ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଦଶମ / ମାଧ୍ୟମ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଗତ ୧୬ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ମେ ୧୬ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ବିଜ୍ଞପ୍ତିକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ…

ମେଲୋଡି ମଞ୍ଚରେ ନାମୀ-ଦାମୀ ସିଙ୍ଗରଙ୍କୁ ସାମିଲ ନ କରିବା ପାଇଁ ସଂଘର ନିଷ୍ପତ୍ତି

ମେଲୋଡିର ଯାକ-ଜମକ ଦୁନିଆରୁ ବାଦ୍ ପଡ଼ିବେ ଓଡ଼ିଶାର ପ୍ଲେ-ବ୍ୟାକ ସିଙ୍ଗର । କେବଳ ମେଲୋଡି ପାର୍ଟିରେ ଥିବା ସିଙ୍ଗରମାନଙ୍କ ସହ କାର୍ଯ୍ୟକ୍ରମ କରିବେ ଅନୁଷ୍ଠାନ । ଏ ନେଇ ଓଡିଶା ମେଲୋଡି ଆସୋସିଏସନ । ଏଥର ମେଲୋଡି ପ୍ରୋଗ୍ରାମ କରିବା ପାଇଁ ବି ପ୍ଲେ-ବ୍ୟାକ ସିଙ୍ଗରଙ୍କୁ ସୁଯୋଗ ଦିଆଯିବନି ବୋଲି…

ମାଲକାନଗିରିରେ ଭିକେ ପାଣ୍ଡିଆନଙ୍କ ହାଇଭୋଲଟେଜ ପ୍ରଚାର

ଆଜି ମାଲକାନଗିରି କାଲିମେଳାରେ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏହି କ୍ରମରେ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ କହିଥିଲେ । ପାଣ୍ଡିଆନ୍ କହିଥିଲେ , ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି…

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ବାଲେଶ୍ୱର ଯୁବ ଜିଲ୍ଲା ସମ୍ପାଦକ ରାଜେଶ ଖଟୁଆ

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଯୁବ ଜିଲ୍ଲା ସମ୍ପାଦକ ରାଜେଶ ଖଟୁଆ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଆରୁହାରେ ବିଜେପିର ମିଶ୍ରଣ ପର୍ବ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଜଳେଶ୍ୱର ପୌର ପରିଷଦର ୧୭ ନମ୍ବର ୱାର୍ଡ ଏବଂ ଆରୁହା ପଂଚାୟତର ଶତାଧୀକ କର୍ମୀ ବିଜେପିରେ…

କୋରାପୁଟ ଗସ୍ତରେ ଭିକେ ପାଣ୍ଡିଆନ୍ ,ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କଲେ ଭୋଟ ଭିକ୍ଷା

ନିର୍ବାଚନ ପ୍ରଚାର ପାଇଁ କୋରାପୁଟ ଗସ୍ତରେ ବିଜେଡି ନେତା ଭିକେ ପାଣ୍ଡିଆନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଛନ୍ତି ପାଣ୍ଡିଆନ । ଏହି ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ସ÷ ଭିକେ ପାଣ୍ଡିଆନ ବୈଠକ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି…

ଉଡ଼ନ୍ତା ଇଲେକ୍ଟ୍ରିକ ଟ୍ୟାକ୍ସି

‘ଇପ୍ଲେନ୍ କମ୍ପାନି’ ୨୦୨୫ ମାର୍ଚ୍ଚ ସୁଦ୍ଧା ଉଡ଼ନ୍ତା ଟ୍ୟାକ୍ସିର ଏକ ମଡେଲ ଆଣିବା ଯୋଜନା ରଖିଛି। ସହରାଞ୍ଚଳର ଟ୍ରାଫିକ୍‌ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। ଆଇଆଇଟି ମାଡ୍ରାସର ଇନକ୍ୟୁବେଟରରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଆଗାମୀ ଦିନରେ ଡ୍ରୋନ୍‌ର ବାଣିଜ୍ୟିକ ସେବା ଆରମ୍ଭ…

ସେୟାର ବଜାର ୪ କୋଟି ବୃଦ୍ଧି

ଦେଶର ସେୟାର ବଜାରରେ ଖୁଚୁରା ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍‌ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି। ଏଥିରେ ୧.୨୮ କୋଟି ନିବେଶକ (୩୨.୧୬%) ନୂଆ ନିବେଶକ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ…

ଆଜିର ରାଶିଫଳ

ମେଷ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। କୌଣସି ବନ୍ଧୁ ଆପଣଙ୍କ ଲାଗି ଉପହାର ନେଇ ଆସିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ। ବୃଷ: ପୂର୍ବରୁ ଲାଗି ରହିଥିବା ପରିବାରରେ ମତଭେଦ ଦୂର ହେବ। ଅଚାନକ ଧନଲାଭ ହେବ। ନୂଆ ଯାନ…

ସୁପର୍ କିଙ୍ଗ୍ସର ସୁପର୍ ବିଜୟ

ବିଜୟ ଧାରାକୁ ଫେରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ରବିବାର ରାତିରେ ସିଏସ୍‌କେ ଏକତରଫା ଭାବେ ସନ୍‌ରାଇଜର୍ସ ହାଇଦ୍ର‌ାବାଦକୁ ୭୮ ରନ୍‌ରେ ପରାସ୍ତ କରି ଷଷ୍ଠରୁ ତୃତୀୟକୁ ଲମ୍ଫ ମାରିଛିି। ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ସିଏସ୍‌କେ ୨୧୨ ରନ୍…

ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ (ଦେଶରେ ଷଷ୍ଠ ପର୍ଯ୍ୟାୟ) ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମେ’ ୨୫ରେ ନିର୍ବାଚନ ହେବ। ଏହି ସବୁ ଆସନରେ…