ଭାରତୀୟ ସେନାରେ ଅନେକ ସମୟରେ ବିଭିନ୍ନ ପଦରେ ନିଯୁକ୍ତି ସୁଯୋଗ ଆସିଥାଏ । ତେବେ ସେନାରେ ସମୟ ସମୟରେ ବିଟେକ ଏବଂ ବିଇ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ବାହାରିଥାଏ । ତେବେ ସେନାରେ ପ୍ରି-ଫାଇନାଲ ଇୟର ୟୁନିଭର୍ସିଟି ସ୍କିମ ଅଧୀନରେ ସେନାରେ ସ୍ଥାୟୀ କମିଶନ ଚାକିରୀ ଉପଲବ୍ଧ ଥାଏ ଯାହା ଅଧୀନରେ ଇଞ୍ଚିନିୟରିଂରେ ସ୍ନାତକ କରୁଥିବା ଛାତ୍ରମାନେ ମଧ୍ୟ ଆବେଦନ କରିପାରିବେ । ତେବେ ବିଶେଷ କଥା ହେଉଛି ଏହା ଅଧୀନରେ ତାଙ୍କର ସ୍ନାତକ କରିବା ସମୟରେ ଅର୍ଥାତ ତୃତୀୟ ବର୍ଷରେ ମଧ୍ୟ ଆବେଦନ କରିପାରିବେ । କ’ଣ ଆପଣ ଜାଣନ୍ତି କି କେଉଁ ଇଞ୍ଜିନିଅରିଂ ଷ୍ଟ୍ରିମରେ ଅଧିକାଂଶ ଚାକିରୀ ସେନାରେ ଉପଲବ୍ଧ? ଆସନ୍ତୁ ଏ ବାବଦରେ ଜାଣିବା ।ଭାରତୀୟ ସେନାରେ ଆଗରୁ ସିଭିଲ ମେକାନିକାଲ ଏବଂ ଇଲେକଟ୍ରୋନିକ ବ୍ୟତୀତ କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଟେକ୍ନୋଲୋଜି, ଇନଫର୍ମେଶନ ଟେକ୍ନୋଲୋଜି, MSc କମ୍ପ୍ୟୁଟର ସାଇନ୍ସ ସାଟେଲାଇଟ କମ୍ୟୁନିକେଶନ, ଟେଲି କମ୍ୟୁନିକେଶନ, ଇକ୍ଟ୍ରେନିକ ଆଣ୍ଡ ଇନଷ୍ଟ୍ରୁମେଶନ ଆଦି ବିଭାଗରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରି ସାରିଛି ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା