ଉଚ୍ଚା ତକିଆରେ ଶୋଉଛନ୍ତି କି?

ଆପଣ ନିଜର ତକିଆକୁ ଉପରକୁ ଉଠାଇ ଶୋଇବେ ତେବେ ଏହା ଆପଣଙ୍କ ଶରୀରରେ କ୍ଷତି ପହଞ୍ଚାଇ ପାରେ।ମୁଖ୍ୟତଃ ଏହା ଆପଣଙ୍କ ହାଡ଼ ଉପରେ ପ୍ରଭାବ ପକାଇଥାଏ ଏବଂ ଶିରା ପ୍ରଶିରାରେ ଜଳାପୋଡ଼ା ମଧ୍ୟ ହୋଇଥାଏ। ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟାନ୍ୟ ସମସ୍ୟା…

ସାଉଥ ସୁପରଷ୍ଟାର ବିଜୟ ଆହତ

ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସମୟରେ ବିଜୟ…

ହ୍ୱାଟ୍ସଆପ୍‌ର ବଡ଼ ଚେତାବନୀ

ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ କହିଛି ଯେ ଯଦି ମେସେଜ ଏନକ୍ରିପସନ ଭାଙ୍ଗିବାକୁ ବାଧ୍ୟ କରାଯାଏ ତେବେ ଏହା ଭାରତ ଛାଡିପାରେ । ଏନକ୍ରିପ୍ସନ୍ ମାଧ୍ୟମରେ ପଠାଯାଇଥିବା ଏକ ମ୍ୟାସେଜ୍ କେବଳ ପଠାଇଥିବା ଲୋକ ଏବଂ ପାଇଥିବା ଲୋକ ପଢ଼ିପାରିବେ । ହ୍ୱାଟ୍ସଆପର ଜଣେ ଓକିଲ ଦିଲ୍ଲୀର ଏକ ଅଦାଲତରେ…

ସିବିଏସ୍ଇ ବୋର୍ଡ ଏକାଦଶ, ଦ୍ୱାଦଶ ଛାତ୍ରଛାତ୍ରୀମାନେ ମାଗଣାରେ ପଢ଼ିପାରିବେ

ସିବିଏସଇ ପ୍ରିନ୍ସିପାଲଙ୍କୁ ଏନସିଇଆରଟି ଦ୍ୱାରା SWAYAM ପୋର୍ଟାଲରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରଦାନ କରାଯାଇଥିବା ଅନଲାଇନ୍ କୋର୍ସ ବିଷୟରେ ସୂଚନା ଦେଇଛି ।୧୧ ଟି ବିଷୟ ପାଇଁ ଏନସିଇଆରଟି ୨୮ ଟି କୋର୍ସ ଅଫର୍ କରୁଛି, ଯାହା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ…

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ନବରଙ୍ଗପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଦଳର ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ସେ ନିବେଦନ କରିଛନ୍ତି। ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟକରି ପାଣ୍ଡିଆନ କହିଛନ୍ତି ଯେ ତାଙ୍କର ରାଗ ହେଉଛି…

ପୁଣି ମଣିପୁରରେ ହିଂସା!

କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ ଶହୀଦ ହୋଇଥିବା ଜଣାଯାଇଛି। ଏହି ଘଟଣା ମଣିପୁରର ବିଷ୍ଣୁପୁର ଜିଲାର ନାରଣସେନାରେ ଘଟିଛି। ଏନେଇ ମଣିପୁର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ତେବେ ଶହୀଦ ହୋଇଥିବା…

ରୁଷିଆକୁ ଚାଇନା ସହାୟତା

ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ ଚାଇନା ସାମରିକ ସହାୟତା ଯୋଗାଉଥିବାରୁ ଏହାକୁ ନେଇ ବ୍ଲିଙ୍କେନ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ। ଦେଶର ଦୁଇ ବୃହତ୍‌…

ଖଇ ଫୁଟୁଛି ସାରା ରାଜ୍ୟ

କେଉଁଠି ବି ତାତିରୁ ନିସ୍ତାର ମିଳୁ ନାହିଁ। ଦିନ ବଢ଼ିବା ସହ ତାତିର ପ୍ରକୋପ ଏତେ ବଢ଼ିଯାଉଛି ଯେ ଶରୀରରୁ ଜଳୀୟ ଅଂଶ କମିଯାଉଛି। ସ୍ଥାନେ ସ୍ଥାନେ ଲୋକେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ତାତି ପ୍ରକୋପରେ କିଏ ରାସ୍ତାରେ ଟଳି ପଡ଼ୁଛନ୍ତି ତ ଆଉ କିଏ ପ୍ରତି ମୂହୂର୍ତ୍ତରେ ଗଛ ଛାଇ ଖୋଜୁଛନ୍ତି।…

ଆଜିର ରାଶିଫଳ

ମେଷ: ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇ ପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ‌ ବୃଷ: ଆପଣ ନିଜର କାମ ଧୀରେ ଧୀରେ କରି ସଂପୂର୍ଣ୍ଣ କରିବେ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର…

ଶରୀରରେ ହିମୋଗ୍ଲୋବିନ୍‌ କମିଲେ କ’ଣ କରିବେ ?

ଶରୀରରେ ହେମୋଗ୍ଲୋବିନର ପରିମାଣ କମିଲେ ରୋଗୀକୁ ହାଲିଆ ଲାଗେ । ଖାଇବା-ପିଇବାକୁ ଇଚ୍ଛା ହୁଏନି, ଚିଡ଼ଚିଡ଼ା ଲାଗେ, କାମ କରିବାର ଆଗ୍ରହ ହୋଇନଥାଏ, ଡାକ୍ତରଙ୍କ ପରାମର୍ଶ ନେଇ ହେମୋଗ୍ଲୋବିନ୍ ପରୀକ୍ଷା କରାନ୍ତୁ। ହେମୋଗ୍ଲୋବିନ୍ ସଠିକ୍ ମାତ୍ରାରେ ରହିଲେ, ଆମ ମସ୍ତିଷ୍କ, ବୃକକ୍,…