କେନ୍ଦ୍ରମନ୍ତ୍ରୀ ରାମଦାସଙ୍କ ଗାଡ଼ି ଦୁର୍ଘଟଣା

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଏକ କଣ୍ଟେନର ପିଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଶ୍ରୀ ଅଠାୱାଲେଙ୍କ କାରର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଛି । ଅଚାନକ ବ୍ରେକ ଦେବା ପରେ କଣ୍ଟେନରଟି କାର ସହ ଧକ୍କା ହୋଇଥିବା ଜଣେ…

‘ବିକଶିତ ଭାରତ’ ବାର୍ତ୍ତା ଶେୟାର କରିବା ତୁରନ୍ତ ବନ୍ଦ କରନ୍ତୁ, 

ସରକାରଙ୍କୁ ଗୁରୁବାର ନିର୍ବାଚନ କମିଶନ ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ହ୍ବାଟସ ଆପ ବାର୍ତ୍ତା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ବହୁ ସଂଖ୍ୟକ ଲୋକଙ୍କୁ ହ୍ବାଟସ ଆପ ବାର୍ତ୍ତା ପଠାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି…

ଗାଳି ଦେବାର ଅଭ୍ୟାସ ଅଛି କି ?

ଗାଳି ଏକ ଅଶୋଭନୀୟ ଭାଷା କିମ୍ବା ଶବ୍ଦ ବୋଲି କୁହାଯାଏ। ଯାହାକୁ ଅସଭ୍ୟ,ଅପମାନ ଦେବା ପାଇଁ ବ୍ୟବହାର କରାଯାଏ। ଅନ୍ୟମାନଙ୍କୁ ଏହାଦ୍ୱାରା ଅପମାନିତ କରାଯାଏ। ଗାଳି ଦେବା କିମ୍ବା ଶୁଣିବା ସାମାଜିକ ସମ୍ବନ୍ଧ ଓ ଅନ୍ୟ ପରିସ୍ଥିତିରେ ଅସଫଳତା କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର ଗାଳି ଦେବା ଦ୍ୱାରା…

ଓଡ଼ିଶାର ୨ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ | ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପି ପଦବୀରେ ଅବସ୍ଥାପିତ ଅଣ-କ୍ୟାଡର ଅଧିକାରୀଙ୍କ ବଦଳି ଆଦେଶ ଜାରି କରିଛି…

ଦାମୋଦର ରାଉତ ଗୁରୁତର

ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ହୋଇଛନ୍ତି । ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ ଦେଲେ ସୂଚନା ।ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଗତ ୧୮ ତାରିଖରୁ…

ଅଯୋଧ୍ୟାରେ ପ୍ରିୟଙ୍କା

କିଛି ଦିନ ପୂର୍ବରୁ ଭାରତ ଫେରିଥିବା ପ୍ରିୟଙ୍କା ଆଜି ସ୍ବାମୀ ନିକ ଜୋନାସ ଏବଂ ଝିଇ ମେରି ମାଳତୀ ଜୋନାସଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ। ରାମ ଜନ୍ମଭୂମିରୁ ତାଙ୍କ ପରିବାର ସହିତ ପିସିଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି।ପ୍ରିୟଙ୍କାଙ୍କ ସହ ତାଙ୍କ ମା’ ମଧୁ ଚୋପ୍ରା ମଧ୍ୟ ଅଯୋଧ୍ୟା ଯାଇଛନ୍ତି।…

ଆଇପିଏଲ୍‌ରେ କେଉଁଠୁ ଆସେ ଏତେ ଟଙ୍କା? 

ଆଇପିଏଲ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍‌ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍‌ ପାଇଁ ଭାରତକୁ ଆସନ୍ତି। ସେଥିପାଇଁ କେତେକ ଲୋକ ଏହାକୁ ଇଣ୍ଡିଆନ ପ୍ରିମିୟର ଲିଗ…

ନିର୍ବାଚନ ପାଇଁ ବଦଳିଲା

NEET PG ପରୀକ୍ଷଣର କାର୍ଯ୍ୟସୂଚୀ ପୂର୍ବରୁ ଥରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୩ରେ NEET PG 2024 ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହାକୁ ଜୁଲାଇ ୭, ୨୦୨୪କୁ ଘୁଞ୍ଚାଯାଇଥିଲା। ତେବେ ବର୍ତ୍ତମାନ ଲୋକ ସଭା ନିର୍ବାଚନ ହେତୁ ଏହାର ତାରିଖ ପୁଣି ଥରେ…

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ଏବଂ ବାକିପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତି ଦୂରସ୍ଥାନକୁ ଯାତ୍ରା କରିବେ ଓ ଅଚାନକ ଅର୍ଥପ୍ରାପ୍ତି ହେବ । ବୃଷ : ସନ୍ତାନମାନଙ୍କର…

କୋରାସିଆ ଟୋକ୍ନୋଲୋଜି’ର କୃତିତ୍ବ

ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍‌ଆଇଟିର ଷ୍ଟାର୍ଟ‌୍ଅପ୍‌ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ ରୋବଟ୍‌ ତିଆରି କରିଛି।…