ନୂଆଦିଲ୍ଲୀରେ ଲାଗିବ କି ରାଷ୍ଟ୍ରପତି ଶାସନ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ ଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ଏବେ ଏଏପିକୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ହେବାର ଭୟ ଡରାଇବାରେ ଲାଗିଛି। ଦିଲ୍ଲୀରେ ଲାଗିପାରେ ରାଷ୍ଟ୍ରପତି ଶାସନ । ବୈଠକରେ ଯୋଗଦେବାକୁ ଆପ ମନ୍ତ୍ରୀମାନେ…