Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
World
All world wide news update will uploaded
ହେନ୍ତାଳବନରେ ବୃକ୍ଷରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ହେନ୍ତାଳବନକୁ ଯାଇ ବୃକ୍ଷରୋପଣ କରିଛନ୍ତି। ହେନ୍ତାଳବନରେ ଥିବା ବୃକ୍ଷ ଓ ଗୁଳ୍ମ ଆଦି ସଂରକ୍ଷଣ କରିବା ପାଇଁ ଏହା ଥିଲା ଇଣ୍ଡୋନେସିଆ ସରକାରଙ୍କର ପ୍ରଚେଷ୍ଟା ପ୍ରଦର୍ଶନର ଅଂଶବିଶେଷ। ଶିଖର ସମ୍ମିଳନୀର ଦ୍ବିତୀୟ!-->…
ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଦୁଷ୍କର୍ମ ଅଭିଯୋଗରେ ଗିରଫ
ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ ହୋଇଛନ୍ତି। ବିଶ୍ବକପ୍ ଖେଳିବାକୁ ଯାଇଥିବା ଏହି ଖେଳାଳିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ପାଇଁ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ନଭେମ୍ବର ୨ ରେ ହୋଟେଲରେ ଜଣେ ମହିଳାଙ୍କ ଉପରେ ଯୌନ!-->…
ଲକଡାଉନ୍ ଘୋଷଣା କଲେ ସରିଫ ସରକାର
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ରାଜଧାନୀ ଇସଲାମାବାଦକୁ ସିଲ୍ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ଲକଡାଉନ୍ ଜାରି ରହିବ ବୋଲି ଶେହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ!-->…
ଆତ୍ମଘାତୀ ବିସ୍ଫୋରଣରେ ଦୋହଲିଲା ସୋମାଲିଆର ରାଜଧାନୀ
ସୋମାଲିଆ ରାଜଧାନୀ ସୋମାଲିଆରେ ଦୁଇଟି କାରରେ ଆତ୍ମଘାତୀ ବିସ୍ଫୋରଣ ସହ ଗୁଳି ବିନିମୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇପଡିଛନ୍ତି । ମୋଗାଦିଶୁର ରାଜଧାନୀରେ ଦୁଇଟି ପୃଥକ କାର ବିସ୍ଫୋରଣ ହୋଇଥିଲା। ସୋମାଲିଆର ରାଷ୍ଟ୍ରପତି ହାସନ ଶେଖ ସ୍ଥାନୀୟ!-->…
ଇରାନରେ ପୁଣି ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଲେ
ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମୁନଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଆଠ ଜଣଙ୍କ ପ୍ରାଣ ଯାଇଛି। ହିଜାବ ନ ପିନ୍ଧି ପୁଲିସ୍ ଦ୍ୱାରା ଗିରଫ ପରେ ନିର୍ୟାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ!-->…
ମିଆଁମାର ସେନାର ଏୟାରଷ୍ଟ୍ରାଇକ
ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍। ଆକ୍ରମଣରେ ଗାୟକ ଏବଂ ସଙ୍ଗୀତଜ୍ଞଙ୍କ ସହିତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। କାଚିନ ଜାତୀୟ ସଂଖ୍ୟାଲଘୁ ସମୁଦାୟର ବର୍ଷପୂର୍ତ୍ତି ସମାରୋହରେ ସମସ୍ତେ ସାମିଲ୍ ହୋଇଥିଲେ। ସମାରୋହ ସ୍ଥଳରେ ସେନାର!-->…
ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ଏକ ନାଟକୀୟ ମୋଡରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ । ହେଲେ ଆଜି ଏହି ପଦ ପାଇଁ!-->…
ଆଜି ଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା
ସରିଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ । ଆଜି ଠାରୁ ସୁପର-୧୨ ମୁକାବିଲା । ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆର!-->…
ପିଲାଙ୍କ ମୃତ୍ୟୁ ପଛରେ ଭାରତୀୟ କଫ୍ ସିରପ୍
ବିଶ୍ବ ସ୍ବାସ୍ଥ୍ୟ ସଗଂଠନ ‘ଡବ୍ଲୁଏଚ୍ଓ’ ଭାରତର ହରିଆନାଭିତ୍ତିକ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ପ୍ରସ୍ତୁତ ୪ କଫ୍ ସିରପ୍ ଉପରେ ବୁଧବାର ସତର୍କ ସୂଚନା ଜାରି କରିଛି । ଏହି କଫ୍ ସିରପ୍ ନେଇ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବାରୁ!-->…
ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ
ବିଶ୍ୱ ହୃତ୍ପିଣ୍ଡ ଦିବସ ଏକ ଅନ୍ତର୍ଜାତୀୟ ଅଭିଯାନ, ଯାହା ବିଶ୍ୱ ହୃତ୍ପିଣ୍ଡ ସଂଗଠନ ଦ୍ୱାରା ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୁଏ । ମୃତ୍ୟୁର ସବୁଠୁ ବଡ଼ କାରଣ ହୃଦ୍ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଘାତକ ରୋଗ ହ୍ରାସ ନିମିତ୍ତ!-->…