ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହୋଇଛି। ପ୍ରଥମ ଥର ପାଇଁ ଦୁଇଟି ଓଡ଼ିଆ ସିନେମା ଏହି ଫେଷ୍ଟିଭାଲ ନିମନ୍ତେ ମନୋନୀତ ହୋଇଥିବାରୁ ସବୁଠି ଖୁସିର ଲହରି ଖେଳିଯାଇଛି। ମେ’ ୧ରୁ ଜୁନ୍‌ ୨…

ନବାଗତଙ୍କୁ ନିଯୁକ୍ତି ଦେବ ଆଇଟି କମ୍ପାନୀ

ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ ଅନେକ ବଡ ଆଇଟି କମ୍ପାନୀ ବଜାରରେ ଥିବା ଅନିଶ୍ଚିତ ଚାହିଦା ପରିବେଶ ମଧ୍ୟରେ କ୍ୟାମ୍ପସ୍ ନିଯୁକ୍ତି କୁଣ୍ଠାବୋଧ କରୁଛନ୍ତି।କମ୍ପାନୀର ଚତୁର୍ଥ…

ରାଜସ୍ଥାନର ଅଷ୍ଟମ ବିଜୟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୨୦ ଓଭରରେ ୫ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୯ ଓଭରରେ ୩ ଉଇକେଟ ହରାଇ ୧୯୯ ରନ୍‌…

୬ ଦେଶକୁ ପିଆଜ ରପ୍ତାନି ଅନୁମତି

ଆଜି ୬ଟି ଦେଶକୁ ୯୯,୧୫୦ ଟନ୍‌ ପିଆଜ ରପ୍ତାନି କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଲା ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), ଭୁଟାନ, ବାହାରିନ, ମରିସସ୍‌, ଓ ଶ୍ରୀଲଙ୍କା। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏହି…

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍‌ଏ ବଟିକା

ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏହି ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ । ଏହା ବିଦ୍ୟାଳୟ ଖୋଲିବା ପୂର୍ବରୁ ବଣ୍ଟନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ରାଜ୍ୟକୁ ଆନେମିଆ ଅର୍ଥାତ ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଏହି ଅଭିଯାନ କର୍ଯ୍ୟକ୍ରମ ଜାରି…

ରାଜ୍ୟରେ ବିଜେପି ଗଡ଼କୁ ଦୃଢ଼ କରିବା ପାଇଁ କରିବେ ପ୍ରଚାର ମୋଦୀ

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ରାଜ୍ୟ ବିଜେପି ୟୁନିଟକୁ ଦୃଢ଼ କରିବା ପାଇଁ ଜନ ସମାବେଶକୁ ସମ୍ବୋଧିତ କରିବେ । ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବେଲଗାୱି, ଉତ୍ତର କନ୍ନଡ଼, ଦାୱଣଗେରେ ଏବଂ ବଲ୍ଲାରୀରେ ୪ଟି ରାଲିକୁ ସମ୍ବୋଧିତ କରିବେ । ଏହା ସହ ବିଜେପିର ପ୍ରଚାର କରିବେ…

ଜାପାନରେ ଭୂକମ୍ପ

ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର ୫୦୬ କିଲୋମିଟର ଗଭୀରରେ ଅବସ୍ଥିତ।ଏହି ଭୂକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏଥିରେ ବ୍ୟାପକ କ୍ଷତି ହୋଇପାରେ ବୋଲି ଆଶଙ୍କା…

ଆହୁରି ବଢିବ ତାତି !

ଭୀଷଣ ତାତିରେ ଆଜି କଲବଲ ହୋଇଛି ସାରା ରାଜ୍ୟ। ସୂର୍ଯ୍ୟ ଉଦୟ ହେବା ସହିତ ଆରମ୍ଭ ‌ହୋଇଯାଇଥିଲା ତାତିର ପ୍ରକୋପ। ଚାହୁଁଚାହୁଁ ଅପରାହ୍ନ ସୁଦ୍ଧା ଏହା ଚରମ ସୀମାରେ ଯାଇ ପହଞ୍ଚିଥିଲା। ଆଜି ୩୩ ସହରରେ ତାପମାତ୍ରା ୪୦° ଅତିକ୍ରମ କରିଥିବା ବେଳେ ସେଥିମଧ୍ୟରୁ ୧୪ଟି ସହରର ତପାମାତ୍ରା ୪୩…

ଆଉ ୮ ବିଧାନସଭା ଆସନରେ ଟିକେଟ୍ ଦେଲା ବିଜେପି

କିଛି ଦିନର ଅଙ୍କକଷା ପରେ ୮ ବିଧାନସଭା ପାଇଁ ଟିକେଟ୍ ଦେଇଛି ବିଜେପି । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସାଲେପୁରରୁ ଅଭିନେତା ଅରିନ୍ଦମ ରୟଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ । ସେତିକି ନୁହେଁ ଖୋର୍ଦ୍ଧା ବିଧାସଭାକୁ ନେଇ ଚାଲିଥିବା ଛକାପଂଝାର ବି ଅନ୍ତ ଘଟିଛି । ବାଦ ବିବାଦ ସତ୍ୱେ ପ୍ରଶାନ୍ତ…

ବିଜେଡି ଘୋଷଣା କଲା ଆଉ ୩ ବିଧାନସଭା ପ୍ରାର୍ଥୀ

ବାକି ରହିଥିବା ୬ଟି ବିଧାନସଭା ଆସନ ମଧ୍ୟରୁ ୩ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ତିନୋଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଭୋଗରାଇ ବିଧାନସଭାରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରଦୀପ କୁମାର…