୨୦୨୩ ବର୍ଷ ପାଇଁ ନୋବେଲ ବିଜେତାଙ୍କୁ ଅତିରିକ୍ତ ୧୦ ଲକ୍ଷ କ୍ରୋନର୍ ମିଳିବ। ଏଭଳି ନିଷ୍ପତି ନେଇ ଶୁକ୍ରବାର ଦିନ ଘୋଷଣା କରିଛି ନୋବେଲ ଫାଉଣ୍ଡେସନ। ଏହା ସମୁଦାୟ ଆର୍ଥିକ ପରିମାଣ ୧.୧କୋଟି ସ୍ଵିଡେନ କ୍ରୋନର (୯.୮୬ ଲକ୍ଷ ଡଲାର) ହୋଇଯିବ। ନୋବେଲ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ କହିଛନ୍ତି ଯେ ଫାଉଣ୍ଡେସନର ଦୃଢ ଆର୍ଥିକ ସ୍ଥିତିକୁ ପ୍ରତିଫଳିତ କରିବାକୁ ସେମାନେ ଚଳିତ ବର୍ଷ ପରିମାଣ ବୃଦ୍ଧି କରୁଛନ୍ତି। ୨୦୧୨ରେ ପୁରସ୍କାର ରାଶି ୧ କୋଟି କ୍ରୋନର୍ରୁ ୮୦ ଲକ୍ଷକୁ ହ୍ରାସ କରାଯାଇଥିଲା। ସେହିପରି ୨୦୧୭ରେ ଏହାକୁ ୯୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା ଏବଂ ଶେଷରେ ୨୦୨୦ରେ ଏହାକୁ ୧ କୋଟି କରାଯାଇଥିଲା।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Next Post