Astrology/Vastu ଆଜି ରାଶିଫଳ Metro TV Odisha Feb 11, 2024 ଆଜି ଫେବୃଆରୀ ମାସ ୧୧ ତାରିଖ ୨୦୨୪ ମସିହା (ରବିବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- କୃଷ୍ଣପକ୍ଷ ତିଥି- ଦ୍ଵିତୀୟା ରାତ୍ରି ଘ୦୮/୩୭ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର- ଶତଭିଷ। ସନ୍ଧ୍ୟା ଘ୦୬/୩୮ ପର୍ଯ୍ୟନ୍ତ…
Lifestyle ସ୍ୱସ୍ତିକ ଚିହ୍ନ କଣ ? Metro TV Odisha Feb 10, 2024 ଘରର ମୁଖ୍ୟ ଦ୍ୱାର ନିକଟରେ ଆଙ୍କିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ବୋଲି କୁହାଯାଏ। ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଏ। ଶାସ୍ତ୍ରରେ ଏହାକୁ ଭଗବାନ ବିଷ୍ଣୁଙ୍କ ଆସନ ଓ ମା’ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ସ୍ୱସ୍ତିକ…
Odisha ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ Metro TV Odisha Feb 10, 2024 ଭୁବନେଶ୍ୱର: ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଭୁବନେଶ୍ୱରରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୱାର୍ଡ଼ ନମ୍ବର 15ରେ ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଆଜିଠାରୁ 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ବରର ୱାର୍ଡ଼ ନମ୍ବର 15,25,27,28,37,46,50,51,52,53, 62 ଏବଂ 63…
Entertainment ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ Metro TV Odisha Feb 10, 2024 ଅଭିନେତା ଏବଂ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ଅସୁସ୍ଥ ଅଛନ୍ତି । ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ କାଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ରିପୋର୍ଟରୁ ପ୍ରକାଶ । ମିଥୁନଙ୍କ ପ୍ରଶଂସକମାନେ…
Politics ଯୋଗୀ ଙ୍କୁ ଟାର୍ଗେଟ କଲେ ଟିଏମସି ନେତା Metro TV Odisha Feb 10, 2024 ପଶ୍ଚିମବଙ୍ଗର ଜାମିଆତ୍ ଉଲେମା-ଏ-ହିନ୍ଦ ତଥା ଟିଏମସି ନେତା ସିଦ୍ଦିକୁଲାହ ଚୌଧୁରୀ ଜ୍ଞାନବାପୀ ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ମସଜିଦକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି । ‘ଯଦି ଆପଣ ପଶ୍ଚିମବଙ୍ଗ…
Technology ତଳେ ପଡ଼ି ଭାଙ୍ଗି ଯାଇଛି କି ଆପଣଙ୍କ ଫୋନ୍? Metro TV Odisha Feb 10, 2024 ଫୋନ୍ କେବଳ ଆମର ଡକ୍ୟୁମେଣ୍ଟ୍ କୁ ସୁରକ୍ଷିତ ରଖିବାର ମାଧ୍ୟମ ନୁହେଁ ବରଂ ଫଟୋ ଉଠାଇବାଠୁ ନେଇ ସେଭ୍ କରିବା ପାଇଁ ଏକ ଆଲବମ୍ ପରି କାମ କରେ। ତେଣୁ, ଆମମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ସ୍ମାର୍ଟଫୋନ୍ କିଣିବା ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ ବେଳେବେଳେ ଆମେ ଏଥିପାଇଁ ଅଧିକ ଅର୍ଥ ଖର୍ଚ୍ଚ…
Education ଆସିଲା ଆଡମିଟ୍ କାର୍ଡ Metro TV Odisha Feb 10, 2024 ଆସନ୍ତା ୨୦ ତାରିଖରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଏହି ପରୀକ୍ଷାକୁ କିଭଳି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶା ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ କପିକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ…
Sports ଚିନ୍ତାରେ ଟିମ୍ ଇଣ୍ଡିଆ Metro TV Odisha Feb 10, 2024 ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ଖେଳାଳି ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭାରତୀୟ ଟିମ୍ ପାଇଁ ଯେଉଁ ଡର ରହିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍…
National ୮ ସାଂସଦଙ୍କ ସହ ଭୋଜନ କଲେ ପ୍ରଧାନମନ୍ତ୍ରୀ Metro TV Odisha Feb 10, 2024 ଗତକାଲି ସଂସଦ ଭବନର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ସାଂସଦଙ୍କ ଗହଣରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ ଜଣ ସାଂସଦଙ୍କ ପାଖକୁ ଏକ କଲ୍ ଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସାଂସଦଙ୍କ…
Weather Report ଖସୁଛି ପାରଦ Metro TV Odisha Feb 10, 2024 ଗୁରୁଚପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଗ ଶୁଖିଲା ରହିବ । 11 ତାରିଖ ରେ ଉତ୍ତର ଆଭ୍ୟାନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତି କିଛି ଜିଲ୍ଲା ଓ ଉପକୂଳ…