Browsing Category

World

All world wide news update will uploaded

ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ

ମେଟ୍ରୋ ଟିଭି ଓଡିଶା,୪/୨ : ଆଜିଠୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ। ଚୀନର ବେଜିଂରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା-୨୦୨୨। ୯୧ଟି ଦେଶରୁ ପାଖାପାଖି ୩ ହଜାର କ୍ରୀଡାବିତ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଛନ୍ତି। ଆସନ୍ତା ୨୦ ତାରିଖରେ କ୍ରୀଡ଼ା ଉଦଯାପିତ ହେବ। ଚୀନ୍…

ଆଜି ବିଶ୍ୱ କର୍କଟ ଦିବସ

ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରତିବର୍ଷ ଫେବ୍ରୁଆରୀ ୪ତାରିଖରେ ପାଳନ ହୁଏ ବିଶ୍ୱ କର୍କଟ ଦିବସ । ସମଗ୍ର ବିଶ୍ୱରେ କର୍କଟ ଭଳି ବ୍ୟଙ୍କର ରୋଗକୁ ନିରାକରଣ କରିବାକୁ ଏହି ଦିବଦରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ସବୁ ଅନୁଷ୍ଠିତ କରାଯାଏ । ପାଶ୍ଚାତ୍ୟ ଦେଶ ଆମେରିକାରେ ପୁରୁଷଙ୍କୁ ହେଉଥିବା…

ବଢୁଛି ୟୁକ୍ରେନ-ଋଷ ବିବାଦ ତ୍ରିବ୍ର ହେବାରେ ଲାଗିଛି ୟୁକ୍ରେନ ରୁଷ ବିବାଦ ,ବିଦେଶ ମାଟିରେ ଆମେରିକା ସୈନିକ ବୃଦ୍ଧି…

ମେଟ୍ରୋ ଟିଭି ଓଡିଶା,୩/୨ : ପୁଣି ଥରେ ବିଦେଶ ମାଟିରେ ଆମେରିକା ସୈନିକ ଉପସ୍ଥିତି ବୃଦ୍ଧି ପାଇବାକୁ ଯାଉଛି । କିଛି ମାସ ପୂର୍ବେ ଲଜ୍ଜାଜନକ ଭାବେ ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରି ଅପବାଦ ମୁଣ୍ଡାଇଥିବା ଆମେରିକା ପୁଣି ଥରେ ପୂର୍ବ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି…

ଧରାପଡିଲା ଚୀନର ଚାଲାଖି , ଗଲୱାନ ସଂର୍ଘଷରେ ପ୍ରାଣ ହରାଇଛନ୍ତି ୩୮ କିନ୍ତୁ ଦର୍ଶାଇଛି ମାତ୍ର ୪

ମେଟ୍ରୋ ଟିଭି ଓଡିଶା,୩/୨ : ୨୦୨୦ ଜୁନ୍ ରେ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୮ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଅଷ୍ଟ୍ରେଲୀୟ ଖବରକାଗଜ ‘ଦ କ୍ଲାକ୍ସନ୍’ରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରୁ ଏହା ଜଣା ପଡିଛି । ଏହି ସଂଖ୍ୟା…

ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ,୨୪ଜଣ ମୃତ

ମେଟ୍ରୋ ଟିଭି ଓଡିଶା,୨/୨ : ପ୍ରବଳ ବର୍ଷା ଯୋଗୁ ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ ହୋଇଛି । ଇକ୍ୱାଡୋରର ରାଜଧାନୀ କ୍ୱିଟୋରେ ଭୂସ୍ଖଳନ ଯୋଗୁଁ ୨୪ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ଏହି ଭୂସ୍ଖଳନ ହୋଇଥିବା ଯୋଗୁଁ ଅନେକ ଘର ମଧ୍ୟନଷ୍ଟ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ…

