Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
World
All world wide news update will uploaded
ଲକଡାଉନ୍ ଘୋଷଣା କଲେ ସରିଫ ସରକାର
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ରାଜଧାନୀ ଇସଲାମାବାଦକୁ ସିଲ୍ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ଲକଡାଉନ୍ ଜାରି ରହିବ ବୋଲି ଶେହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ!-->…
ଆତ୍ମଘାତୀ ବିସ୍ଫୋରଣରେ ଦୋହଲିଲା ସୋମାଲିଆର ରାଜଧାନୀ
ସୋମାଲିଆ ରାଜଧାନୀ ସୋମାଲିଆରେ ଦୁଇଟି କାରରେ ଆତ୍ମଘାତୀ ବିସ୍ଫୋରଣ ସହ ଗୁଳି ବିନିମୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇପଡିଛନ୍ତି । ମୋଗାଦିଶୁର ରାଜଧାନୀରେ ଦୁଇଟି ପୃଥକ କାର ବିସ୍ଫୋରଣ ହୋଇଥିଲା। ସୋମାଲିଆର ରାଷ୍ଟ୍ରପତି ହାସନ ଶେଖ ସ୍ଥାନୀୟ!-->…
ଇରାନରେ ପୁଣି ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଲେ
ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମୁନଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଆଠ ଜଣଙ୍କ ପ୍ରାଣ ଯାଇଛି। ହିଜାବ ନ ପିନ୍ଧି ପୁଲିସ୍ ଦ୍ୱାରା ଗିରଫ ପରେ ନିର୍ୟାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ!-->…
ମିଆଁମାର ସେନାର ଏୟାରଷ୍ଟ୍ରାଇକ
ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍। ଆକ୍ରମଣରେ ଗାୟକ ଏବଂ ସଙ୍ଗୀତଜ୍ଞଙ୍କ ସହିତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। କାଚିନ ଜାତୀୟ ସଂଖ୍ୟାଲଘୁ ସମୁଦାୟର ବର୍ଷପୂର୍ତ୍ତି ସମାରୋହରେ ସମସ୍ତେ ସାମିଲ୍ ହୋଇଥିଲେ। ସମାରୋହ ସ୍ଥଳରେ ସେନାର!-->…
ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ଏକ ନାଟକୀୟ ମୋଡରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ । ହେଲେ ଆଜି ଏହି ପଦ ପାଇଁ!-->…
ଆଜି ଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା
ସରିଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ । ଆଜି ଠାରୁ ସୁପର-୧୨ ମୁକାବିଲା । ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆର!-->…
ପିଲାଙ୍କ ମୃତ୍ୟୁ ପଛରେ ଭାରତୀୟ କଫ୍ ସିରପ୍
ବିଶ୍ବ ସ୍ବାସ୍ଥ୍ୟ ସଗଂଠନ ‘ଡବ୍ଲୁଏଚ୍ଓ’ ଭାରତର ହରିଆନାଭିତ୍ତିକ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ପ୍ରସ୍ତୁତ ୪ କଫ୍ ସିରପ୍ ଉପରେ ବୁଧବାର ସତର୍କ ସୂଚନା ଜାରି କରିଛି । ଏହି କଫ୍ ସିରପ୍ ନେଇ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବାରୁ!-->…
ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ
ବିଶ୍ୱ ହୃତ୍ପିଣ୍ଡ ଦିବସ ଏକ ଅନ୍ତର୍ଜାତୀୟ ଅଭିଯାନ, ଯାହା ବିଶ୍ୱ ହୃତ୍ପିଣ୍ଡ ସଂଗଠନ ଦ୍ୱାରା ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୁଏ । ମୃତ୍ୟୁର ସବୁଠୁ ବଡ଼ କାରଣ ହୃଦ୍ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଘାତକ ରୋଗ ହ୍ରାସ ନିମିତ୍ତ!-->…
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ସମର୍ଥନ କରିଛି ରୁଷ୍ । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବ୍ରୋଭ କହିଛନ୍ତି ଯେ, “ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଦେଶଗୁଡିକର ପ୍ରତିନିଧିତ୍ୱ ମାଧ୍ୟମରେ!-->…
ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଏବେ ଆଶା ଆଶଙ୍କାରେ ପୂରା ବିଶ୍ୱ
ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଏବେ ଆଶା ଆଶଙ୍କାରେ ପୂରା ବିଶ୍ୱ । ଦେଶର ଅଖଣ୍ଡତା ପ୍ରତି ବିପଦ ଆସିଲେ ଋଷ କେବେ ପଛଘୁଞ୍ଚା ଦେବନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଟିନ । ଆଉ ଏଥିପାଇଁ ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ । ଏନେଇ ଜାତୀୟ ଗଣମାଧ୍ୟମରେ ଦେଶବାସୀଙ୍କୁ!-->…