Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
World
All world wide news update will uploaded
ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ
ମେଟ୍ରୋ ଟିଭି ଓଡିଶା,୧୭/୧: ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଟି ତେଲ ଟ୍ୟାଙ୍କର ଭସ୍ମୀଭୂତ ହୋଇଛି। ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଆବୁଧାବି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ନୂଆ ନିର୍ମାଣ ସ୍ଥଳ!-->!-->!-->…
ପ୍ରଶାନ୍ତ ମହାସାଗରରେ ଆଗ୍ନେୟ ଉଦ୍ଗୀରଣ , ବିଶ୍ୱକୁ ସୁନାମୀ ଭୟ
ମେଟ୍ରୋ ଟିଭି ଓଡିଶା,୧୬/୧: ସମୁଦ୍ର ଭିତରୁ ବାହାରିଲା ଅଗ୍ନି । ପ୍ରଶାନ୍ତ ମହାସାଗର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ବିପଦ ଦେଖାଦେଇଛି। ସମୁଦ୍ର ମଧ୍ୟରେ ଆଗ୍ନେୟଗିରି ଉଦ୍ଗୀରଣ ବିଶ୍ୱର ଅଧିକାଂଶ ଦେଶକୁ ସୁନାମୀ ଆଲର୍ଟ। ଆଲାସ୍କା ଠାରୁ ପ୍ରାୟ ୧୦ହଜାର କିମି!-->!-->!-->…
ଦାଉଦଙ୍କ ପୁତୁରା ସୋହେଲ କସକର ଆମେରିକାରୁ ଫେରାର
ମେଟ୍ରୋ ଟିଭି ଓଡିଶା,୧୩/୧: ଆମେରିକାର କବଜାରେ ଥିବା କୁଖ୍ୟାତ ଅଣ୍ଡରୱାଲଡ ଡନ ଦାଉଦ ଇବ୍ରାହିମର ପୁତୁରା ସୋହେଲ କସକର ପାକିସ୍ତାନକୁ ଖସି ପଳାଇଯାଇଛି । ଦୁବାଇ ବାଟ ଦେଇ ସେ ପାକିସ୍ତାନ ପଳାଇଯାଇଥିବା ସଂଦେହ କରାଯାଉଛି ।
ଡ୍ରଗ୍ସ କାରବାର ଓ ଆତଙ୍କବାଦ ମାମଲାରେ ଆମେରିକୀୟ!-->!-->!-->!-->!-->…
କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍
ମେଟ୍ରୋ ଟିଭି ଓଡିଶା,୧୩/୧: ଚୀନର ବିଭିନ୍ନ ବିଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଦ୍ରୁତ ସଂକ୍ରମଣକୁ କମାଇବା ପାଇ ଚୀନର ଏକ ଅମାନୁଷିକ ପନ୍ଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଉଦ୍ବେଗ ପ୍ରକାଶ କରାଯାଇଛି । ଏହି କରୋନା!-->!-->!-->…
ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ
ମେଟ୍ରୋ ଟିଭି ଓଡିଶା,୧୨/୧: ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି। ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ ହେଲାଣି । ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍!-->…
ବିଶ୍ୱର ୨ୟ ସର୍ବୋଚ୍ଚ ଟାୱାର
ମେଟ୍ରୋ ଟିଭି ଓଡିଶା,୧୦/୧: ବିଶ୍ୱର ସର୍ବୋଚ୍ଚ ଟାୱାର ହେଉଛି ବୁର୍ଜ ଖଲିଫା । ଯାହାର ଉଚ୍ଚତା ୮୨୯.୮ମିଟର ଅର୍ଥାତ ୨,୭୨୨ଫୁଟ କେବଳ ଏହି ଟାୱାରକୁ ଦେଖିବା ପାଇ ବର୍ଷକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ଲୋକ ମାନେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ଏହି ଟାୱରକୁ ଦେଖିବା ପାଇଁ ଦୁବାଇ ଯାଇଥାନ୍ତି!-->…
ବ୍ରାଜିଲ ବୋଟ ଟ୍ରାଜେଡରେ ୧୦କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା
ମେଟ୍ରୋ ଟିଭି ଓଡିଶା,୧୦/୧: ବ୍ରାଜିଲ ବୋଟ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଲା । ଗତକାଲି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଖୋଜ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଳପ୍ରପାତ ତଳେ ବୋଟିଂ ବେଳେ ଅଘଟଣ ଘଟିଥିଲା । ପାହାଡ଼ର ଏକ ଅଂଶ ଧସିବାରୁ ମୃତ୍ୟୁ ହୋଇଛି । ଦକ୍ଷିଣପୂର୍ବ!-->…
ଛୁଇଁଦେଲେ ହଲୁଛି ୧୩୨ଟନ ପଥର
ମେଟ୍ରୋ ଟିଭି ଓଡିଶା,୯/୧: ଛୁଇଁଦେଲେ ହଲୁଛି ପଥର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ପଥରର ଓଜନ ୧୩୨ଟନ ରହିଛି । ଫ୍ରାନ୍ସରେ ରହିଛି ଏହି ପରି ଆଶ୍ଚର୍ଯ୍ୟ ଜନକ ପଥର ।ଯାହା ଅନେକ ହାତୀର ଓଜନ ଠାରୁ ମଧ୍ୟ ଭାରି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏଇଆ ଯେ ଏହି ପଥରକୁ ମଣିଷ!-->!-->!-->…
ଶତ୍ରୁ ଦେଶରେ ଶାନ୍ତିପ୍ରିୟ ଗାଁ ପାସୁ
ମେଟ୍ରୋ ଟିଭି ଓଡିଶା,୯/୧: ବିଶ୍ୱରେ ଶତ୍ରୁ ଦେଶ ତଥା ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଓ ହିଂସାକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ଥିବା ପାକିସ୍ତାନରେ ମଧ୍ୟ ଶାନ୍ତିପ୍ରିୟ ଗାଁ ଅଛି । ଏହି ପାକିସ୍ତାନର ଖାଇବର ପାଖତୁନଖ୍ୱା ଓ ଫାଟା ଭଳି ଅଞ୍ଚଳରେ ଆତଙ୍କବାଦୀଙ୍କ ସକ୍ରିୟତା ଯୋଗୁ!-->!-->!-->…
ଡ୍ରମ ପାଲଟିଲା ୱାଶିଂ ମେସିନ
ମେଟ୍ରୋ ଟିଭି ଓଡିଶା,୯/୧: ଆଗରୁ ପେଷାକ ପତ୍ରକୁ ହାତରେ ଧୋଇ ସଫା କରାଯାଉଥିଲା କିନ୍ତୁ ଏବେ ଟେକ୍ନୋଲୋଜିର ଉପଯୋଗ କରି ବିଭିନ୍ନ ମେସିନ୍ ନିର୍ମାଣ କରୁଛନ୍ତ । ଯାହା ସାଧାରଣ ଜୀବନ ଝାପନ ଶୈଳରେ ସୁବିଧା ସୁଯୋଗ ଯୋଗାଉଛି । ଆଜିର ବୈଜ୍ଞାନିକ ଯୁଗରେ ସବୁ ଉନ୍ନତ ମେସିନ ତିଆରି ହେଉଛି ଓ!-->!-->!-->…