ମାଆ ବ୍ରହ୍ମଚାରିଣୀ ହେଉଛନ୍ତି ମା ଦୁର୍ଗାଙ୍କର ଦ୍ୱିତୀୟ ଶକ୍ତି

ନବରାତ୍ରର ଦ୍ୱିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କର ପୂଜା କରାଯାଏ। ମାଆ ବ୍ରହ୍ମଚରିଣୀଙ୍କୁ ପୂଜା କରି ଭକ୍ତମାନେ ଅନେକ ପ୍ରକାରର ସଫଳତା ହାସଲ କରନ୍ତି। ବିଶ୍ୱାସ କରାଯାଏ ଯେ, ମା ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା ନଅଟି ଗ୍ରହ ଶାନ୍ତ ହୋଇଯାଏ। ଜ୍ୟୋତିଷ ଶାସ୍ତ୍ରରେ ମା ବ୍ରହ୍ମଚାରିଣୀ…

ଅଗଷ୍ଟ ୧୫ରେ‘ପୁଷ୍ପା ୨’ରିଲିଜ୍ ହେବ

ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଥିଲେ ନିର୍ମାତା, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ମୈତ୍ରି ମୁଭି ମେକର୍ସର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ କରାଯାଇଥିଲା। କିଛି ମାସ ତଳେ ଫିଲ୍ମର ପୋଷ୍ଟର…

ସନ୍‌ରାଇଜର୍ସ ୨ ରନ୍‌ରେ ଜିତିଲା

ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ରୋମାଞ୍ଚକ ଭାବେ ୨ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦ ୧୮୨ ରନ୍ କରିଥିବା ବେଳେ ପଞ୍ଜାବ ଶେଷ ଓଭରରୁ ୩ ଛକା ସହ ୨୬ ରନ୍ ଆଦାୟ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିପାରି ନଥିଲା। ପ୍ରଶଂସକମାନେ କିନ୍ତୁ ତାଙ୍କ ପଇସା ଅସୁଲ…

ନିର୍ବାଚନ ଇସ୍ତାହାର କମିଟି ଘୋଷଣା କଲା ବିଜେଡି , ୩୮ ଜଣିଆ କମିଟିରେ ମୋହର ମାରିଲେ ନବୀନ

୨୦୨୪ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେଡି । ୩୮ ଜଣିଆ କମିଟି ଗଠନ କରିଛି ବିଜେଡି । ଯେଉଁ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ସେହିଭଳି ୬ ଜଣ ବରିଷ୍ଠ ନେତାଙ୍କୁ Co-chairman ଦାୟିତ୍ୱ ଦେଇଛି…

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ପ୍ରଥମ ଥର ପାଇଁ ୭୫ ହଜାର ପଏଣ୍ଟରୁ ଉପର ସ୍ତରରେ ବନ୍ଦ ହୋଇଛି। ଅବଶ୍ୟ କାରବାର ଶେଷ ବେଳକୁ ସେହି ସ୍ତରକୁ ବଜାୟ ରଖିବାରେ ସେନ୍‌ସେକ୍ସ ବିଫଳ ହୋଇଥିଲା। କାରବାର ଶେଷରେ ୫୯ ପଏଣ୍ଟ ହ୍ରାସ ସହ…

ଟେକ୍ନୋ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା

ଉଚ୍ଚ ଶିକ୍ଷା କ୍ଷେତ୍ରର ଏକ ପରିଚିତ ନାମ ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ଶିକ୍ଷା ପାଇଁ ‘ଟେକ୍ନୋ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୪’କୁ ଚଳିତ ମାସ ୧୨ ତାରିଖରେ ଆୟୋଜନ କରାଯିବ। କର୍ଣ୍ଣ ଫେରିଙ୍କ ରିପୋର୍ଟ ଅନୁସାରେ ପ୍ରଯୁକ୍ତି ଓ…

ଓଡ଼ିଆ ମିଡିୟମ୍ ପ୍ରାଇଭେଟ୍ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ଖାଇବା, ଡ୍ରେସ, ଲାପଟପ, ବହି ଆଦି ପ୍ରଦାନ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଘରୋଇ ଓ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ…

ପ୍ରଥମ ଥର ପାଇଁ ‘କମ୍‌ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀର ନିର୍ବାଚନ ସଦନରେ ଅନୁଷ୍ଠିତ ଦିନିକିଆ 'କମ୍ ଭୋଟର ମତଦାନ ଉପରେ ସମ୍ମିଳନୀ'ରେ ପ୍ରମୁଖ ସହରର ମହାନଗର ନିଗମ ଆୟୁକ୍ତ ଏବଂ ବିହାର ଓ ଉତ୍ତରପ୍ରଦେଶରେ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କେତେକ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ମିଳିତ ଭାବେ ବିଚାରବିମର୍ଶ କରିଛନ୍ତି ।…

ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବନକ ଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସ୍ୱତନ୍ତ୍ର ନୀତି ହେବ । ଗୁପ୍ତ ନୀତି ପାଇଁ  ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ତଥା…

ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟର ଆସନ ବୁଝାମଣା 

ଭିଵାଣ୍ଡି ଓ ସାଙ୍ଗଲି ଆସନ ପାଇଁ ତିନି ଜଣ ଦାବି କରିଥିଲେ, ଯାହା ଆଲୋଚନାକୁ ବାଧାପ୍ରାପ୍ତ କରିଥିଲା। ଏହା ଶରଦ ପାୱାରଙ୍କ ଏନ୍‌ସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନାକୁ ଦିଆଯାଇଛି। ପାୱାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବା ଆସନଗୁଡ଼ିକ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା…