ଚର୍ଚ୍ଚାରେ ବାବୁସାନ
ଓଡ଼ିଆ ସିନେ ଅଭିନେତା ବାବୁସାନ ମହାନ୍ତି ଗତ ବର୍ଷ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ତାଙ୍କ ଘନିଷ୍ଠ ବନ୍ଧୁତାକୁ ନେଇ ବେଶ୍ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ପତ୍ନୀଙ୍କ ଦୃଢ଼ ପ୍ରତିବାଦ ସହିତ ଅନେକ କିଛି ଘଟଣା ଘଟିଯାଇଥିଲା। ଯାହା ସାରା ଓଡ଼ିଶାବାସୀଙ୍କୁ ଭଲ ଭାବେ ଜଣା। ତେବେ, ସମୟ ସହିତ…