Browsing Category

World

All world wide news update will uploaded

୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ରାଜନୈତିକ ଦଳ ଜମାତ-ଏ-ଇସଲାମୀ,ଭାରତ ସହିତ…

ବାଂଲାଦେଶର ମୌଳବାଦୀ ରାଜନୈତିକ ଦଳ ଜମାତ-ଏ-ଇସଲାମୀ । ୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ କରିଛି ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଇସ୍ତାହାରରେ, ପାର୍ଟି ପଡ଼ୋଶୀ ଦେଶଗୁଡ଼ିକ ସହିତ ସୌହାଦ୍ୟମୂଳକ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି । ଆହୁରି ମଧ୍ୟ ବାଂଲାଦେଶର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି

ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ ।  ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା…

ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ଗ୍ରାମୀ ଆୱାର୍ଡ

ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ଗ୍ରାମୀ ଆୱାର୍ଡ । ୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ସମ୍ମାନଜନକ ଗ୍ରାମୀ ଆୱାର୍ଡ ପ୍ରଦାନ କରାଯାଇଛି। ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଆଲବମ୍ ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଦୋକାନବଜାର ବନ୍ଦ ରହିଥିତ୍ବା ଦେଖାଯାଇଛି।…

ଆସନ୍ତାମାସରେ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଏନେଇ ଛାନିଆ ରେ ପାକିସ୍ତାନ

ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ ମୋଦି ପ୍ରଥମଥର ପାଇଁ ଇସ୍ରାଏଲ ଗସ୍ତ କରିବେ।  …

ପାକିସ୍ତାନ ଯିବାକୁ ହେଲେ, ଦୁଇ ଥର ଚିନ୍ତା କର ବୋଲି ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛି ଟ୍ରମ୍ପ ପ୍ରଶାସନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ହେବାକୁ କେତେ କ’ଣ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ଏବଂ ସେନା ମୁଖ୍ୟ ମୁନୀର । କିନ୍ତୁ ଟ୍ରମ୍ପ ସେମାନଙ୍କୁ ଶକ୍ତ ଝଟକା ଦେଇଛନ୍ତି । ପାକିସ୍ତାନ ଯିବାକୁ ହେଲେ, ଦୁଇ ଥର ଚିନ୍ତା କର ବୋଲି ନିଜ ଦେଶର ନାଗରିକଙ୍କୁ ପରାମର୍ଶ…

ବରଫର ଧଳା ଚାଦର ତଳେ ଆମେରିକା , ନେଲାଣି ୪୨ଜୀବନ

ସବୁ ଆଡେ ବରଫ ଆଉ ବରଫ । ଯୁଆଡେ ଚାହିଁଲେ ବରଫର ଧଳା ଚାଦର । ଆମେରିକାରେ ଗତ ଜାନୁଆରୀ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ଲୋକେ ଅନ୍ଧାରରେ ରହିଛନ୍ତି ।…

ଆମେରିକାରେ ଶୀତକାଳୀନ ଝଡ଼ , ଅସ୍ତବ୍ୟସ୍ତ ଜନଜୀବନ

ଆମେରିକାରେ ଶୀତକାଳୀନ ଝଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବରଫ ଭିତରେ ଲୋକମାନେ ଥରୁଥିବା ବେଳେ ଶୀତଝଡ଼ରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଚଳାଚଳ ବ୍ୟାହତ ହୋଇଛି ଏବଂ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ଅନେକ ବିମାନକୁ ବାତିଲ କରିବାକୁ ପଡ଼ିଛି। ଏହି ସପ୍ତାହ ଶେଷରେ ଆଉ ଏକ…

ଆମେରିକାର ୧୮ ରାଜ୍ୟରେ ବରଫ ଝଡ ନେଇ ସତର୍କ ସୂଚନା ଜାରି ,୯ ହଜାରରୁ ଅଧିକ ଘରୋଇ ଓ ଆନ୍ତର୍ଜାତିକ ଉଡାଣ ରଦ୍ଦ

ଆମେରିକାର ୧୮ ରାଜ୍ୟରେ ବରଫ ଝଡ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦେଶର ପ୍ରାୟ ୨୦ କୋଟି ଲୋକ ଅର୍ଥାତ ଦୁଇ-ତୃତୀୟାଂଶ ଏହି ଝଡ ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସବୁ ରାଜ୍ୟରେ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି । ଏଥିସହ ୯ ହଜାରରୁ…

ଆମେରିକାରେ ଭୀଷଣ ବରଫ ଝଡ଼,୮ ହଜାରରୁ ଅଧିକ ବିମାନ ଉଡାଣ ରଦ୍ଦ

ଆମେରିକାରେ ଭୀଷଣ ବରଫ ଝଡ଼ କାରଣରୁ ୮ ହଜାରରୁ ଅଧିକ ବିମାନ ଉଡାଣ ରଦ୍ଦ କରାଯାଇଛି। ଏହି ଝଡ଼ ଯୋଗ ଦେଶର ବିସ୍ତୃତ ଅଞ୍ଚଳରେ ବିଦ୍ୟୁତ କାଟ୍ ଓ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ବରଫ ଝଡ ପାଇଁ ନ୍ୟୁ ମେକ୍ସିକୋରୁ ଆରମ୍ଭ କରି ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ପାଖାପାଖି…