ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ : ଆଜିଠୁ ୧୧ଦିନ ଧରି ଚାଲିବ ମହାରାଜ କଂସଙ୍କ ଶାସନ । ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ , ଦୈବବାଣୀ, ଉଗ୍ରସେନକୁ ଗାଦିଚ୍ୟୁତ କରି ଆରମ୍ଭ ହେବ କଂସ ମହାରାଜାଙ୍କ ରାଜୁତି । ୧୧ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ରାରେ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ…

ଦେଶ ପାଳୁଛି ସେନା ଦିବସ

ନୂଆଦିଲ୍ଲୀ: ଆଜି ଜାନୁଆରୀ ୧୫ରେ ଦେଶ 'ସେନା ଦିବସ' ପାଳନ କରୁଛି । ୧୯୪୯ରେ ପ୍ରଥମ ଥର 'ଆର୍ମି ଡେ' ଦିଲ୍ଲୀରେ ପାଳନ କରାଯାଇଥିଲା ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବୀର ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେନା ଦିବସରେ ମୁଁ ସମସ୍ତ ଯବାନ…

ଦ୍ବିତୀୟ ଟ୍ବେଣ୍ଟି-୨୦ ସହ T-20 ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ଇନ୍ଦୋର: ଦ୍ବିତୀୟ ଟ୍ବେଣ୍ଟି-୨୦ ସହ T-20 ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ।ଆଫଗାନିସ୍ତାନକୁ ପରାସ୍ତ କରିଛି ଭାରତ । ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବା ବେଳେ ଭାରତ ପାଇଁ ଏହି ଶୃଙ୍ଖଳା ବିଜୟ ମହତ୍ବ ରଖିଛି। ଭ୍ରମଣକାରୀ ଦଳକୁ ୧୭୨ ରନ୍‌ରେ ରୋକିଥିବା ରୋହିତଙ୍କ ଯୁବ…

ଦୁବାଇରେ ଓଲିଉଡ୍ ପୁରସ୍କାର ମହୋତ୍ସବ 

ଦୁବାଇ: ଦୁବାଇରେ ଓଲିଉଡ ପୁରସ୍କାର ମହୋତ୍ସବ ।  ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ  ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଦୁବାଇରେ ଆୟୋଜିତ ହେଉଛି । ଏଥିରେ ଓଡ଼ିଆ କଳାକାର ଜଗତର ବିଶିଷ୍ଟ କଳାକାର,…

ଦଳ ଛାଡ଼ିଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା

ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଜଳ ଛାଡି ଚାଲିଯାଉଛନ୍ତି । ଏହାରି କ୍ରମରେ  କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରିଛନ୍ତି ମିଲିନ୍ଦ ଦେଓରା  । ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ଦେଓରାଙ୍କ ପୁଅ । ସେ କହିଛନ୍ତି ଆଜିଠାରୁ କଂଗ୍ରେସ ସହ ତାଙ୍କ ପରିବାରର ଥିବା ୫୫ ବର୍ଷର…

କାଲିଠୁ ଆରମ୍ଭ ହେବ ୭୬ ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା

ବରଗଡ଼: ସୋମବାରଠାରୁ ଆରମ୍ଭ ହେବ ୭୬ ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା । କାଲିଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲାପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି। ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସରକାରୀ ଛୁଟି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ  ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର  ନାଥ ଓ…

ଶରୀରରେ ସୁଗାରର ମାତ୍ରା କମ୍ ହେଲେ ହୋଇଥାଏ ଅନେକ ରୋଗ

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି । ଡାକ୍ତରମାନେ ମିଠା କିମ୍ବା ଚିନି ଠାରୁ ଦୂରରେ ରହିବାକୁ ଆମକୁ ପରାମର୍ଶ ଦିଅନ୍ତି । କିନ୍ତୁ ସୁଗାର ଲେଭଲ ଆମ ଶରୀର ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଗ୍ଲୁକୋଜର ସାଧାରଣ ସ୍ତର ପ୍ରତି ଡେସିମିଟରରେ ୮୦-୧୧୦…

ପାରା ଆଥଲେଟିକ୍ସରେ ପଦକ ବର୍ଷା

ଅନ୍ତିମ ଦିନରେ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଗୋଟିଏ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି ଓଡ଼ିଆ ଖେଳାଳି । ପାରା ଆଥଲେଟିକ୍ସର ବିଭିନ୍ନ କ୍ଷେତ୍ରରେ ପଦକ ଜିତି ଓଡ଼ିଶାକୁ ଗର୍ବ ଏବଂ ଗୌରବ ଆଣିଛନ୍ତି ରାଜ୍ୟର ଏହି ପ୍ରତିଭାବାନ କ୍ରୀଡ଼ାବିତ୍ । ଗୋଟିଏ ଦିନରେ ୫ଟି ପଦକ ଦେଇ ଓଡ଼ିଶାର ଟେକ…

ଓପ୍ପୋ ରେନୋ ପ୍ରୋ’ 11 ମଡେଲ୍‌

ଓପ୍ପୋ ରେନୋ ସିରିଜର ଏକ ପ୍ରିମିୟମ ମଡେଲ । ଅନ୍ୟ ମହଙ୍ଗା ମଡେଲ ଭଳି ଏହାର ଦାମ୪୦ ହଜାର ଭିତରେ ରହିବ ।୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୩୨ ସେକେଣ୍ଡାରୀ କ୍ୟାମେରା ରହଛି । ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ରହିଛି ।ଏଥିରେ 4,700mAh ବ୍ୟାଟେରୀ ବ୍ୟାକ୍‌ଅପ୍‌…