Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
World
All world wide news update will uploaded
ଭୂକମ୍ପରରେ ଥରିଲା ଜୟପୁର
ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ଆଜି ରାଜସ୍ଥାନର ଜୟପୁରରେ ସକାଳେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।
ଜାତୀୟ ଭୂତତ୍ତ୍ୱ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଜୟପୁରରେ ସକାଳ ୮ଟା୦୧ ମିନିଟରେ ଭୂକମ୍ପ!-->!-->!-->!-->!-->!-->!-->…
ୟୁରୋପରୁ ଟଳିବ କି ଯୁଦ୍ଧ ବିପଦ?
ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ୟୁକ୍ରେନ ବିବାଦର ହେବ କି ଶାନ୍ତିପୂର୍ଣ୍ଣ ସମାଧାନ । ଋଷ ୟୁକ୍ରେନ୍!-->!-->!-->!-->!-->…
ସମୁଦ୍ର ମଝିରେ ଜଳିଲା କାର
ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ଗତକାଲି ‘ଫୋକ୍ସ୍ ୱାଗେନ୍ ଗ୍ରୁପ୍’ର ହଜାର ହଜାର କାର୍ ବୋହି ନେଇଯାଉଥିବା ପାନାମାର ପ୍ରକାଣ୍ଡ ମାଲ୍ବାହୀ ଜାହାଜ ‘ଦି ଫେଲିସିଟି ଏସ୍’ରେ ‘ଆଟ୍ଲାଣ୍ଟିକ୍ ସାଗର ମଧ୍ୟସ୍ତ ଆଜୋରିଜ୍ ଦ୍ଵୀପପୁଞ୍ଜ ନିକଟରେ ନିଆଁ ଲାଗିଯାଇଛି। ଉକ୍ତ!-->!-->!-->…
ବନ୍ଦ ହେଲା ସିଡ୍ନିର ବେଳାଭୂମି
ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :
ବନ୍ଦ ହେଲା ସିଡ୍ନିର ବେଳାଭୂମି । ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା। ମିଳିଥିବା ସୂଚନା ଅନୁସାରେ , ଗତକାଲି ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍ ଦୂର!-->!-->!-->…