Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
World
All world wide news update will uploaded
ଇମ୍ରାନ ଖାନ ଯାଇପାରନ୍ତି ଜେଲ୍!
ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଜେଲ ପଠାଇବା ପାଇଁ ଚାଲିଛି କସରତ । ସେଠାକାର ସରକାର ତାଙ୍କ ନାମରେ ଆତଙ୍କବାଦ ବିରୋଧୀ ମାମଲା ମଧ୍ୟ ଦାୟର କରିଛନ୍ତି । ତାଙ୍କ ଅଭିଭାଷଣ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ତାଙ୍କ ଦଳର ନେତା ଗିରଫ ହେବା!-->…
ହ୍ୟାରି ପୋଟର୍ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ
ଆମେରିକାରେ ଲେଖକ ସଲମାନ ରୁଶଦିଙ୍କୁ ଆକ୍ରମଣ ପରେ ଏବେ ଟାର୍ଗେଟ୍ରେ ଲୋକପ୍ରିୟ ବହି ହ୍ୟାରି ପୋଟର୍ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍ ଟ୍ୱିଟ୍ କରି ରୋଲିଂ ସୂଚନା ଦେଇଛନ୍ତି।
https://twitter.com/jk_rowling/status/1558438465284481024!-->!-->!-->!-->!-->…
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ଭର୍ଚ୍ୟୁଆଲ ବୈଠକରେ କଥା ହେଲେ ପ୍ରଧାନମନ୍ତ୍ରୀ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ମୋଦି ଜୋ ବାଇଡେନଙ୍କୁ କହିଛନ୍ତି ‘ଗତବର୍ଷ ସେପ୍ଟେମ୍ବରରେ ମୋର ୱାଶିଂଟନ ଗସ୍ତ ବେଳେ ଆପଣ କହିଥିଲେ ଯେ, ଭାରତ-ଆମେରିକା ଭାଗିଦାରୀ ବହୁ ବୈଶିକ ସମସ୍ୟା ସମାଧାନରେ ସହଯୋଗ କରିପାରିବ ।!-->…
ଫ୍ରାନସର ରାଫେଲ ମିଶନକୁ ଭାରତର ସହାୟତା
ପ୍ରଶାନ୍ତ ମହାସାଗରରେ ଫ୍ରାନସ ସାମରିକ ଅପରେସନ ଆରମ୍ଭ କରିଛି । ତେଣୁ ଏହାର ଏକ ଅଂଶ ଭାବରେ ତାମିଲନାଡୁର ଭାରତୀୟ ବାୟୁସେନା ସୁଲୁର କେନ୍ଦ୍ରରେ 3ଟି ରାଫେଲ ଅବତରଣ କରିଥିଲା । ଭାରତୀୟ ବାୟୁସେନା ଫ୍ରାନ୍ସ ସୈନ୍ୟବାହିନୀକୁ ସମସ୍ତ ପ୍ରକାର ସହାୟତା କରିଥିଲା । ଭାରତୀୟ ବାୟୁସେନା ସହ!-->…
ତାଇଓ୍ବାନକୁ ନେଇ ଚୀନ ଆମେରିକା ମୁହାଁମୁହିଁ : ଯୁଦ୍ଧ ମୁହାଁ ବିଶ୍ବ
ଚାଇନାର ବିସ୍ତାରବାଦୀ ନୀତିକୁ ଆମେରିକା ପସନ୍ଦ କରୁନାହିଁ । ତାଇଓ୍ବାନକୁ ଜୋର ଜବରଦସ୍ତ ଦଖଲ କରିବାକୁ ଚାଇନା ଚାହୁଁଥିବା ବେଳେ ଆମେରିକା ଏଥିରେ ବଡ଼ ପ୍ରତିବନ୍ଧକ ସାଜିଛି । ଆଉ ଏପରି ସ୍ଥିତିରେ ତାଇଓ୍ବାନ ମଧ୍ୟ ଚୀନର ଧମକକୁ ଖାତିର କରୁନାହିଁ । ତାଇଓ୍ବାନ ଚାହୁଁଛି ତାହାର ସ୍ବାଧୀନତାରେ!-->…
ବନ୍ଧୁତ୍ୱ ଦିବସର ମହତ୍ତ୍ୱ
ଆଜି ଦେଶ ପାଳୁଛି ବନ୍ଧୁତ୍ୱ ଦିବସ। ତେବେ ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ। ସେହିପରି ଭାରତ ଭଳି ଅନେକ ଦେଶ ଅଛି ଯେଉଁ ଦେଶ ମାନଙ୍କରେ ସ୍ୱତନ୍ତ୍ର ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ବନ୍ଧୁତ୍ୱର ପବିତ୍ର ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କ ଠାରୁ!-->…
ଯୁଦ୍ଧ ଆଶଂକା ମଧ୍ୟରେ ତାଇୱାନକୁ ବଡ ଝଟକା
ସମୟ ବଢିବା ସହିତ ଚୀନ୍ ଓ ତାଇବାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି । ଗତକାଲି ଚୀନର ଲଢୁଆ ବିମାନ ତାଇବାନ୍ ସୀମାରେ ଉଡିଥିବା ବେଳେ ଆଜି ତାଇୱାନକୁ ଲାଗିଛି ବଡ ଝଟକା । ତାଇୱାନର ମିଜାଇଲ୍ ଡେଭଲପମେଣ୍ଟ ଚିଫ୍ ଅଫିସରଙ୍କ ମୃତ ଦେହ ମିଳିଛି । ଏକ ହୋଟେଲ ରୁମରେ!-->…
ତାଇଓ୍ବାନ ସୀମାରେ ଚୀନର ମିସାଇଲ ମାଡ଼
ଚୀନ୍ ଏବେ ତାଇଓ୍ବାନକୁ ଡରାଉଛି । କୁହାଯାଉଛି ଚୀନ ଓ ତାଇୱାନ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଚୀନ୍ ଓ ତାଇୱାନ୍ ମଧ୍ୟରେ ଦେଖାଯାଇଥିବା ବିବାଦ ଭିତରେ ଲଗାତାର ମାସାଇଲ ମାଡ କରୁଛି ଚୀନ । ଯଦିଓ ଏଥିରେ କିଛି ଧନଜୀବନ ନଷ୍ଟ ହୋଇନାହିଁ ତେବେ ତାଇଓ୍ବାନ କହିଛି ଏସବୁ ମିସାଇଲ ତାର!-->…
ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
!-->!-->!-->!-->!-->…
ନେନ୍ସି ପିଲୋସିଙ୍କ ତାଇଓ୍ବାନ ଗସ୍ତ :ଚୀନ ଆମେରିକା ମୁହାଁମୁହିଁ
ଚୀନ୍ର ସତର୍କତାକୁ ବେଖାତିର କରିଛି ଆମେରିକା । ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ସଂସଦର ବାଚସ୍ପତି ନେନ୍ସି ପିଲୋସି ତାଇୱାନ୍ରେ ଅବତରଣ କରିଛନ୍ତି। ଫଲରେ ବିଶ୍ବର ଦୁଇ ମହାଶକ୍ତି ଚୀନ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି!-->!-->!-->…