Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
World
All world wide news update will uploaded
ୟେମେନ ରାଜଧାନୀରେ ଇସ୍ରାଏଲର ଏୟାରଷ୍ଟ୍ରାଇକ
ଇରାନ ସମର୍ଥତ୍ତ ୟେମେନ୍ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍ ରାଜଧାନୀ ସାନା ଉପରେ ଜୋର୍ଦାର ବୋମାମାଡ଼ କରିଛି। ଗତ ୧୭ ତାରିଖର ଆକ୍ରମଣ ପରେ ରବିବାର ହୁଟିଙ୍କ ଅକ୍ତିଆରରେ ଥିବା ସାନା ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ…
ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ଅଭିଯୋଗ
ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି ନିଆଁ ଲଗାଇଛି। ରୁଷିଆର ଅଧିକାରୀମାନେ କହିଛନ୍ତି ଯେ ରାତାରାତି ହୋଇଥିବା…
ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ଶ୍ରମିକ ଭିଜା ପ୍ରଦାନକୁ ନିଷେଧ କରିଛନ୍ତି
ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ସମସ୍ତ ପ୍ରକାରର ଶ୍ରମିକ ଭିଜା ପ୍ରଦାନକୁ ତୁରନ୍ତ ନିଷେଧ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର (୨୧ ଅଗଷ୍ଟ ୨୦୨୫) ଏହା ଘୋଷଣା କରିଛନ୍ତି। ଭାରତରୁ ଅବୈଧ ଭାବରେ ଆମେରିକା ଯାଇଥିବା ଜଣେ ବ୍ୟକ୍ତିଙ୍କ…
ଆମେରିକାକୁ ଆଉ ବିଶ୍ୱାସ କରାଯାଇପାରିବ ନାହିଁ – ଆମେରିକୀୟ ଅର୍ଥନୀତିଜ୍ଞ
ଆମେରିକା ଟାରିଫ ନୀତିକୁ ନେଇ ଟ୍ରମ୍ପଙ୍କୁ ଆମେରିକାରେ ବିରୋଧ । ଅର୍ଥନୀତିଜ୍ଞ ଜେଫ୍ରି ସାକ୍ସ ଆମେରିକାର ଭାରତ ଉପରେ ଟାରିଫ୍ ଲଗାଇବାକୁ ନିଷ୍ପତ୍ତିକୁ ଆମେରିକା ବିଦେଶୀ ନୀତିର ସବୁଠାରୁ ମୂର୍ଖତାପୂର୍ଣ୍ଣ ଚାଲ ବୋଲି ନିନ୍ଦା କରିଛନ୍ତି। ସାକ୍ସ କହିଛନ୍ତି, ଭାରତ ଉପରେ ଟାରିଫ୍ ଆମେରିକା…
ପୁଟିନଙ୍କ ସହ ଫୋନ୍ରେ ଆଲୋଚନା କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସଂପର୍କରେ ମୁଖ୍ୟତଃ କଥାବାର୍ତ୍ତା ହୋଇଛି। ଏହି ସାକ୍ଷାତ ଭାରତ, ରୁଷିଆ…
ପାକିସ୍ତାନକୁ ଆଉ ଏକ ପଣଡ଼ୁବୀ ଜାହାଜ ହସ୍ତାନ୍ତର କଲା ଚାଇନା
ଚାଇନା ପାକିସ୍ତାନକୁ ଆଠଟି ହଙ୍ଗୋର ଶ୍ରେଣୀ ପଣଡୁବୀ ମଧ୍ୟରୁ ତୃତୀୟଟି ହସ୍ତାନ୍ତର କରିଛି, ଯାହା ଭାରତର ନିକଟବର୍ତ୍ତୀ ହିନ୍ଦୁ ମହାସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ଚାଇନାର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ, ଏହି ପଣଡୁବୀର ଜଳାବତରଣ…
୨୦୨୨ରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଥାଆନ୍ତେ, ତେବେ ୟୁକ୍ରେନରେ ଯୁଦ୍ଧ କେବେବି ଘଟିନଥାଆନ୍ତା – ପୁଟିନ
ଶୁକ୍ରବାର ଆମେରିକାର ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା | ଏହି ବୈଠକ ପରେ ପୁଟିନ କହିଥିଲେ ଯେ ଯଦି ୨୦୨୨ରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ…
ଟ୍ରମ୍ପ ଓ ପୁଟିନ୍ଙ୍କ ମଧ୍ୟରେ ହୋଇପାରିଲାନାହିଁ ସହମତି
ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ। ରୁଷ…
ଭାରତ ଉପରେ ଶୁଳ୍କ ବଢାଇବାକୁ ଧମକ ଦେଲା ଆମେରିକା
ଭାରତ ଉପରେ ଦୁଇଟି ପର୍ଯ୍ୟାୟରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଆମେରିକା ଆହୁରି ଶୁଳ୍କ ଲଗାଇବାକୁ ଧମକ ଦେଇଛି। ଆମେରିକାର ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ ଆଲୋଚନା…
ଭାରତ ନିଜର ସ୍ବତନ୍ତ୍ର ବିଦେଶ ନୀତି ନିରୂପଣ କରି କାର୍ଯ୍ୟକାରୀ କରିବା ଉଚିତ – ଆମେରିକା ଅର୍ଥନୀତିଜ୍ଞ
ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାସିଂଟନ ଡିସିରେ ସବୁଠାରୁ ବଡ଼…