ଟିକେଟ୍‌ ଫାଇନାଲ! ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ: ଜୁଏଲ

ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇଥିବା ବରିଷ୍ଠ ନେତା ଜୁଏଲ ଓରାମ ମଙ୍ଗଳବାର କହିଛନ୍ତି। ଜୁଏଲ କହିଛନ୍ତି। ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। ଆସନ୍ତାକାଲି ଭିତରେ ଦିଲ୍ଲୀପଙ୍କ ଟିକେଟ୍‌ ଘୋଷଣା ହେବ।…

ରାମନବମୀରେ ଘୋଷଣା ହେବ ‘ରାମାୟଣ’

ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍‌ ବଜେଟ୍‌ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍‌ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ। ଭଗବାନ ରାମଙ୍କ ଭୂମିକାରେ ରଣବୀର, ସୀତା…

୨ ଏନଆଇଏ ଅଧିକାରୀଙ୍କୁ ଜେରା କରିବାକୁ ନୋଟିସ ପଠାଇଲା ପଶ୍ଚିମବଙ୍ଗ ପୋଲିସ

ପଶ୍ଚିମବଙ୍ଗରେ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ଟିମ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ଜେରା କରିବାକୁ ୨ ଜଣ ଏନଆଇଏ ଅଧିକାରୀଙ୍କୁ ନୋଟିସ କରିଛି । ଏହି ନୋଟିସରେ ପଶ୍ଚିମବଙ୍ଗ ପୋଲିସ ସେଦିନର ଆକ୍ରମଣକୁ ନେଇ ଅଭିଯୋଗ କରିଥିବା ୨ ଜଣ ଏନଆଇଏ ଅଧିକାରୀ ଓ ଆହାତ ହୋଇଥିବା ଜଣେ…

କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ନିୟମ

କେଭିଏସ ପକ୍ଷରୁ ଆସିଛି ଏକ ନୂଆ ନିୟମ । ଏହି ନୂଆ ନିୟମ ଦ୍ୱାରା ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ସରକାରୀ କ୍ଷେତ୍ର କର୍ମଚାରୀମାନେ ପ୍ରଭାବିତ ହେବେ ନାହିଁ । କେଭି ପକ୍ଷରୁ ଟ୍ରାନ୍ସଫର ନୀତିରେ ପରିବର୍ତ୍ତନ କରାଯାଇଛି । ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପ୍ରତି…

ଏପିଏସ୍‌ଇଜେଡ୍‌ର ନୂଆ ମାଇଲଖୁଣ୍ଟ

ଚଳିତ ମଧ୍ୟ ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶିଆଲ ଇକୋନମିକ୍‌ ଜୋନ ବା ଏପିଏସ୍‌ଇଜେଡ୍‌ ପଣ୍ୟ ପରିବହନରେ ଉଲ୍ଲେଖନୀୟ ସଫଳତା ହାସଲ ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ବିଶ୍ୱବ୍ୟାପୀ ୪୨୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ବେଳେ ଘରୋଇ କ୍ଷେତ୍ରରେ…

ଶତକ ହାସଲ କଲେ ରବିନ୍ଦ୍ର ଜାଡେଜା

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ଓଭରରେ ମାତ୍ର ୧୩୭ ରନ ସ୍କୋର କରିପାରନ୍ତି। କେକେଆରକୁ କମ ସ୍କୋରରେ ସୀମିତ ରଖିବାରେ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ମ୍ୟାଚ୍‌ରେ ଜାଡେଜା ୩ ଉଇକେଟ ନେଇଥିଲେ, କିନ୍ତୁ…

ମୋଦିଙ୍କୁ ଜବାବ ଦେଳେ ଜୟରାମ

ମଣିପୁରରେ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଭିଯୋଗ କରିଛି ଯେ ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଭାରତୀୟ ଜନତା ପାର୍ଟି (ଭାଜପା) ର ବିଭାଜନ ତଥା ଧୃବିକରଣ ରାଜନୀତିର ଫଳାଫଳ। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହା ମଧ୍ୟ କହିଛନ୍ତି ଯେ…

ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା

ନୂଆପଡ଼ା ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଦଳରୁ ଇସ୍ତଫା ଦେବା ବିଜେଡି ଦଳର ପ୍ରାଥମିତା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ଇସ୍ତଫା ପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇମେଲ ମାଧ୍ୟମରେ ପ୍ରଦାନ କରିଥିବା ଏହି ଭିଡିଓ ବାର୍ତ୍ତା ମଧ୍ୟରେ…

ଆଜିର ରାଶିଫଳ

ମେଷ: ପାରିବାରିକ ସମସ୍ୟାକୁ କୌଶଳ କ୍ରମେ ସମାଧାନ କରିବେ। ନିର୍ମାଣଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସମ୍ମାନିତ ହେବେ, ଦେହ ମନ ସୁସ୍ଥ ରହିବ । ବୃଷ : ବନ୍ଧୁଙ୍କ ସହିତ ଦେବ ଦର୍ଶନ କରିବା ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି…

୨୪ ଘଣ୍ଟା ମଧ୍ୟରେ ପ୍ରବଳ ଛେଚିବ

ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ…