Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
World
All world wide news update will uploaded
ବୁଲେଟ ଟ୍ରେନରେ ବୁଲିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଟୋକିଓରୁ ସେଣ୍ଡାଇ ବୁଲେଟ ଟ୍ରେନରେ ଯାତ୍ରା କରିଥିଲେ। ଉଭୟ ନେତା ସୋସିଆଲ ମିଡିଆରେ ସେମାନଙ୍କ ଯାତ୍ରାର ଫଟୋ ଶେୟାର କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ…
ଟ୍ରମ୍ପଙ୍କ ଟାରିଫ ଦ୍ବାରା ଭାରତର ଅର୍ଥନୀତି ପ୍ରଭାବିତ ହୋଇନାହିଁ, ଏପ୍ରିଲ-ଜୁନ ରେ ଭାରତର ଜିଡିପି ବୃଦ୍ଧି ହାର…
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ ଘରୋଇ ଉତ୍ପାଦ) ବୃଦ୍ଧି ହାର…
୨୦୩୮ ମସିହା ସୁଦ୍ଧା ଭାରତ ୩୪.୨ ଟ୍ରିଲିୟନ୍ ଡଲାର ସହିତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବ
ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି ଆମେରିକା । ହେଲେ ଏହାର ପ୍ରଭାବ କିନ୍ତୁ ଭାରତୀୟ ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇବନି । ଏକଥା ଆମେ କହୁନୁ ବରଂ EY ଇଣ୍ଡିଆ ରିପୋର୍ଟରେ ଏହି କଥାକୁ ଆକଳନ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୩୮ ମସିହା ସୁଦ୍ଧା ଭାରତ ୩୪.୨…
ଟ୍ରମ୍ପଙ୍କ ଫୋନ ଉଠାଉନାହାନ୍ତି ମୋଦୀ
ଜର୍ମାନ ଖବରକାଗଜ ଫ୍ରାଙ୍କଫର୍ଟର ଅଲଗେମାଇନରେ ବାହାରିଥିବା ଏକ ଆଲ୍ଲେଖ୍ୟ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଖବରକାଗଜରେ ଲେଖା ଯାଇଥିଲା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାରିଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦୀଙ୍କ ତାଙ୍କ…
ୟେମେନ ରାଜଧାନୀରେ ଇସ୍ରାଏଲର ଏୟାରଷ୍ଟ୍ରାଇକ
ଇରାନ ସମର୍ଥତ୍ତ ୟେମେନ୍ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍ ରାଜଧାନୀ ସାନା ଉପରେ ଜୋର୍ଦାର ବୋମାମାଡ଼ କରିଛି। ଗତ ୧୭ ତାରିଖର ଆକ୍ରମଣ ପରେ ରବିବାର ହୁଟିଙ୍କ ଅକ୍ତିଆରରେ ଥିବା ସାନା ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ…
ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ଅଭିଯୋଗ
ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି ନିଆଁ ଲଗାଇଛି। ରୁଷିଆର ଅଧିକାରୀମାନେ କହିଛନ୍ତି ଯେ ରାତାରାତି ହୋଇଥିବା…
ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ଶ୍ରମିକ ଭିଜା ପ୍ରଦାନକୁ ନିଷେଧ କରିଛନ୍ତି
ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ସମସ୍ତ ପ୍ରକାରର ଶ୍ରମିକ ଭିଜା ପ୍ରଦାନକୁ ତୁରନ୍ତ ନିଷେଧ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର (୨୧ ଅଗଷ୍ଟ ୨୦୨୫) ଏହା ଘୋଷଣା କରିଛନ୍ତି। ଭାରତରୁ ଅବୈଧ ଭାବରେ ଆମେରିକା ଯାଇଥିବା ଜଣେ ବ୍ୟକ୍ତିଙ୍କ…
ଆମେରିକାକୁ ଆଉ ବିଶ୍ୱାସ କରାଯାଇପାରିବ ନାହିଁ – ଆମେରିକୀୟ ଅର୍ଥନୀତିଜ୍ଞ
ଆମେରିକା ଟାରିଫ ନୀତିକୁ ନେଇ ଟ୍ରମ୍ପଙ୍କୁ ଆମେରିକାରେ ବିରୋଧ । ଅର୍ଥନୀତିଜ୍ଞ ଜେଫ୍ରି ସାକ୍ସ ଆମେରିକାର ଭାରତ ଉପରେ ଟାରିଫ୍ ଲଗାଇବାକୁ ନିଷ୍ପତ୍ତିକୁ ଆମେରିକା ବିଦେଶୀ ନୀତିର ସବୁଠାରୁ ମୂର୍ଖତାପୂର୍ଣ୍ଣ ଚାଲ ବୋଲି ନିନ୍ଦା କରିଛନ୍ତି। ସାକ୍ସ କହିଛନ୍ତି, ଭାରତ ଉପରେ ଟାରିଫ୍ ଆମେରିକା…
ପୁଟିନଙ୍କ ସହ ଫୋନ୍ରେ ଆଲୋଚନା କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସଂପର୍କରେ ମୁଖ୍ୟତଃ କଥାବାର୍ତ୍ତା ହୋଇଛି। ଏହି ସାକ୍ଷାତ ଭାରତ, ରୁଷିଆ…
ପାକିସ୍ତାନକୁ ଆଉ ଏକ ପଣଡ଼ୁବୀ ଜାହାଜ ହସ୍ତାନ୍ତର କଲା ଚାଇନା
ଚାଇନା ପାକିସ୍ତାନକୁ ଆଠଟି ହଙ୍ଗୋର ଶ୍ରେଣୀ ପଣଡୁବୀ ମଧ୍ୟରୁ ତୃତୀୟଟି ହସ୍ତାନ୍ତର କରିଛି, ଯାହା ଭାରତର ନିକଟବର୍ତ୍ତୀ ହିନ୍ଦୁ ମହାସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ଚାଇନାର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ, ଏହି ପଣଡୁବୀର ଜଳାବତରଣ…