Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
World
All world wide news update will uploaded
ଶେଖ ହସିନାଙ୍କୁ ପଳାତକ ଘୋଷଣା କଲେ କୋର୍ଟ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଢାକା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ଚଳିତ ବର୍ଷ ଦାୟର ହୋଇଥିବା ଏକ ଦେଶଦ୍ରୋହ ମାମଲାରେ ଶେଖ ହସିନାଙ୍କ ସହିତ ଅନ୍ୟ ୨୬୦ ଜଣଙ୍କୁ ପଳାତକ ଘୋଷଣା କରାଯାଇଛି।…
ଚାଇନା ଉପରୁ ଟାରିଫ୍ ହଟାଇଲେ ଟ୍ରମ୍ପ
ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନା ଉପରୁ ଟାରିଫ୍ ବା ଶୁଳ୍କ ହ୍ରାସ କରିଛନ୍ତି।
ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଏକ ସାକ୍ଷାତ ହୋଇଥିଲା।…
ବାୟୁ ପ୍ରଦୂଷଣ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି, ଯାହା ଭାରତରେ ମୃତ୍ୟୁର ଏକ ପ୍ରମୁଖ କାରଣ – WHO
WHO ସହଯୋଗରେ ପ୍ରସ୍ତୁତ ‘ଦ ଲାନସେଟ୍ କାଉଣ୍ଟଡାଉନ୍ ରିପୋର୍ଟ’ ଅନୁଯାୟୀ, ବାୟୁ ପ୍ରଦୂଷଣ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି, ଯାହା ଭାରତରେ ମୃତ୍ୟୁର ଏକ ପ୍ରମୁଖ କାରଣ।
ନିକଟରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଭାରତରେ କେବଳ PM ୨.୫ ଭଳି କ୍ଷୁଦ୍ର କଣିକା…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ
ଦୀପାବଳିର ବିଶେଷ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, "ରାଷ୍ଟ୍ରପତି…
ଆଜିଠୁ ଏଚ୍-୧ବି ଭିସା ପାଇଁ ନୂତନ ନିୟମ ଲାଗୁ
ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସେପ୍ଟେମ୍ବର ମାସରେ ସେ ଏଚ୍-୧ବି ଭିସା ପାଇଁ ନିୟମ ପରିବର୍ତ୍ତନ କରିଥିଲେ, ଯାହା ଆଜିଠୁ ଲାଗୁ ହୋଇଛି। ନୂତନ ନିୟମ ଅନୁଯାୟୀ, ଏବେ କିଛି ଏଚ୍-୧ବି ଭିସା ଧାରକ ଆଉ ଅଣ-ପ୍ରବାସୀ ଶ୍ରମିକ…
ଅସ୍ତ୍ରବିରତି ଘୋଷଣା କଲେ ପାକିସ୍ତାନ ଓ ଆଫଗାନିସ୍ତାନ
ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୀଷଣ ସଂଘର୍ଷ ପରେ ଉଭୟ ରାଷ୍ଟ୍ର ଆଜି କତର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି। ଆଲୋଚନାର ପ୍ରଥମ ପର୍ଯ୍ୟାୟରେ ଅସ୍ତ୍ରବିରତି ସମୟସୀମା ବଢ଼ାଇବାକୁ ସହମତି ପ୍ରକାଶ ପାଇଛି। ସୀମାନ୍ତରେ ଲାଗିରହିଥିବା ତିକ୍ତତା ଓ ସଂଘର୍ଷର ସମାଧାନ…
ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ,ମିଣ୍ଡାନାଓ ଅଞ୍ଚଳରେ ୬.୧ ତୀବ୍ରତାର ଭୂମିକମ୍ପ ରେକର୍ଡ
ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର (ଅକ୍ଟୋବର ୧୭, ୨୦୨୫) ମିଣ୍ଡାନାଓ ଅଞ୍ଚଳରେ ୬.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି, ଯାହା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଦ୍ୱାରା ନିଶ୍ଚିତ କରାଯାଇଛି। ଗୋଟିଏ ସପ୍ତାହ ପୂର୍ବରୁ, ଫିଲିପାଇନ୍ସର…
ଗାଜରେ ଶାନ୍ତିର ସୂର୍ଯ୍ୟାେଦୟ, ଯୁଦ୍ଧ ବନ୍ଦ ହେବ ?
ଶେଷରେ ଶାନ୍ତ ପଡ଼ିଲା ଗାଜା । ଆମେରିକାର ହସ୍ତକ୍ଷେପ ପରେ ଶାନ୍ତି ପ୍ରତିଷ୍ଠାର ବାଟ ଫିଟିଛି । ଏ ଅବସରରେ ଗାଜା ଶାନ୍ତି ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଏହା ମଧ୍ୟ-ପ୍ରାଚ୍ୟ ବାହାରେ ବିଶ୍ୱ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଶାନ୍ତି…
ଇସ୍ରାଏଲରେ ଟ୍ରମ୍ପଙ୍କୁ ବିରୋଧ
ଇସ୍ରାଏଲରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଦୁଇ ଜଣ ସାଂସଦ, ଏମାନ ଓଡେ ଏବଂ ଓଫର କାସିଫ, ହଙ୍ଗାମା ସୃଷ୍ଟି କରିଥିଲେ ଓ ତାଙ୍କୁ ବିରୋଧ କରିଥିଲେ । ସେମାନେ ଟ୍ରମ୍ପଙ୍କୁ ଉପରେ ନରସଂହାର ସଙ୍କେତ ଦେଖାଇ…
ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧ ଶେଷ ହେବ
ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗାଜାରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ। ଇଜିପ୍ଟର ଶାର୍ମ…