Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
World
All world wide news update will uploaded
ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣ,୫ ମୃତ
ପାକିସ୍ତାନର ଉତ୍ତମ-ପଶ୍ଚିମ ଇଲାକାରେ ଥିବା ଏକ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଏହି ବୋମା ବିସ୍ଫୋରଣରେ ୫ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଏକ ବରିଷ୍ଠ ପୋଲିସ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ ଏହାକୁ ନେଇ ସୂଚନା…
ନେପାଳରେ ସକାଳୁ ଭୂକମ୍ପ ଅନୁଭୂତ
ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଥର ପାଇଁ କାଠମାଣ୍ଡୁ ନିକଟରେ ଏବଂ ଦ୍ୱିତୀୟ ଥର ପାଇଁ ବିହାର ସୀମା ନିକଟରେ…
ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ରହିଛି। ଏହାର କେନ୍ଦ୍ରସ୍ଥଳ ଉତ୍ତର ସୁଲାୱେସି ପ୍ରଦେଶ ନିକଟସ୍ଥ ଉପକୂଳରେ ଥିଲା। USGS ଏଜେନ୍ସି ଅନୁଯାୟୀ, ଭୂମିକମ୍ପଟି ବୁଧବାର ସକାଳ ୬.୫୫ରେ ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଆସିଥିଲା।…
ପାକିସ୍ତାନରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ଯାଚ ପୂର୍ବରୁ ବାଜିଲା ଭାରତର ଜାତୀୟ ସଙ୍ଗୀତ
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଲାହୋର ଗଦାଫି ଷ୍ଟାଡିୟମରେ ଖେଳ ଚାଲିଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ମ୍ୟାଚ…
ପ୍ରଥମ ମ୍ୟାଚ୍ରେ ହାରିଲା ପାକିସ୍ତାନ
ନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଉଦ୍ଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ୬୦ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଓ୍ବିଲ୍ ୟଙ୍ଗ୍ ଓ ଟମ୍ ଲଥାମଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୫ ଉଇକେଟ ହରାଇ ୩୨୦ ରନ କରିଥିଲା। ୩୨୧ ବିଜୟ ଲକ୍ଷ୍ୟରେ…
ଲ୍ୟାଣ୍ଡିଂ ବେଳେ ଓଲଟିପଡିଲା ଯାତ୍ରୀବାହି ବିମାନ
କାନାଡାର ଟୋରଣ୍ଟୋ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ବିମାନବନ୍ଦରରେ ଓଲଟି ପଡ଼ିଥିଲା। ଏହି ବିମାନରେ ମୋଟ ୮୦ଜଣ ଯାତ୍ରୀ ଥିଲେ। କୁହାଯାଉଛି ଯେ ଦୁର୍ଘଟଣାରେ ୧୮ଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ ନିକଟସ୍ଥ…
ଚାମ୍ପିଅନ୍ସ ଟ୍ରଫି ପାଇଁ ସମସ୍ତ ଦେଶର ପତାକା ଲାଗିଥିବା ବେଳେ ଲାଗିନି ଭାରତୀୟ ପତାକା
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହେଉଛି । ହେଲେ ଏହା ପୂର୍ବରୁ ବିବାଦ ସାମ୍ନାକୁ ଆସିଛି । କେବେ ଷ୍ଟାଡିୟମକୁ ନେଇ ତ କେବେ ଆୟୋଜନକୁ ନେଇ । ଏବେ ପତାକାକୁ ନେଇ ନୂଆ ବିବାଦ ଦେଖାଦେଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ କରାଚିର ନ୍ୟାସନାଲ ଷ୍ଟାଡିୟମରେ…
ହଠାତ୍ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା
କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍ ରାଇଟର ଶକିରା ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର ରାଜଧାନୀ ଲିମାରେ ହେବାକୁ ଥିବା ଶକିରାଙ୍କ ବହୁ ପ୍ରତୀକ୍ଷିତ ମ୍ୟୁଜିକ୍ କନ୍ସର୍ଟକୁ ବାତିଲ କରିବାକୁ ପଡ଼ିଛି। ଏନେଇ ଶକିରା ଏକ୍ସ’ରେ ଏକ…
ଆମେରିକାରେ ପ୍ରବଳ ବର୍ଷା ଯୋଗୁଁ କିଛି ନଦୀରେ ବନ୍ୟା
ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିଛି। ଏଥିପାଇଁ ଏପର୍ଯ୍ୟନ୍ତ ୯ଜଣ ଲୋକଙ୍କ ଜୀବନ ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ,…
ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ହତ୍ୟା
ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ରବିବାର ଦକ୍ଷିଣ ଆଫ୍ରିକାର ଗକେବରହା ସହରରେ ଗୁଳିକରି ହତ୍ୟା କରାଯାଇଛି। ୧୯୯୬ରେ ବିଶ୍ୱର ପ୍ରଥମ ଇମାମ ଭାବେ ସେ ସର୍ବସାଧାରଣରେ ନିଜ ସମଲିଙ୍ଗୀ ପରିଚୟକୁ ସ୍ବୀକାର କରିଥିଲେ। ମୁହସିନ ଗକେବରହା ସହରସ୍ଥିତ ବେଥେଲ୍ଡର୍ପଠାରେ ନିଜ…