Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
World
All world wide news update will uploaded
ଇରାନ ପରମାଣୁ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ
ଯାହା ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାପରି ଲାଗୁଛି। ଇରାନର ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣ ପରେ ସେଠାରୁ ତେଜଷ୍କ୍ରିୟ ବିକିରଣ ହେବାର ସଂକେତ ମିଳୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ପକ୍ଷରୁ ସତର୍କ କରାଯାଇଛି ।…
ମୋଦୀଙ୍କୁ ଫୋନ କଲେ ନେତାନ୍ୟାହୁ
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବର୍ଦ୍ଧିତ ଉତ୍ତେଜନାକୁ ନେଇ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ ନେତାନ୍ୟାହୁ ତାଙ୍କୁ ଇରାନ ସହିତ ବର୍ତ୍ତମାନର ପରିସ୍ଥିତି ବିଷୟରେ ତାଙ୍କୁ ଅବଗତ…
ଲସ୍ ଏଞ୍ଜେଲସ୍ରେ କର୍ଫ୍ୟୁ ଲାଗୁ, ୪ ଦିନରେ ୨୦୦ରୁ ଅଧିକ ଦଙ୍ଗାକାରୀ ଗିରଫ
ଲଗାତାର ପଞ୍ଚମ ଦିନ ପାଇଁ ଆମେରିକାର ଦ୍ବିତୀୟ ବୃହତ୍ତମ ସହର ଲସ୍ ଏଞ୍ଜେଲସ୍ରେ ବିକ୍ଷୋଭ ଜାରି ରହିଥିବାରୁ ଜରୁରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଶନିବାରଠାରୁ ୪ ଦିନରେ ୨୦୦ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ୍ ଏଞ୍ଜେଲସ୍କୁ ବିଦେଶୀ…
ଅସ୍ତ୍ର ପାଇଁ ପାକିସ୍ତାନ ଏବେ ଆମେରିକା ଶରଣରେ
ପାକିସ୍ତାନ ଏବେ ଆମେରିକା ଶରଣରେ ପଶିଲାଣି । ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲା ଭାରତ । ଖାଲି ଆକ୍ରମଣ କରିଥିଲା ତାହା ନୁହେଁ ବରଂ ୯ ଆତଙ୍କୀ ଶିବିରକୁ ଟାର୍ଗେଟ୍ କରିବା ସହ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ।ଏହାସହ ପାକିସ୍ତାନର ଏୟାରବେସ୍କୁ…
୧୨ ଟି ଦେଶର ନାଗରିକଙ୍କ ଆମେରିକା ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସୀମାକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି । ସେ କିଛି ଦେଶକୁ ଆମେରିକା ପ୍ରବେଶ କରିବାକୁ ଅନୁମତି ଦେବାକୁ ଚାହୁନାହାନ୍ତି । ଟ୍ରମ୍ପ ୧୨ ଟି ଦେଶର ନାଗରିକଙ୍କ ଆମେରିକା ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଏହି ପ୍ରତିବନ୍ଧକ ସୋମବାର ଠାରୁ…
ଏଲନ ମସ୍କଙ୍କ ସହ ସଂପର୍କ ଶେଷକଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେକ୍ ବିଲିୟନେୟାର ଏଲନ୍ ମସ୍କଙ୍କ ମଧ୍ୟରେ ସମ୍ପର୍କ ଅତି ତିକ୍ତ ହୋଇଉଠିଛି। ଟ୍ରମ୍ପ ଆଜି ଏକ ବଡ଼ ବୟାନ ଦେଇ ମସ୍କଙ୍କ ସହ ତାଙ୍କର ସଂପର୍କ ଶେଷ ହୋଇଯାଇଛି ବୋଲି କହିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଡେମୋକ୍ରାଟ୍ମାନେ…
ମସ୍କଙ୍କୁ ଖୋଲାଖୋଲି ଧମକ ଦେଲେ ଟ୍ରମ୍ପ
ଟିକସ ବିଲ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ୧ ନଂ. ଧନୀ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏବେ ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେବାକୁ ବି ପଛାଇ ନାହାନ୍ତି। ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ…
ନୂଆ ଦଳ ଗଢ଼ିପାରନ୍ତି ମସ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଲିୟନେୟାର ଏଲନ୍ ମସ୍କଙ୍କ ‘ବ୍ରୋମାନ୍ସ’ (ନିବିଡ଼ ସମ୍ପର୍କ)ର ପରିସମାପ୍ତି ସହ ଏହା ଅତିମାତ୍ରାରେ ତିକ୍ତ ହୋଇଉଠିଛି। ଉଭୟ ଟ୍ରମ୍ପ ଓ ମସ୍କ ପରସ୍ପର ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଥିବାରୁ ଏହା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ…
ଇରାନ ଏବେ ଚୀନ ସହ ସଂପର୍କ ବଢ଼ାଉଛି
ସାରା ବିଶ୍ୱ ଏବେ ଯୁଦ୍ଧ ମୁହାଁ । ବିଶ୍ୱର ଭିନ୍ନ ଭିନ୍ନ ଦେଶ ଏବେ ଯୁଦ୍ଧ ଲଢୁଛନ୍ତି । ୟୁକ୍ରେନ ଋଷ ସହ, ଇସ୍ରାଏଲ ପାଲେଷ୍ଟାଇନ ସହ ଘମାଘୋଟ ଯୁଦ୍ଧ ଲଢୁଛି । ଏହାରି ଭିତରେ ଆଉ ଏକ ଦେଶ ଯୁଦ୍ଧ ଲଢିବାକୁ ସଜବାଜ ହେଉଛି । ଗୋଟିଏ ପଟେ ଆମେରିକା ଓ ଅନ୍ୟପଟେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ…
ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ,ଭାରତ ସହ ଆଲୋଚନା ପାଇଁ ରାଜି
ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତର କଡ଼ା ଆଭିମୁଖ୍ୟ ଆଗରେ ଭାଙ୍ଗିଲା ସେହବାଜ ସରିଫଙ୍କ ଗର୍ବ । ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏବେ ଭାରତ ସହ କଥା ହେବାକୁ ରାଜି ହୋଇଛନ୍ତି ସେହବାଜ । ଇରାନ୍ ଗସ୍ତରେ ଥିବା ସେହବାଜ ସରିଫ ସେଠାରେ କହିଛନ୍ତି, ଭାରତ ସହ ସବୁ ପ୍ରସଙ୍ଗରେ…