ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ଶାହଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ିଲା

ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ଜୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଏସିସିର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଶାହଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ଉପରେ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।ଏସିସିର ଅଧ୍ୟକ୍ଷ ଭାବେ…

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ

ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆସନ୍ତା ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ। ଏହା ସହିତ ୨୦୧୪ରୁ ୨୦୨୪ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ଧାରା ଅବ୍ୟାହତ ରହିଛି। ଶକ୍ତି କ୍ଷେତ୍ରରେ ଭାରତର…

୩ରୁ ଆରମ୍ଭ ହେବ ଏକାମ୍ର ଉତ୍ସବ

ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୩ରୁ ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ ହେବ। ବୁଧବାର ଲୋକସେବା ଭବନରେ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାମ୍ର ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହି ସମ୍ମିଳନୀରେ ଭୁବନେଶ୍ୱର ମ୍ୟୁନିସିପାଲିଟି…

ରସୁଣ: ୧୫ ଦିନରେ ଦର ଆକାଶ ଛୁଆଁ

ଭୁବନେଶ୍ୱର: କିଛି ଦିନ ଧରି ବଜାରରେ ପରିବା ଦାମ ଉଚ୍ଚା ରହିବା ପରେ ଏବେ ରସୁଣ ଦାମ ଉଚ୍ଚାକୁ ନେଇ ଖାଉଟି ଚିନ୍ତାରେ ।  କେତେବେଳେ ପିଆଜ ତ ଆଉ କେତେବେଳେ ରସୁଣ ଖାଉଟିଙ୍କୁ କନ୍ଦାଉଛି । ଏବେ ରସୁଣ ଦର ଯାହା ହେଲାଣି ତାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଜନତା ।  ଖାଉଟି ୧୦୦…

ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ଆରମ୍ଭ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରିବା ସହ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ନିଜର ବଜେଟ୍ ଭାଷଣ ଆରମ୍ଭ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ବଜେଟକୁ କ୍ୟାବିନେ୍ଟ ମଂଜୁରୀ ମିଳିଥିଲା ।

ରାଜ୍ୟରେ କୋହଲା ପାଗ

ଆଜିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ । ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି…

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ : ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର । ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦର ୧୭୬୯. ୫୦ ଟଙ୍କାରେ ପହଞ୍ଚିଛି…

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆସନ୍ତା ୬ତାରିଖରେ ଓଡ଼ିଶାରେ ପ୍ରବେଶ କରିବ

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆସନ୍ତା ୬ତାରିଖରେ ଓଡ଼ିଶାରେ ପ୍ରବେଶ କରିବ । ବୀରମିତ୍ରପୁରଠାରେ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ରାହୁଲ ୬ରେ ବୀରମିତ୍ରପୁର ଓ ୭ରେ ଝାରସୁଗୁଡ଼ାରେ ରାତି ବିତାଇବାର…

କଣ ରହିବ କେନ୍ଦ୍ରୀୟ ବଜେଟ-୨୦୨୪ର ରୂପରେଖ ?

ସଂସଦରେ ଉପସ୍ଥାପନ ହେବ ବଜେଟ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏଥର ଅନ୍ତରୀଣ ବଜେଟ ଉପସ୍ଥାପନ ହେବ । ପୂର୍ଣ୍ଣ ବଜେଟ ଉପସ୍ଥାପନ ନହେବା ଯାଏଁ ଅନ୍ତରୀଣ ବଜେଟ ଅର୍ଥରୁ ଖର୍ଚ୍ଚ କରାଯିବ । ସରକାର ଉଭୟ ଟିକସ ଓ ଅଣଟିକସ ଉତ୍ସରୁ ଅର୍ଥ ପାଇଥାନ୍ତି। ଏଥିସହିତ ସରକାର ସୁଧ, ସବସିଡି ଏବଂ ଯୋଜନା…

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଉନ୍ନତି ହେବ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ । ଛାତ୍ରଛାତ୍ରୀ ଚାକିରି ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ସୁସ୍ୱାଦୁ ଭୋଜନ କରିବେ । ବୃଷ: ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ । ଫଳରେ ମନରେ ଅସ୍ଥିରତା…