍କ ପଛରେ ପଡ଼ିଛି । ତାଙ୍କୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଏବେ ଆଲୋଚନା ଆରମ୍ଭ କରିଛି ।  ତାଙ୍କର ତିନି ଜଣ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପରେ ଘୃଣା ମନ୍ତବ୍ୟ ଦେବା…