Trending
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
Browsing Category
World
All world wide news update will uploaded
ମିଆଁମାରରେ ଭୟଙ୍କର ଭୂମିକମ୍ପ
ମିଆଁମାରରେ ଭୟଙ୍କର ଭୂମିକମ୍ପ । ଶୁକ୍ରବାର ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା…
ବୁଡ଼ିଗଲା ପର୍ଯ୍ୟଟନ ବୁଡ଼ାଜାହାଜ 6 ମୃତ
ଗୁରୁବାର (୨୭ ମାର୍ଚ୍ଚ) ସକାଳେ ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ଏହି ୬ ଜଣଯାକ ରୁଷ ନାଗରିକ ବୋଲି ଜଣାପଡିଛି । ତେବେ କାଇରୋରେ ଥିବା ରୁଷ ଦୂତାବାସ ପକ୍ଷରୁ…
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବିଶ୍ୱ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବିଶ୍ୱ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିଛି। ଏହା ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଭାରତ ମଧ୍ୟ ଏପ୍ରିଲ ୨ ତାରିଖରୁ ଟ୍ରମ୍ପଙ୍କ ପ୍ରତିଶୋଧମୂଳକ ଶୁଳ୍କର ବିପଦର ସମ୍ମୁଖୀନ ହେଉଛି। ଟ୍ରମ୍ପ…
କିଭ୍ ଉପରେ ଋଷର ଡ୍ରୋନ ଆଟାକ୍ କଲା ରୁଷ୍
ପୁଣି ବଢିଲା ରୁଷ୍ ୟୁକ୍ରେନ ବିବାଦ । ମାର୍ଚ୍ଚ ୨୨ ତାରିଖରେ ରୁଷ ବାୟୁସେନା କିଭ୍ ଉପରେ ଡ୍ରୋନ ମାଡ଼ କରିବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବଢିଛି ଟେନସନ୍ । ରୁଷର ୧୭୯ ଡ୍ରୋନ୍ ମଧ୍ୟରୁ ୧୦୦ଟି ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ବାହିନୀ ନଷ୍ଟ କରିଦେଇଥିବାର ଦାବି କରିଛି । ଏହା ପୂର୍ବରୁ…
ବେଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ବିଶାଳ ପ୍ରତିବାଦ ଆରମ୍ଭ, ସବୁଠାରୁ ବଡ଼ ନେତା ମହରଙ୍ଗ ବାଲୁଚ୍ ଗିରଫ
ବେଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ବିଶାଳ ପ୍ରତିବାଦ ଆରମ୍ଭ ହୋଇଛି। ପ୍ରଦେଶର ଡଜନ ଡଜନ ସ୍ଥାନରେ ଲୋକମାନେ ପାକିସ୍ତାନ ଏବଂ ପାକିସ୍ତାନ ସେନା ବିରୋଧରେ ପ୍ରତିବାଦ କରିଛନ୍ତି। ସେମାନଙ୍କୁ ହଟାଇବା ପାଇଁ ପାକିସ୍ତାନ ସେନା ଲାଠିଚାର୍ଜ କରୁଛି। ଏପର୍ଯ୍ୟନ୍ତ ବହୁ ଲୋକଙ୍କୁ ଗିରଫ କରାଯାଇଛି।…
ଆଜି ବିଶ୍ୱ ଆର୍ଥ ଆଓ୍ବାର ପାଳନ ହେବ
୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍ ଲାଇଟ୍ଗୁଡ଼ିକୁ ବନ୍ଦ କରିବେ। ଜଳବାୟୁ ସୁରକ୍ଷା ଦିଗରେ ଉଦାହରଣ ସୃଷ୍ଟି…
ବିଶ୍ୱରେ ସବୁଠୁ ଖୁସି ଦେଶ ଫିନଲ୍ୟାଣ୍ଡ୍
ବିଶ୍ୱରେ ସବୁଠୁ ଖୁସି ଦେଶ ହେଉଛି ଫିନଲ୍ୟାଣ୍ଡ୍ । ଏହି ଦେଶ କ୍ରମାଗତ ଭାବେ ୮ ବର୍ଷ ହେଲା ବିଶ୍ୱ ଖୁସି ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖୁଛି । ଜାତିସଂଘର ଅନ୍ତର୍ଜାତୀୟ ଖୁସି ଦିବସରେ ପ୍ରକାଶିତ ବିଶ୍ୱ ଖୁସି ତାଲିକାରୁ ଏହା ଜଣାଯାଇଛି। ଏହି ରାଙ୍କିଙ୍ଗରେ ଭାରତ ୧୧୮ତମ ସ୍ଥାନରେ…
ସୁନୀତା ୱିଲିୟମ୍ସଙ୍କ ପ୍ରଶଂସା
୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର । ସୁନୀତା ଓ ବୁଚଙ୍କ ସହ ଅନ୍ୟ ୨ କ୍ରୁ ସଦସ୍ୟ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନାନା ମହାକାଶଚାରୀ ନିକ୍ ହେଗ ଫେରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି ।…
9 ମାସ ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୯ ମାସରୁ ଅଧିକ ସମୟ (୨୮୬ ଦିନ) ଧରି ଫସି ରହିଥିବା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍ (ନାସା)ର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ସ୍ପେସ୍ଏକ୍ସ କ୍ୟାପସୁଲ୍ରେ ପୃଥିବୀକୁ ଫେରିବା ଆରମ୍ଭ କରିଛନ୍ତି।…
ମହାକାଶ ଛାଡି ପୃଥିବୀ ଅଭିମୁଖେ ସୁନୀତା
୯ ମାସ ପରେ ଘରକୁ ଫେରୁଛନ୍ତି ସୁନୀତା । ଆସନ୍ତାକାଲି ପୃଥିବୀରେ ପହଞ୍ଚିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶ ବିଜ୍ଞାନୀ ସୁନୀତା ୱିଲିୟମ୍ସ । ସଫଳ ହେଲା ଡ୍ରାଗନ ସ୍ପେଶ୍ କ୍ରାଫ୍ଟ୍ର ଅନଡକିଂ ପ୍ରକ୍ରିୟା । ପୂର୍ବାହ୍ନ ୧୦ଟା ୩୫ ମିନିଟ୍ରେ ସରିଲା ଅନଡକିଂ ।ମହାକାଶ ଛାଡି ପୃଥିବୀ…