Browsing Category

World

All world wide news update will uploaded

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ, ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ

ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି ।   ସୋମବାରଠାରୁ ଚାଲିଥିବା ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ସହରରେ…

ଚୁକ୍ତି କଲେ ଟିକସ ଛାଡ

ଆମେରିକାର ନୀତି ପ୍ରତିଦିନ ବଦଳୁଛି ।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ନିଷ୍ପତ୍ତି ପରିବର୍ତ୍ତନ କରୁଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଯେଉଁ ଦେଶ ସହ ଚୁକ୍ତି ହେଉଛି  ସେହି  ଦେଶଗୁଡ଼ିକୁ ଶୁଳ୍କ ଛାଡ଼ ଦିଆଯିବ  । ଯେଉଁମାନେ ଆମେରିକା ସହିତ ଶିଳ୍ପ ରପ୍ତାନି ଉପରେ ଚୁକ୍ତି କରିବେ। ଏହି…

ଟାରିଫ୍‌ ରୁ ବିପୁଳ ଲାଭ କରୁଛି ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥାଇପାରେ, କିନ୍ତୁ ଆମେରିକା ଏଥିରୁ ବିପୁଳ ଲାଭ କରୁଛି। ଅଗଷ୍ଟ ମାସରେ, ଆମେରିକା ଟାରିଫ୍‌ରୁ ରାଜସ୍ବ ବୃଦ୍ଧି ପାଇ ୩୧ ବିଲିୟନ ଡଲାର ହୋଇଛି, ଯାହା ୨୦୨୫ରେ ଏକ ମାସରେ ସର୍ବାଧିକ ରେକର୍ଡ। ଗୁରୁବାର…

ଋଷ୍‌ ଆଉ ଭାରତ ମଧ୍ୟରେ ବଢୁଥିବା ସମ୍ପର୍କକୁ ମୁଁ ସମ୍ମାନ ଜଣାଉଛି

ଏସିଓ ସମ୍ମିଳନୀରେ ମୋଦୀ, ପୁଟିନ୍‌ଙ୍କୁ ନିକତର ଦେଖି  ସହ୍ୟ କରିପାରୁନାହାଁନ୍ତି ଶେହବାଜ୍‌ ।  ସରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏବଂ ହାତ ମିଳାଇବା ପାଇଁ  ପୁଟିନ୍‌ଙ୍କ ପଛରେ ଦୌଡ଼ୁଥିବାର ଦେଖାଯାଇଥିଲା । ଏହି ଘଟଣାଟି ଗ୍ରୁପ ଫଟୋ ସୁଟ୍‌  …

ମୋଦିଙ୍କ ଦବଦବା- ୪୫ ମିନିଟ୍‌ ପାଇଁ କାର ଭିତରେ କଥା ହେଲେ ମୋଦି – ପୁଟିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦବଦବା ଚାଇନାରେ ଦେଖିବାକୁ ମିଳିଛି । ପୁଟିନ ହୋଟେଲ ବାହାରେ ଅନେକ ସମୟ ଧରି କାର ଭିତରେ ମୋଦିଙ୍କ ସହ କଥା ହୋଇଥିଲେ । ଏହି ଚର୍ଚା ଅନ୍ତର୍ଜାତିୟ ମିଡିଆରେ ବହୁଳ ପ୍ରଚାର ପ୍ରସାର ହେଉଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ…

ମୋଦିଙ୍କୁ ନିଜ ମନ ପସନ୍ଦର କାର ଭେଟିଦେଲେ ଜିନପିଙ୍ଗ

ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚାଇନାର ତିଆନଜିନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସରକାର ଦୁଇ ଦିନ ପାଇଁ ଏକ ସ୍ବତନ୍ତ୍ର କାର ଦେଇଥିଲେ। ଏହି କାରଟି ହେଉଛି ‘ହଙ୍ଗକି ଏଲ-୫’, ଯାହାକୁ ଚାଇନାରେ ‘ଲାଲ ପତାକା’ ବା ରେଡ ଫ୍ଲାଗ ମଧ୍ୟ କୁହାଯାଏ। ଏହା…

ବୁଲେଟ ଟ୍ରେନରେ ବୁଲିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଟୋକିଓରୁ ସେଣ୍ଡାଇ ବୁଲେଟ ଟ୍ରେନରେ ଯାତ୍ରା କରିଥିଲେ। ଉଭୟ ନେତା ସୋସିଆଲ ମିଡିଆରେ ସେମାନଙ୍କ ଯାତ୍ରାର ଫଟୋ ଶେୟାର କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଟ୍ରମ୍ପଙ୍କ ଟାରିଫ ଦ୍ବାରା ଭାରତର ଅର୍ଥନୀତି ପ୍ରଭାବିତ ହୋଇନାହିଁ, ଏପ୍ରିଲ-ଜୁନ ରେ ଭାରତର ଜିଡିପି ବୃଦ୍ଧି ହାର…

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ  କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ ଘରୋଇ ଉତ୍ପାଦ) ବୃଦ୍ଧି ହାର…

୨୦୩୮ ମସିହା ସୁଦ୍ଧା ଭାରତ ୩୪.୨ ଟ୍ରିଲିୟନ୍ ଡଲାର ସହିତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବ

ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି ଆମେରିକା । ହେଲେ ଏହାର ପ୍ରଭାବ କିନ୍ତୁ ଭାରତୀୟ ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇବନି । ଏକଥା ଆମେ କହୁନୁ ବରଂ EY ଇଣ୍ଡିଆ ରିପୋର୍ଟରେ ଏହି କଥାକୁ ଆକଳନ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୩୮ ମସିହା ସୁଦ୍ଧା ଭାରତ ୩୪.୨…

ଟ୍ରମ୍ପଙ୍କ ଫୋନ ଉଠାଉନାହାନ୍ତି ମୋଦୀ

ଜର୍ମାନ ଖବରକାଗଜ ଫ୍ରାଙ୍କଫର୍ଟର ଅଲଗେମାଇନରେ ବାହାରିଥିବା ଏକ ଆଲ୍ଲେଖ୍ୟ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଖବରକାଗଜରେ ଲେଖା ଯାଇଥିଲା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାରିଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦୀଙ୍କ ତ‌ାଙ୍କ…