ବିଶ୍ୱ କୁଷ୍ଠ ନିରାକରଣ ଦିବସ : ରାଜ୍ୟରେ ଅବହେଳିତ ଅବସ୍ଥାରେ କୁଷ୍ଠ ରୋଗୀ

ମେଟ୍ରୋ ଟିଭି ଓଡିଶା,୩୦/୧ : ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ । ଏହି ଅବସରରେ ସାରା ବିଶ୍ୱରେ ଏହି ରୋଗକୁ ନେଇ ସଚେତନା କରାଯାଉଥିବା ଜଣାପଡିଛି । ଏଭଳି ସ୍ଥଳେ ଏମ୍‌ଡିଟି ଖାଆନ୍ତୁ କୁଷ୍ଠ ହଟାନ୍ତୁ । କୁଷ୍ଠ ହଟିନି କିନ୍ତୁ ଅବ୍ୟବସ୍ଥା ବଢିଛି । ହେଲେ ଅନେକ ସ୍ଥାନରେ ଏବେବି କୁଷ୍ଠ ରୋଗୀ…

ଚୀନର ନୂଆ ନିୟମ : ପିଲା ଜନ୍ମ କର ପଇସା ନିଅ

ମେଟ୍ରୋ ଟିଭି ଓଡିଶା,୩୦/୧ : ଜନସଂଖ୍ୟା ଅଭିବୃଦ୍ଧିର ମନ୍ଥର ଗତିକୁ ନେଇ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଚୀନ୍ ସରକାର ପରିବାର ଯୋଜନା ନିୟମକୁ କୋହଳ କରିଛନ୍ତି । ଏହି ନୂଆ ନିୟମ ଅନୁୟାୟୀ ବର୍ତ୍ତମାନ ଚାଇନାରେ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିପାରିବେ ।…

Russia ଉତ୍ତେଜନାକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଅତ୍ୟଧିକ ଆତଙ୍କିତ ହୋଇପଡିଛନ୍ତି

ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ବୁଡ଼ି ଯାଉଥିବା ଟାଇଟାନିକ ନୁହେଁ ଏବଂ ୱାଶିଂଟନ ଏବଂ ଗଣମାଧ୍ୟମକୁ ଆତଙ୍କିତ କରିଛି। ରାସ୍ତାରେ କ tank ଣସି ଟାଙ୍କି ନଥିବାବେଳେ ଅର୍ଥନୀତି ଉପରେ ଭାରି ପଡିଥିବା ଆତଙ୍କ ୟୁକ୍ରେନ ଉପରେ ପୂର୍ବ-ପଶ୍ଚିମ ବିବାଦରେ କ୍ରେମଲିନ୍ର ମୁଖ୍ୟ ସୁରକ୍ଷା…

ଦ୍ରୁତତମ ଇଲେକ୍ଟ୍ରିକ ବିମାନ

ମେଟ୍ରୋ ଟିଭି ଓଡିଶା,୨୮/୧ : ବିଶ୍ୱର ବୃହତ୍ତମ କମ୍ପାନୀ ରୋଲ୍ସ-ରୋଏସ ଦ୍ରୁତତମ ଇଲେକ୍ଟ୍ରିକ ବିମାନ ପ୍ରସ୍ତୁତ କରିଛନ୍ତି । ଏହି ବିମାନ ୬୨୩କି.ମି ବେଗରେ ଉଡିପାରେ । ଏହି ବିମାନର ନାମ ହେଉଛି ସ୍ପିରିଟ ଅଫ ଇନୋଭେସନ । ସୂଚନା ଅନୁସାରେ ପରୀକ୍ଷଣରେ ଏହି ବିମାନଟି ମାତ୍ର ୧୧ମିନିଟରେ…

ବିଶ୍ୱରେ କୋଟିପତିଙ୍କ ୧୧ତମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ

ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନାର ପ୍ରଭାବରେ ବହୁ କୋଟିପତିଙ୍କ ସମ୍ପତ୍ତି ହ୍ରାସ ପାଇଛି । ଦୁନିଆର ୧୦ ଆରବପତିଙ୍କ ମଧ୍ୟରୁ ୯ ଜଣଙ୍କ ସମ୍ପତ୍ତିରେ ଚଳିତ ବର୍ଷ ୧୩୫ ଆରବ ଡଲାରରୁ ଅଧିକ ହ୍ରାସ ହୋଇଛି । କେବଳ ୱାରେନ୍ ବଫେଟ୍ ଏକ ମାତ୍ର ଧନୀ ବ୍ୟକ୍ତି ଯାହାଙ୍କର ସମ୍ପତ୍ତିରେ ୧.୩୮…