ମାଇକ୍ରେସଫ୍ଟ ଦେଲା ଚେତାବନୀ

ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ ଚାଇନା,…

ହାଇ ସ୍ପିଡରେ ଆସି ଟ୍ରେନକୁ ପିଟିଲା କାର୍

ସକାଳୁ ସକାଳୁ ଟ୍ରେନ ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଦ୍ରୁତ ଗତିରେ ଆସି ଏକ କାର୍ ଟ୍ରେନ ସହ ଧକ୍କା ହୋଇଛି ବିଶାଖାପାଟନମ୍-ଅମୃସର ହୀରାକୁଦ ଏକ୍ସପ୍ରେସକୁ ପିଟିଛି ହାଇସ୍ପିଡ କାର୍ । ଅନୁପୁରରେ ରେଲୱେ ଫାଟକ ଭାଙ୍ଗି ପଶିଯିବାରୁ କାରଟି ଟ୍ରେନକୁ ଡ଼କ୍କ ଦେଇଛି । ଫଳରେ…

ବଢିଲା ତାତି

ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରର ତାପମାତ୍ରା କମିଛି । ସେହିପରି ଆଜି ରାଜ୍ୟରେ ୪ ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ୪୩.୫ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳୁ ସବୁଠୁ ଉତ୍ତପ୍ତ । ମାଲକାନଗିରିରେ ୪୩.୨, ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରେକର୍ଡ କରିଛି ।ଆଜି କଟକରେ ତାପମାତ୍ରା…

ଆଜିର ରାଶିଫଳ

ମେଷ: ରାଜନୀତିରେ ଥିବା ବ୍ୟକ୍ତି ଅପମାନିତ ହେବେ। ପାରିବାରିକ ଅଶାନ୍ତି ଓ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଅଯଥାରେ ଅର୍ଥହାନୀ ହେବାରୁ ମନ ଭଲ ରହିବ ନାହିଁ । ବୃଷ: ଦୂରସ୍ଥାନକୁ ଯାତ୍ରା କରିବା ସହିତ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ଓ…

ନିଜକୁ ମହାନ ବୋଲି ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି ମୋଦି’- ସୋନିଆ ଗାନ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକ ସଭା ନିର୍ବାଚନ ୨୦୨୪ ଲାଗି ସୋନିଆ ଶନିବାର ବଡ଼ ରାଲି କରିଥିଲେ। ଜୟପୁରରେ ହୋଇଥିବା ଏହି ରାଲିରେ ସୋନିଆ କହିଛନ୍ତି ଯେ, ମୋଦି ନିଜକୁ ମହାନ ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା…

ଅଂଶୁଘାତରେ ୮ ଜଣ ଆକ୍ରାନ୍ତ

ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଗୋଟିଏ ଦିନରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଅନୁଗୁଳର ସର୍ବାଧିକ ୫ ଜଣ ଅଂଶୁଘାତରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୟୁରଭଞ୍ଜ, ସୁନ୍ଦରଗଡ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅସୁସ୍ଥ ହୋଇଛନ୍ତି।ଚଳିତ ବର୍ଷ…

ଆଜି ବିଜେପିର ୪୫ତମ ପ୍ରତିଷ୍ଠା ଦିବସ; ଦେଶର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ବିଜେପି ଆଜି ୪୫ତମ ସ୍ଥାପନା ଦିବସ ପାଳନ କରୁଛି। ପାର୍ଟି ୬ ଅଗଷ୍ଟ ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ବର୍ଷଗୁଡ଼ିକ ମଧ୍ୟରେ ବିଜେପି ଆଜି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ହୋଇପାରିଛି। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ଉପସ୍ଥିତ…

ଓଡ଼ିଶାରେ ନିର୍ବାଚନ ଲଢିବ ଏଏପି, ପ୍ରାର୍ଥୀ ଫାଇନାଲ!

ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି (ଏଏପି)। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ନିଶିକାନ୍ତ କହିଛନ୍ତି, ଦେଶର ରାଜନୀତିରେ ସୃଷ୍ଟି ହୋଇଥିବା ବିରୋଧୀ…

ବିଜେପିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି , ୨୦୧୯ରେ ବିଜେପି ଟିକେଟରୁ ଲଢି ହୋଇଥିଲେ ପରାଜିତ

ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଘୁ । ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି ରଘୁ ମହାନ୍ତି । ୨୦୧୯ ନିର୍ବାଚନରେ ରଘୁ ମହାନ୍ତି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ…

ମୋ ବସ୍’ ଦୁର୍ଘଟଣା

ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ମୋ-ବସ୍ । ଭାରସାମ୍ୟ ହରାଇ ମୋ-ବସ୍ ରାସ୍ତାକଡ଼ ଏକ ନାଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ରାସ୍ତାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।…