Entertainment ୪୨ତମ ପାଦ ଥାପିଲେ ଅଲ୍ଲୁ ଅର୍ଜ୍ଜୁନ Metro TV Odisha Apr 8, 2024 ତେଲ୍ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ଅର୍ଥାତ୍ ଏପ୍ରିଲ ୮ରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍ ଦିନରେ ତାଙ୍କର କିଛି ଫିଲ୍ମ ଉପରେ ନଜର ପକାଇବା। ଯାହା ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରାଇଛି।
Education ହାଇକୋର୍ଟ ଅନୁବାଦକ ପଦର ପ୍ରିଲିମ୍ସ ରେଜଲ୍ଟ ଘୋଷଣା Metro TV Odisha Apr 8, 2024 ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଘୋଷଣା ହୋଇଛି । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ନେଇ ନିଜ ନିଜର…
Odisha କ୍ୟାପିଟାଲ ହସ୍ପିଟାଲରେ ମନ୍ମଥ ରାଉତରାୟ , ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା Metro TV Odisha Apr 8, 2024 ଲିଙ୍ଗରାଜ ମନ୍ଦିରରେ ପହଞ୍ଚିି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ପୂଜା କରିଛନ୍ତି ଭୁବନେଶ୍ୱରର ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସାଂସଦ ହେଲେ ଲିଙ୍ଗରାଜ ମନ୍ଦିର ଆକ୍ଟ ପାଇଁ ସଂସଦରେ ପ୍ରସ୍ତାବ ରଖିବେ ବୋଲି ମନ୍ମଥ କହିଛନ୍ତି । ଏପରି କହି ସେ ପରୋକ୍ଷରେ ବିଜେପିର ସାଂସଦ…
National ମହାରାଷ୍ଟ୍ରରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ Metro TV Odisha Apr 8, 2024 କଂଗ୍ରେସ ବିଜେପି ଟକ୍କର । ମୋଦି କରୁଛନ୍ତି ପ୍ରଚାର । ନିର୍ବାଚନକୁ ନେଇ ରାହୁଲ ଗାନ୍ଧି ଏବଂ ନରେନ୍ଦ୍ର ମୋଦି ପ୍ରଚାରରେ ଲାଗିଛନ୍ତି । ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧.୩୦ରେ ଏକ ଜନ ସମାବେଶକୁ…
National ଦିଲ୍ଲୀ ଏୟାରପୋର୍ଟ ଉଡାଇ ଦେବାକୁ ଧମକ Metro TV Odisha Apr 8, 2024 ପରମାଣୁ ବୋମା ପକାଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)କୁ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ। ଉକ୍ତ ୨ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସୋମବାର ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ଏପ୍ରିଲ ୫ରେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ବିମାନରେ…
World ବିଜୟଠାରୁ ପାଦେ ଦୂରରେ Metro TV Odisha Apr 8, 2024 ଯୁଦ୍ଧର ୬ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ନେତାନ୍ୟାହୁ କହିଛନ୍ତି, ଗାଜା ଯୁଦ୍ଧରେ ଇସ୍ରାଏଲ୍ ବିଜୟଠାରୁ ଆଉ ପାଦେ ଦୂରରେ ରହିଛି। କିନ୍ତୁ ଏହା ଭିତରେ ଆମକୁ ଯେଉଁ ମୂଲ୍ୟ…
Weather Report ତାତିରୁ ମିଳିବ ଆଶ୍ୱସ୍ତି Metro TV Odisha Apr 8, 2024 ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ…
Astrology/Vastu ଆଜିର ରାଶିଫଳ Metro TV Odisha Apr 8, 2024 ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଧାରକରଜ କରି କାମ ତୁଲାଇନେବେ । ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ । ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ଗୃହିଣୀମାନେ ପୁରୁଣା ସମସ୍ୟାକୁ ଦୂର କରିବା ପାଇଁ ସକ୍ଷମ ହେବେ । ବୃଷ: ଛୋଟ ଛୋଟ କଥାକୁ ନେଇ…
National ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ Metro TV Odisha Apr 7, 2024 ସାରା ଦେଶରେ ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ । ଦିଲ୍ଲୀ ମଦନୀତି ମାମଲାରେ କେଜରିଓ୍ବାଲଙ୍କୁ ବିନା କାରଣରେ ଫସାଇ ଦିଆଯାଇଛି ବୋଲି ଦଳ ଅଭିଯୋଗ କରିବା ସହ ଏହି ଉପବାସ ପାଳନ କରୁଛି । କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ କେଜରିଓ୍ବାଲଙ୍କ ସମର୍ଥକ ଏହି ଆନ୍ଦୋଳନରେ ସାମିଲ…
National ରାତି ଅଧରେ କାହିଁକି ଚଢାଉ କରୁଥିଲେ, ଓଲଟା ଅଭିଯୋଗ ଆଣିଲେ ମମତା Metro TV Odisha Apr 7, 2024 ଇଡି ପରେ ଶନିବାର ପଶ୍ଚିମବଙ୍ଗରେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଦୁଇଜଣ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମମତା କହିଛନ୍ତି ଯେ ଷଡଯନ୍ତ୍ରର ଏକ ଅଂଶ ଭାବରେ ଏହି ସବୁ ଘଟିଛି…