ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଉନ୍ନତି ହେବ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ । ଛାତ୍ରଛାତ୍ରୀ ଚାକିରି ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ସୁସ୍ୱାଦୁ ଭୋଜନ କରିବେ । ବୃଷ: ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ । ଫଳରେ ମନରେ ଅସ୍ଥିରତା…

ସୋରେନଙ୍କୁ ଝଟକା, ଗିରଫଦାରୀ ବିରୁଦ୍ଧରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ରାଞ୍ଚି:ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା। ଇଡିର ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। ଏ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇପାରିବ ନାହିଁ, ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜମି…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ।ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ।  43 ବିଧାୟକଙ୍କ ସମର୍ଥନ ରହିଥିବା ଦାବି । ସେପଟେ ୧୦ ଦିନ ମଧ୍ୟରେ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।ପୂର୍ବ ସିଏମ  ହେମନ୍ତ…

ହେମନ୍ତ ସୋରେନଙ୍କୁ ବଡ଼ ଝଟକା !

ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପଈ ସୋରେନ ଶପଥ ଗ୍ରହଣ କରିବେ । ତେବେ ଏଥିପାଇଁ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ସିପି ରାଧାକୃଷ୍ଣ ଚମ୍ପଈଙ୍କୁ ୧୦ ଦିନ ସମୟ ଦେଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ଦ୍ୱିତୀୟ ଥର ପାଇଁ ଚମ୍ପଈ ରାଜ୍ୟପାଳଙ୍କୁ ଭେଟି ବହୁମତ ନେଇ ଦାବି କରିଥିଲେ…

ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି?

ଯଦି ଆପଣଙ୍କର ବାରମ୍ବାର ମୁଣ୍ଡବିନ୍ଧା ହେଉଛି ତେବେ ଏହାକୁ ଅବହେଳା କରାଯିବା ଉଚିତ୍ ନୁହେଁ । କାରଣ ଏହା ପଛରେ ଏକ ବଡ଼ କାରଣ ହୋଇପାରେ । ମୁଣ୍ଡବିନ୍ଧା ହେବା ଆପଣଙ୍କ କାମକୁ ମଧ୍ୟ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ମୁଣ୍ଡବିନ୍ଧା ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଏହି…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବଦଳିଗଲା ଷ୍ଟାର ବୋଲର

ଦ୍ୱିତୀୟ ଟେଷ୍ଟ ପାଇଁ କଡ଼ା ରଣନୀତି କରୁଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚରେ ବିଜୟ ପରେ ଦୃଢ ଆତ୍ମବିଶ୍ୱାସର ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି କରିସାରିଛି । ଏହାମଧ୍ୟରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ…

ଚର୍ଚ୍ଚାରେ ଶାହିଦ କପୁର

ବଲିଉଡ୍ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାହିଦ କପୁର ତାଙ୍କର ଆଗାମୀ ଫିଲ୍ମ ‘ତେରି ବାତ୍ ମେଁ ଏସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶଉତ୍ସାହ ଦେଖିବାକୁ ମିଳୁଛି । ଶାହିଦ ମଧ୍ୟ ନିଜ ଫିଲ୍ମର ପ୍ରମୋସନ ପାଇଁ ଚେଷ୍ଟା ଚଳାଇଛନ୍ତି…

ବନ୍ଦେ ଭାରତ ଟ୍ରେନର ସୁବିଧା

ବନ୍ଦେଭାରତ ଟ୍ରେନ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନରେ ମିଳୁଥିବା ଏପରି ସୁବିଧାମାନ ନିହାତି ଜାଣିବା ଆବଶ୍ୟକ । କିନ୍ତୁ ସ୍ଲିପର କୋଚର ଭଡ଼ା ସାମାନ୍ୟ ଅଧିକ ଅଟେ । ଅର୍ଥାତ ଏହି ଟ୍ରେନରେ ସାଧାରଣ ଯାତ୍ରୀ ଯାତ୍ରା କରିପାରୁନାହାନ୍ତି । ହେଲେ…

ପରିବର୍ତ୍ତନ ଆଣିଲା ସିବିଏସ୍ଇ

ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)। ଦଶମ ଶ୍ରେଣୀରେ ଦୁଇଟି ଭାଷା ଅଧ୍ୟୟନରୁ ତିନୋଟି କରାଯାଇଛି, ଯେଉଁଥିରେ ଏହି ସର୍ତ୍ତ ରହିଛି ଯେ ଏହି ଭାଷାଗୁଡ଼ିକ ମଧ୍ୟରୁ ଅତି କମରେ ଦୁଇଟି ସ୍ୱଦେଶୀ ହେବା…

ଜ୍ୱାଳାମୁଖୀ ସକ୍ରିୟ ହେବାକୁ ଯାଉଛି

ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ୍, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା । କିନ୍ତୁ ଏବେ ଏଥିରୁ ଅଧିକ ବିପଜ୍ଜନକ ଆଗ୍ନେୟଗିରି ବା ଜ୍ୱାଳାମୁଖୀ ସକ୍ରିୟ ହେବାକୁ ଯାଉଛି । ଏହାର ନାମ କ୍ୟାମ୍ପି ଫ୍ଲେଗେରି ବା ଫ୍ଲେଗ୍ରିନ୍ ଫିଲ୍ଡସ୍ । ଏହି…