Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
World
All world wide news update will uploaded
ପୁଣି ଥରେ ଯୁଦ୍ଧ ଅଟକାଇଥିବା ଦାବି କଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ତାଙ୍କ ମଧ୍ୟସ୍ଥତା ଯୋଗୁ ହୋଇଛି। ଭାରତ ତାଙ୍କ ଦ୍ୱାରା ବାରମ୍ବାର ସମାନ ଦାବିକୁ ଖଣ୍ଡନ କରିବା ପରେ ବି ଟ୍ରମ୍ପ୍ ମିଛ ଡୁଙ୍ଗୁରା ପିଟି ଚାଲିଛନ୍ତି।…
ପୁଟିନଙ୍କ ସାହାର୍ଯ୍ୟ ନବାକୁ ମନକଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଶିଖର ସମ୍ମିଳନୀରେ ସାମିଲ ହେବାକୁ ନେଦରଲ୍ୟାଣ୍ଡ ହେଜରେ ଅଛନ୍ତି । ହେଗ୍ ଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଋଷ ରାଷ୍ଟ୍ରପତି…
ଆମେରିକାରେ ସରକାରୀ କର୍ମଚାରୀଙ୍କୁ ହ୍ୱାଟ୍ସଆପ୍ ନିଷେଧ
ଇରାନ ପରେ ଏବେ ଆମେରିକା ସଂସଦ ସମସ୍ତ ସରକାରୀ ଡିଭାଇସରୁ ହ୍ୱାଟ୍ସଆପ୍କୁ ନିଷିଦ୍ଧ କରିଛି। ରିପୋର୍ଟ ଅନୁସାରେ, ଡାଟା ସୁରକ୍ଷା ଏବଂ ସାଇବର ସୁରକ୍ଷା ସହ ଜଡ଼ିତ ବିପଦ ଏହି ନିଷ୍ପତ୍ତି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କ’ଣ ଆମେରିକା ସରକାର ଏବେ ଆଉ ନିଜ…
ଇରାନ ଉପରେ ଆମେରିକାର ଆକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଜ୍ଜନକ
ଆମେରିକାର ଆକ୍ରମଣ ପରେ ଇରାନ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ ପାଇଁ ଦାବି କରିଥିଲା । ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ, ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଥିଲା । ଏହି ବୈଠକରେ ଅନ୍ତର୍ଜାତୀୟ…
ବାଂଲାଦେଶ, ଚୀନ ଓ ପାକିସ୍ତାନ ପକ୍ଷରୁ ତ୍ରିପକ୍ଷୀୟ ବୈଠକ
ବାଂଲାଦେଶ, ଚୀନ ଓ ପାକିସ୍ତାନ ପକ୍ଷରୁ ତ୍ରିପକ୍ଷୀୟ ସହଯୋଗ ଉପରେ ବିସ୍ତୃତ ଭାବରେ ଚର୍ଚ୍ଚା ହୋଇଥିବା ଖବର ସାମ୍ନାକୁ ଆସିଛି । ୩ଟି ଦେଶ ଭଲ ପଡୋଶୀ, ପରସ୍ପର ଉପରେ ଭରସା, ସମାନତା ଆଦି ଆଧାରରେ ଆଗକୁ ବଢିବା ପାଇଁ ସହମତି ପ୍ରକାଶ କରିଥିବା ନେଇ ସୂଚନା ମିଳିଛି । ଏହା ପ୍ରଥମ ସୁଯୋଗ ଥିଲା…
ଟ୍ରମ୍ପଙ୍କ ସହ ଟେଲିଫୋନରେ କଥା ହେଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ଉଭୟ ମଧ୍ୟରେ ଆତଙ୍କବାଦକୁ ନେଇ ବେଶ ଚର୍ଚ୍ଚା ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ୩୫ ମିନିଟ୍ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ…
ଦକ୍ଷିଣ ଆଫ୍ରିକାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ମୃତ
ଦକ୍ଷିଣ ଆଫ୍ରିକାରେ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଏକ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ଗୁରୁତର…
ଇରାନ ଜି-୭ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲର ପକ୍ଷ ନେଉଥିବା ଅଭିଯୋଗ
ଇରାନ ଜି-୭ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲର ପକ୍ଷ ନେଉଥିବା ଅଭିଯୋଗ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ ଇସ୍ରାଏଲ-ଇରାନ ବିବାଦ ଉପରେ ଜି-୭ ମିଳିତ ବିବୃତ୍ତିକୁ ସମାଲୋଚନା କରି କହିଛନ୍ତି ଯେ ଏହା ଇସ୍ରାଏଲର ସ୍ପଷ୍ଟ ଆକ୍ରମଣ, ପରମାଣୁ ସ୍ଥାନ ଉପରେ ବେଆଇନ ଆକ୍ରମଣ…
ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ପାକିସ୍ତାନ
ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଇରାନର ଜଣେ ବରିଷ୍ଠ ସେନା ଅଧିକାରୀ ଇସ୍ରାଏଲକୁ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି। ଇରାନର ସେନା ଅଧିକାରୀ ମୋହସେନ ରେଜାଏ କହିଛନ୍ତି ଯେ ଇସ୍ରାଏଲ ଯଦି ଆମ ଉପରେ ପରମାଣୁ ବୋମା ପକାଏ ତେବେ ଆମ ପକ୍ଷରୁ ପାକିସ୍ତାନ ଏହାର ପ୍ରତି ଜବାବ ଦେବ।…
ବିଶ୍ଵର ୨ୟ ଧନୀ ବ୍ୟକ୍ତି ମାନ୍ୟତା ପାଇଲେ ଲାରି ଏଲିସନ
ବିଶ୍ଵର ୨ୟ ଧନୀ ବ୍ୟକ୍ତି ତାଲିକାରେ ପରିବର୍ତ୍ତନ ହୋଇଛି। ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ଵର ୨ୟ ଧନୀ ବ୍ୟକ୍ତି ମାନ୍ୟତା ହରାଇଛନ୍ତି। ତାଙ୍କୁ ପଛରେ ପକାଇଛନ୍ତି ଓରାକଲର ପ୍ରତିଷ୍ଠାତା ଲାରି ଏଲିସନ। ଗତ ଗୁରୁବାର ୮୦ ବର୍ଷୀୟ ଏଲିସନଙ୍କ ସମ୍ପତ୍ତିରେ ହଠାତ ବୃଦ୍ଧି ଯୋଗୁ ସେ ବିଶ୍ଵର…