Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Browsing Category
World
All world wide news update will uploaded
ଆମେରିକାରେ ପୁଣି ବିମାନ ଦୁର୍ଘଟଣା, 6 ମୃତ
ଆମେରିକାରେ ପୁଣି ବିମାନ ଦୁର୍ଘଟଣା। ଫିଲାଡେଲଫିଆରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡାଣ ଭରିବାର ୩୦ ମିନିଟ ପରେ ଏଭଳି ଅଘଟଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ତଳେ ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା ଘଟିଥିଲା। ଏଥିରେ ୬୭ ଜଣଙ୍କ…
ମଝି ଆକାଶରେ ଧକ୍କା ହେଲା ବିମାନ ଓ ହେଲିକପ୍ଟର, ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି
ଆମେରିକାରେ ବଡ଼ ବିମାନ ଦୁର୍ଘଟଣା । ମଝି ଆକାଶରେ ଧକ୍କା ହେଲା ବିମାନ ଓ ହେଲିକପ୍ଟର । ରେଗନ ଏୟାରପୋର୍ଟ ନିକଟରେ ଘଟିଛି ଦୁର୍ଘଟଣା । ଆକାଶରେ ଅଘଟଣ ପରେ ନଦୀକୁ ଖସିପଡିଛି ବିମାନ। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମରୁ ୨ ଜଣଙ୍କ ମୃତଶରୀର…
କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଲିବେରାଲ ପାର୍ଟି ନେତ୍ରୀ ରୁବି ଢାଲା
କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଲିବେରାଲ ପାର୍ଟି ନେତ୍ରୀ ରୁବି ଢାଲା ରହିଛନ୍ତି। ଭାରତ ସହ ସମ୍ପର୍କ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଣେ ବ୍ୟବସାୟୀ, ଚିକିତ୍ସକ ତଥା ୩ ଥର ପାର୍ଲାମେଣ୍ଟ ସଦସ୍ୟ ହୋଇଥିବା ରୁବିଙ୍କର କାନାଡା…
ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବେ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ କ୍ରମାଗତ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ବାଂଲାଦେଶକୁ ବଡ ଝଟକା ଦେଇଛନ୍ତି ଟ୍ରମ୍ପ ପ୍ରଶାସନ । ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ…
ଆମେରିକାର ପ୍ରତିରକ୍ଷା ହେଲେ ମନ୍ତ୍ରୀପିଟ୍ ହେଗସେଥ
ପିଟ୍ ହେଗସେଥ ଆମେରିକାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଆମେରିକାର ସିନେଟ ପିଟ ହେଗସେଥଙ୍କ ନାମକୁ ଅନୁମୋଦନ କରିଛି। ପେଣ୍ଟାଗନର ନେତୃତ୍ୱ ନେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ପିଟ ବହୁତ କଷ୍ଟରେ ଅନୁମୋଦନ ପାଇଛନ୍ତି।
ପ୍ରକୃତରେ, ପିଟ ଜଣେ ମହିଳାଙ୍କୁ…
ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା , ଜନ୍ମଜାତ ପ୍ରମାଣପତ୍ର ନେଇ ନୂଆ ନିୟମ ଉପରେ ରୋକ ଲଗାଇଛନ୍ତି କୋର୍ଟ
କ୍ଷମତାକୁ ଆସୁ ଆସୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ନୂଆ ଆଇନ ଆଣୁଛନ୍ତି । ଯାହାକୁ ନେଇ ଆମେରିକା ସମେତ ସାରା ବିଶ୍ବର ବିତର୍କ ଆରମ୍ଭ ହୋଇଯାଇଛି । ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସରେ ହ୍ବୂାଇଟହାଉସର କୋଠର ଆଭିମୁଖ୍ୟ ଦେଖିବାକୁ ମିଳୁଛି । ଓଭାଲ ଅଫିସରୁ ଟ୍ରମ୍ପ ଜାରି କରିଛନ୍ତି…
ଆକ୍ସନ ମୋଡରେ ଡୋନାଲ୍ଡ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ନିଷ୍ପତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ପ୍ରଥମ ଦିନରେ ସେ 78ଟି ନିଷ୍ପତ୍ତିକୁ ବାତିଲ କରିଥିଲେ। ଆମେରିକା-ମେକ୍ସିକୋ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ଏହା…
ଋଷିଆକୁ ଯୁଦ୍ଧ ସମାପ୍ତ କରିବାକୁ ଅନୁରୋଧ କଲେ ଡୋନାଲ୍ଡ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି । କାରଣ ଶପଥ ଗ୍ରହଣ ପରେ ସେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଦୁଇ ମହାଶକ୍ତି ଥରି ଉଠିଛନ୍ତି । ଆମେରିକା ଦଖଲ କରିବା ପରେ ଟ୍ରମ୍ପଙ୍କ ମନୋଭାବ ଦେଖାଇବା ଆରମ୍ଭ କରିଛନ୍ତି । ଶପଥ ଗ୍ରହଣ ପରେ…
ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,"ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ୪୭ତମ…
ଡୋନାଲ୍ଡ ଟ୍ରମ୍ପ ୪୭ତମ ଆମେରିକା ରାଷ୍ଟ୍ରପତି ଭାବରେ ଶପଥ ନେଲେ
ସୋମବାର ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର 47ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ, ଦେଶକୁ ପୁନଃଗଠନ କରିବାର ବ୍ୟାପକ ପ୍ରତିଶ୍ରୁତି ସହିତ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ଥଣ୍ଡା ପାଗ ଯୋଗୁଁ କ୍ୟାପିଟଲ ରୋଟୁଣ୍ଡାରେ ଘର ଭିତରେ ଆୟୋଜିତ ଏହି ସମାରୋହ ଏକ ଐତିହାସିକ ମୁହୂର୍ତ୍ତ…