Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
ନ୍ୟୁୟର୍କର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ
ଆମେରିକାର ନ୍ୟୁୟର୍କରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା । ନ୍ୟୁୟର୍କର ହାର୍ଲେନରେ ଶୁକ୍ରବାର ଦିନ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିିଥିଲା । ନିଆଁ ଲାଗିବା ହେତୁ ଜଣେ ଭାରତୀୟ ବଂଶଜ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଆମେରିକାରେ ଥିବା ଭାରତୀୟ ଦୂତାବାସ ଏକ…
ଗାଜାରେ ବୋମାମାଡ଼
କେନ୍ଦ୍ରୀୟ ଗାଜାପଟିରେ ଇସ୍ରାଏଲର ବିମାନ ଆକ୍ରମଣରେ ଅତି କମ୍ରେ ୪୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଗାଜାରେ ହମାସ ଦ୍ୱାରା ପରିଚାଳିତ ସରକାରଙ୍କ ମିଡିଆ କାର୍ଯ୍ୟାଳୟ ଏକ ପ୍ରେସ୍ ବିବୃତିରେ ଏହା କହିଛି। ପାଲେଷ୍ଟାଇନ୍ ପ୍ରତିରକ୍ଷା ସୂତ୍ରରୁ ମିଳିଥିବା…
ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଗୀତା ମହୋତ୍ସବ
ଶ୍ରୀଲଙ୍କାର ବୁଦ୍ଧ ଶାସନ, ଧାର୍ମିକ ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ବିଦୁରା ବିକ୍ରମନାୟକେ କହିଛନ୍ତି ଯେ କଲମ୍ବୋରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ଅନୁଷ୍ଠିତ ହେବ। ପରିଚାଳନା କମିଟି ବୈଠକରେ ମନ୍ତ୍ରୀ କହିଛନ୍ତି, ଶ୍ରୀମଦ୍ ଭଗବତ ଗୀତାର କାଳଜୟୀ ଶିକ୍ଷାକୁ ଲୋକପ୍ରିୟ କରିବା ଏହି…
ଭେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖଣି
ଦକ୍ଷିଣ ଆମେରିକାର ମହାଦ୍ୱୀପ ସ୍ଥିତ ଭେନେଜୁଏଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟ ଭେନେଜୁଏଲାରେ ବେଆଇନ୍ ସୁନା ଖଣି ହଠାତ ଭୁଶୁଡ଼ି ପଡ଼ିଛି । ଫଳରେ ୨୦ରୁ ଉର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏବେବି କିଛି ଶ୍ରମିକ ଖଣି ଭିତରେ ଫସି…
ବ୍ରିଟେନରେ ସ୍କୁଲ ପିଲା ବ୍ୟବହାର କରିବେନି ଫୋନ୍
ବ୍ରିଟେନରେ ସ୍କୁଲ ପିଲା ବ୍ୟବହାର କରିବେନି ଫୋନ୍ଛୋ । ବ୍ରିଟେନରେ ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ସୁନକ ଏବେ କଡ଼ା ନିର୍ଦେଶ ଦେଇଛନ୍ତି । ଗତ କିଛି ବର୍ଷ ହେଲା ପିଲାମାନେ ପଢ଼ା ଉପରେ ଧ୍ୟାନ ଦେଇପାରୁନାହାଁନ୍ତି । ଏହି କାରଣରୁ ଏବେ ବ୍ରିଟେନ୍ ସରକାର ଏକ ବଡ଼ ନିଷ୍ପତି…
ପାକିସ୍ତାନକୁ ତାଲିବାନର ଧମକ
ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଏବେ ଦ୍ବିପାକ୍ଷିକ ସଂପର୍କ ଅତି ତିକ୍ତ ହୋଇଉଠିଛି। ପାକିସ୍ତାନ ଆଫ୍ଗାନ ଶରଣାର୍ଥୀଙ୍କୁ ବଳପୂର୍ବକ ପ୍ରତ୍ୟର୍ପଣ କରିବା ଘଟଣାକୁ ନେଇ କ୍ଷୁବ୍ଧ ତାଲିବାନ ପାକିସ୍ତାନରେ ବଡ଼ ବିଭାଜନ ପାଇଁ ଚେତାବନୀ ଦେଇଛି। ପାକିସ୍ତାନ ୧୯୭୧ ଭଳି ବିଭାଜନର ସମ୍ମୁଖୀନ ହେବ…
ଆଫଗାନିସ୍ତାନରେ ହିମସ୍ଖଳନ
ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବ ଆଫଗାନ ଅଧିନ ନୁରିସ୍ତାନରେ ହିମସ୍ଖଳନ ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସୀମାବର୍ତ୍ତୀ ନୁରିସ୍ତାନର ଟାଟିନ୍ ଉପତ୍ୟକାର…
ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷ
ପାଶ୍ଚାତ୍ୟ ଦେଶ ସବୁ କଟକଣା ଜାରି କରିବା ସତ୍ତ୍ବେ ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଦୃଢ଼ ଯୁକ୍ତି ଦର୍ଶାଇ ଯେଉଁ ଉତ୍ତର ଦେଲେ ତାହା ଶୁଣି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ହସି ପକାଥିବା କଥା ‘ଇଣ୍ଡିଆ ଟୁଡେ’…
ପୁଟିନଙ୍କୁ ଦାୟୀ କଲେ ବାଇଡେନ୍!
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି। ପୁଟିନ୍ଙ୍କ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନୀଙ୍କ ବିୟୋଗ ତାଙ୍କୁ ଆଶ୍ଚର୍ଯ୍ୟ…
ଭାରତ-ବ୍ରିଟେନ୍ ବାଣିଜ୍ୟ ଆଲୋଚନା
ଭାରତ ଓ ବ୍ରିଟେନ୍ ବାଣିଜ୍ୟ କାରବାର ନେଇ ଯେଉଁ ଆଲୋଚନା କରୁଥିଲେ ସେଥିରେ ଅଗ୍ରଗତି ଦେଖିବାକୁ ମିଳିଛି। ଉଭୟ ପକ୍ଷ ପୁନର୍ବାର ବିଭିନ୍ନ ବିଷୟକୁ ନେଇ ମୁଲଚାଲ ଆରମ୍ଭ କରିଛନ୍ତି। ତେବେ ଭାରତ ନିଜ ସ୍ବାର୍ଥକୁ ସୁରକ୍ଷା ଦେବା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ବାଣିଜ୍ୟ ସଚିବ ସୁନିଲ…